Browsing Category
ଓଡିଶା
ହିନ୍ଦୋଳରେ ଉପଖଣ୍ଡ ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ !
ବିଡ଼ିଓ ଙ୍କ ଅନୁପସ୍ଥିତ ସାଧାରଣରେ ନାପସନ୍ଦ କରାଯିବା ସହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି
ଢ଼େଙ୍କାନାଳ : ସାରାଦେଶରେ ଆନନ୍ଦ ଉଲ୍ଲାସରେ ଓ ଧୂମାଧାମରେ ପାଳିତ ହୋଇଯାଇଛି ୭୬ତମ ସାଧାରଣତନ୍ତ୍ର ଦିବସ। ସେହି ପରିପେକ୍ଷୀରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ସ୍ତରୀୟ!-->!-->!-->…
Read More...
Read More...
ଭୁବନ ରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ !
ଢ଼େଙ୍କାନାଳ: ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ୭୬ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଦେଶର ଏକତା ,ଅଖଣ୍ଡତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର!-->…
Read More...
Read More...
ଆସେଟ୍ ଢେଙ୍କାନାଳ ର ସାଧାରଣତନ୍ତ୍ର ଦିବସ ପାଳିତ !
ଢେଙ୍କାନାଳ: ଢେଙ୍କାନାଳ ସହରର ଗଣେଶ ବଜାରସ୍ଥିତ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆସେଟ୍ କମ୍ପ୍ୟୁଟର ସେଂଟର ଠାରେ ୭୬ତମ ସାଧାରଣତନ୍ତ୍ରଦିବସ ମହସମାରୋହରେ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରାତଃ ୭: ୩୦ମି. ରେ ଅନୁଷ୍ଠାନରେ ପହଁଚି ପତାକା ଉତୋଳନପାଇଁ ବିଭିନ୍ନ!-->…
Read More...
Read More...
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପୁରୁଷୋତ୍ତମପୁର ର ତୃତୀୟ ବାର୍ଷିକ ଉତ୍ସବ: ଗୁଣାତ୍ମକ,ଆଧ୍ୟାତ୍ମିକ ଶିକ୍ଷା ସହିତ ସଂସ୍କାର…
ଢେଙ୍କାନାଳ : ଭୁବନ ସହର ଉପକଣ୍ଠସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟ , ପୁରୁଷୋତ୍ତମପୁର ର ତୃତୀୟ ବାର୍ଷିକ ଉତ୍ସବ (ସାଇନୋସିଓର) ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପାତ୍ର ଙ୍କ ସଭାପତିତ୍ବ ଓ ଶିକ୍ଷୟିତ୍ରୀ ରିତାଞ୍ଜଳି ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ!-->!-->!-->…
Read More...
Read More...
ଅକସନ ମୋଡ୍ ରେ ହିନ୍ଦୋଳ ପୋଲିସ : ଗୋଡେଇ ଗୋଡେଇ ଧରିଲେ ଗୋରୁ ବୋଝେଇ ଗାଡି !
ଢ଼େଙ୍କାନାଳ: ହିନ୍ଦୋଳ ଥାନା ପୋଲିସ ଗୋଡେଇ ଗୋଡେଇ ଏକ ଗୋରୁ ବୋଝେଇ ଗାଡି ଜବତ କରିବା ସହ ଡ୍ରାଇଭର କୁ ଧରିଛନ୍ତି।ଖବରରୁ ପ୍ରକାଶ ଆଜି ବିଶେଷ ସୂତ୍ରରୁ ଖବରପାଇ ହିନ୍ଦୋଳ ଥାନା ପୋଲିସ ସଦଳେବେଳେ ଚଡାଉ କରି ବଉଳିଗଡ଼ ପଟୁ ମହୀଧରପୁର ସାତମାଇଲ ଆଡକୁ ଗୋରୁ ମାଫିଆ ଏକ ବୋଲେରୋ ପିକଅପ ନଂ-ଓଡି!-->…
Read More...
Read More...
ମୁଖ୍ୟମନ୍ତ୍ରୀ ଟ୍ରଫି ହାସଲ କଲା ଗୁଣ୍ଡିଚାପଡ଼ା ଶାରଳା କ୍ଲବ୍ !
ଜିଲ୍ଲା ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ
ଢେଙ୍କାନାଳ: ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ୍ ଠାରେ ମୁଖ୍ୟମନ୍ତ୍ରୀ ଟ୍ରଫି ନିମନ୍ତେ ଚାଲିଥିବା ଅଣ୍ଡର୍ ଫିପ୍ଟିନ୍ ଇଣ୍ଟର କ୍ଳବ୍ ଜିଲ୍ଲାସ୍ତରୀୟ ଫୁଟବଲ୍ ଚାମ୍ପିଅନ୍ସିପ୍ ଉଦ୍ଯାପିତ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟ୍ର ଫାଇନାଲ୍!-->!-->!-->…
Read More...
Read More...
ନିଜ ଦେଶ ସହିତ ନିଷ୍ଠାପର ପ୍ରେମ ବିଶ୍ୱାସର ଅଂଶ ବିଶେଷ !
୨୬ ଜାନୁଆରୀ, ଗଣତନ୍ତ୍ର ଦିବସ ଅବସରରେ ବିଶେଷ
ଅନ୍ତଃରାଷ୍ଟ୍ରୀୟ ଅହମଦିୟା ମୁସଲିମ ସଂପ୍ରଦାୟର ବିଶ୍ଵ ପ୍ରମୁଖ ପରମ ପାବନ ହଜରତ ମିର୍ଜା ମସରୁର ଅହମଦ ଗୋଟିଏ ସମାବେଶ କୁ ସମ୍ବୋଧନ କରି କହିଥିଲେ "ପ୍ରତ୍ୟେକ ଇଶ୍ୱର ଭକ୍ତ ଏବଂ ଧର୍ମ ବିଶ୍ଵାସୀଙ୍କ ନିମନ୍ତେ ଏହା ନିତ୍ୟାନ୍ତ ଆବଶ୍ୟକ ଯେ,!-->!-->!-->…
Read More...
Read More...
ଭୁବନ ମା’ ତାରିଣୀ କ୍ରିକେଟ କପ୍ ଉଦଘାଟିତ : ମର୍ଥାପୁର ଦଳ ବିଜୟ !
ଢ଼େଙ୍କାନାଳ ଭୁବନ ବ୍ଲକ ମଠକରଗୋଳା ପଞ୍ଚାୟତ ଅନ୍ତର୍ଗତ ଓରୀଙ୍ଗା ବାଲିସାହି ର ମା ତାରିଣୀ କ୍ରିକେଟ କପ୍ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚ୍ ରେ ୭୮ ରନ ରେ ହରିପୁର କୁ ପରାସ୍ତ କରି ମର୍ଥାପୁର ଦଳ ବିଜୟ ଲାଭ କରିଥିଲା । ହରିପୁର ଟସ ରେ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି!-->…
Read More...
Read More...
ହିନ୍ଦୋଳ ବଲସର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ !
ହିନ୍ଦୋଳ ଉପଖଣ୍ଡ ହାତୁରା ପଞ୍ଚାୟତ ଅନ୍ତର୍ଗତ ବଲସର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ରୀଡା ଓ ବାର୍ଷିକ ଉତ୍ସବ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ପ୍ରକାର ଖେଳର ପ୍ରତିଯୋଗୀତା ସହ ନୃତ୍ୟ ପ୍ରତିଯୋଗୀତା ମଧ୍ୟ ହୋଇଥିଲା। କୃତି ଛାତ୍ରଛାତ୍ରୀ ମାନଙ୍କୁ!-->…
Read More...
Read More...
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର !
ଢେଙ୍କାନାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ସୋମବାର ଦିନ ହିନ୍ଦୋଳ ବ୍ଲକ୍ ଗାଲପଡା ପଂଚାୟତରେ ଅନୁଷ୍ଠିତ ହୋଇଯାଇଛି। ଦିବା ୧୦ ଘଟିକା ସମୟରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗାଲପଡା ପଂଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ!-->…
Read More...
Read More...