Browsing Category

ଓଡିଶା

ଗୁରୁଦେବଜୀ ଗୁରୁକୁଳ ପକ୍ଷରୁ ବିଶ୍ବ ମାତୃଦିବସ ପାଳିତ !

ଢେଙ୍କାନାଳ : ଢେଙ୍କାନାଳ ସହର ତହସିଲ୍ ଅଫିସ୍ ନିକଟସ୍ଥ ସ୍ପୋର୍ଟସ କମ୍ପ୍ଲେକ୍ସ ପରିସରରେ ଥିବା ଆମେଚର ତାଇକୋଣ୍ଡୋ ଆସୋସିଏସନ ଓ ଢେଙ୍କାନାଳ ସ୍କେଟିଂ ଆସୋସିଏସନର ପ୍ରଶିକ୍ଷଣକେନ୍ଦ୍ରଠାରେ ଜିଲ୍ଲାର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ଗୁରୁଦେବଜୀ ଗୁରୁକୁଳ ପକ୍ଷରୁ ବିଶ୍ଵ ମାତୃଦିବସ ପାଳନ
Read More...

ମା’–ଏକ ଦୈବି ଆଶୀର୍ବାଦ (ବିଶ୍ଵ ମା’ ଦିବସ ଉପଲକ୍ଷେ )

ମା ବେଳେ ବେଳେ ମୋ ଅଗନ୍ୟ ଅଭିଯୋଗ କୁ ଝେଳି,ସେ ଅପେକ୍ଷା କରିଥିଲେ ମୋ ନିମିତ୍ତେ ସୁଖ ଗେଳି।ତା'ର ଅଖି ଅନ୍ଧାର ହେଲେ ମୋ ଦିଗରେ ଦେଖି,ମୁଁ ଅନ୍ଧା ଭାବେ ଚାଲିଲି ତା' ମନକୁ ହେଲା ଦୁଃଖି।– ଗଙ୍ଗାଧର ମେହେର ମା' – ଏହି ଶବ୍ଦଟି ମାନବ ଜୀବନର ଏମିତି ଏକ ଅଦ୍ୱିତୀୟ ଶବ୍ଦ, ଯାହାରେ ଥାଏ
Read More...

ନାରୀ ଶକ୍ତିର ଅଦମ୍ୟ ଗାଥା – ବୀରାଙ୍ଗନା କର୍ଣ୍ଣେଲ ସୋଫିଆ ଏବଂ ୱିଙ୍ଗ କମାଣ୍ଡର ଭୋମିକା ସିଂ !

ଯେଉଁ ସମୟରେ ନାରୀ ମାନଙ୍କୁ ମାତ୍ର ଘର ଓ ପରିବାର ପରିସରରେ ରଖିବାକୁ ଚେଷ୍ଟା ହେଉଥିଲା, ସେଠି ଭାରତର ଦୁଇ ଶୂରବୀରା – କର୍ନୈଲ ସୋଫିଆ କୁରୈଶି ଓ ୱିଙ୍ଗ କମାଣ୍ଡର ଭୋମିକା ସିଂହ, ନାରୀ ଶକ୍ତି ଓ ଦେଶପ୍ରେମର ନୂଆ ପରିଭାଷା ଲେଖିଦେଲେ। ଅପରେଶନ ସିନ୍ଦୁର ଭିତରେ କର୍ନୈଲ ସୋଫିଆ ଙ୍କ ଦୃଢ଼
Read More...

ମା’ ବୁଢୀ ଠାକୁରାଣୀଙ୍କ ଚଣ୍ଡୀଯଜ୍ଞ ଓ ଶନିଶ୍ଚର ଯଜ୍ଞ ପାଇଁ କଳସଯାତ୍ରା !

ଢେଙ୍କାନାଳ : ଢେଙ୍କାନାଳ ସହର ଜୁବୁଲିଟାଉନ୍‌ସ୍ଥିତ ମା' ବୁଢୀ ଦେବୀଙ୍କର ବିଜୟସ୍ଥଳୀରେ ମା\' ବୁଢୀଦେବୀଙ୍କଚଣ୍ଡୀଯଜ୍ଞ ସହିତ ଶନିଶ୍ଚର ମହାଗ୍ରହ ଯଜ୍ଞର କଳସଯାତ୍ରା ସ୍ଥାନୀୟ ଗୋଡି ପୋଖରୀ ଠାରୁ ପୂଜାର୍ଚ୍ଚନା କରାଯାଇ ୧୨୦ରୁଉର୍ଦ୍ଧ୍ୱ ମହିଳା ଓ ପୁରୁଷମାନେ ସହର ପରିକ୍ରମା କରି ପୀଠରେ
Read More...

ବଡ଼ଯୋର ପ୍ରକଳ୍ପକୁ ଅର୍ଥ ମଞ୍ଜୁରୀ !

ଢେଙ୍କାନାଳ: ହିନ୍ଦୋଳ ବିଜେପି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ହିନ୍ଦୋଳ ଉପଖଣ୍ତ ସାତମାଇଲ ସ୍ଥିତ ଜଳସେଚନ ଡାକବଙ୍ଗଳା ଠାରେ ଶୁକ୍ରବାର ଅପରାହ୍ନରେ ହିନ୍ଦୋଳ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଉକ୍ତ ସମ୍ମିଳନୀରେ ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ରନାରାୟଣ ପାଣି ,
Read More...

ଜିଲ୍ଲା ଜୁନିୟର ରେଡ୍‌କ୍ରସ୍ ପକ୍ଷରୁ ବିଶ୍ୱ ରେଡ୍‌କ୍ରସ୍ ଦିବସ ପାଳନ !

ଢେଙ୍କାନାଳ : ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସଭା ଗୃହରେ ଜୁନିୟର ରେଡ୍‌କ୍ରସ୍‌ର ସ୍ୱେଚ୍ଛାସେବୀ ଓ ପରାମର୍ଶଦାତା ମାନଙ୍କୁ ନେଇ ବିଶ୍ୱ ରେଡ୍‌କ୍ରସ୍ ଦିବସ ମହାସମାରୋହରେ ପାଳନ କରାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତିଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ
Read More...

ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ କୃତୀମାନଙ୍କୁ ସମ୍ମାନୀତ କରାଯିବ !

ଢେଙ୍କାନାଳ : ଅଗ୍ରଣୀ ଅନୁଷ୍ଠାନ ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ମାଟ୍ରିକ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଏ-୧ ଛାତ୍ରଛାତ୍ରୀଙ୍କୁ ଚଳିତ ମାସ ୧୮ ତାରିଖ ଦିନ ସମ୍ମାନୀତ କରାଯିବ ବୋଲି ଆଜି ଅନୁଷ୍ଠିତ ବୈଠକରେ ନିଷ୍ପତି ନିଆଯାଇଛି । ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁସ୍ଥାନୀୟ
Read More...

ପୋଖରୀ ସୁରକ୍ଷା ସମିତିର ଜରୁରୀ ବୈଠକ : ମଇ ୧୩ ସାମୁହିକ ଗଣ !

ଢେଙ୍କାନାଳ : ଭାଗୀରଥୀ ସାଗର ସୁରକ୍ଷା ସମିତିର ଏକ ଜରୁରୀ ବୈଠକ ଅପରାହ୍ନରେ ସଭାପତି ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସୂଚନା ଥାଉକି ଭାଗିରଥି ସାଗର ଭିତରେ ଦ୍ୱିତୀୟ ହୁଡ଼ା କରି ପଙ୍କ ମାଟି ଜମାଇ ୩୦ ରୁ ୭୦ ଫୁଟ ନ ପୋତିବା ପାଇଁ ଜିଲ୍ଲାପାଳଙ୍କୁ
Read More...

ଶ୍ରମିକ ଦିବସ – ଘାମରେ ଲିଖା ଗୌରବଗାଥା !

୧ ମଇ – ଏହି ତାରିଖଟି ଯେଉଁଠି ପହଁଚିଲେ, ହୃଦୟ ଏକ ଅଦୃଶ୍ୟ କ୍ଷୁଦ୍ର ଅଭିନନ୍ଦନର ସୁନାଧ ଶୁଣିଥାଏ,ଏହି ଦିନଟି ହେଉଛି ଶ୍ରମିକଙ୍କ ପାଇଁ, ଏହି ଦିନ ହେଉଛି ଘାମ ଓ ଘାଉର ସମ୍ମିଳିତ ଗାଥାକୁ ସ୍ମରଣ କରିବାର ଦିନ। ଆଜି ବିଶ୍ୱ ମାନବ ସମାଜ ଯେଉଁଠି ଉନ୍ନତି ଓ ବିକାଶର ମାନଚିତ୍ର ଅଙ୍କନ କରୁଛି,
Read More...

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅନୁଷ୍ଠିତ !

ଢ଼େଙ୍କାନାଳ: ପୁରୁଣା ଜିଲ୍ଲା ପରିଷଦ ସଭାଗୃହ, ଢେଙ୍କନାଳ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ରୁଦ୍ର ନାରାୟଣ ପାଣି, ଢେଙ୍କାନାଳ, ଅର୍ଚନା ପୁହାଣ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଢେଙ୍କାନାଳ,
Read More...