ଭାରତୀୟ ଯୋଗ ସଂସ୍ଥାନର ୬ଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଟିତ !

ଢେଙ୍କାନାଳ : ଭାରତୀୟ ଯୋଗ ସଂସ୍ଥାନର ୬ଷ୍ଠ ବାର୍ଷିକ ଉତ୍ସବ ଓ ୫୬ତମ ସ୍ଥାପନ ଦିବସ ଢେଙ୍କାନାଳ ଲେଖକ ସଂସଦ ଠାରେ ପାଳିତ ହୋଇଯାଇଛି । ଉକ୍ତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁରେଶ ମହାପାତ୍ର ଯୋଗଦେଇ ପ୍ରାନ୍ତ ସଂଗଠନ ମନ୍ତ୍ରୀ ଅକ୍ଷୟ ଜୀ ସଭାପତି ବସନ୍ତ କୁମାର ପଟ୍ଟନାୟକ,
Read More...

ଭୁବନ; ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ:୧୦୫ ୟୁନିଟ ରକ୍ତ ସଂଗ୍ରହ !

ଢ଼େଙ୍କାନାଳ : ଓଡ଼ିଶାର ପ୍ରବାଦ ପୁରୁଷ ବିଜୁବାବୁଙ୍କ ତିରୋଧାନ ଦିବସ ଅବସରରେ ଆୟୋଜିତ ରକ୍ତଦାନ ଶିବିର "ଜୀବନ ବିନ୍ଦୁ" କାର୍ଯ୍ୟକ୍ରମ ସଫଳତାର ସହ ୧୦୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଯାହାକି ରେକର୍ଡ ସଂଖ୍ଯକ ହୋଇପାରିଛି । ଭୁବନ ବ୍ଲକ ଓ ଏନଏସିର ଅନେକ ଉସ୍ଛାହି ଯୁବକ, ବ୍ୟକ୍ତି,
Read More...

ଛାତ୍ର/ ଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ଆକୃଷ୍ଟ କରିବାପାଇଁ ସଚେତନତା ରଥ ଗଡିଲା !

ଢ଼େଙ୍କାନାଳ: କୋମଳମତି ଛାତ୍ର/ ଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ଆକୃଷ୍ଟ କରିବାପାଇଁ ତଥା ଉତ୍ତମ ଗୁଣବତ୍ତା ଶିକ୍ଷା, ପ୍ରାରମ୍ଭିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ପ୍ରତି ସଚେତନତା ବଢ଼ାଇବା ପାଇଁ ଆଜି ଶିକ୍ଷା ସଚେତନତା ରଥ ଓ ଏଫଏଲଏନ ରଥ ଜିଲ୍ଲାର ସମସ୍ତ ବ୍ଲକରେ ଉଦଘାଟିତ
Read More...

ଢ଼େଙ୍କାନାଳ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୨୫ତମ ଶ୍ରାଦ୍ଧ ଦିବସ ପାଳିତ !

ଢ଼େଙ୍କାନାଳ : ଜିଲ୍ଲା ବିଜେଡି ପକ୍ଷରୁ ବିଜୁବାବୁଙ୍କ ୨୫ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ବିଜୁବାବୁଙ୍କ ପୁଣ୍ୟତିଥି ଉପଲକ୍ଷେ ସକାଳେ ତିଳତର୍ପଣ, ପ୍ରଭାତଫେରି ସହ ରଥଗଡ଼ାସ୍ଥିତ ତାଙ୍କ ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥଲା। ଅପରାହ୍ନ ରେ ବାଜିଚୌକ ଠାରୁ ଦଳୀୟ
Read More...

ଭୁବନ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୨୫ତମ ଶ୍ରାଦ୍ଧ ଦିବସ ପାଳିତ !

ଢ଼େଙ୍କାନାଳ: ଓଡ଼ିଶାର ପ୍ରବାଦ ପୁରୁଷ ଶ୍ରଦ୍ଧେୟ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ଭୁବନର ପ୍ରସିଦ୍ଧ ପର୍ଯ୍ୟଟନ ଦେବପିଠ ବାବା ବୁଦ୍ଧେଶ୍ବର ଙ୍କ ପୀଠରେ ପୂଜାବିଧି ଅନୁଯାୟୀ ତିଳତର୍ପଣ କାର୍ଯ୍ୟକ୍ରମ ସମ୍ପର୍ଣ ହୋଇଛି । ଏହି କାର୍ଯ୍ୟକ୍ରମ ରେ ଭୁବନ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ
Read More...

କବି ବ୍ରଜନାଥ ବଡଜେନାଙ୍କର ୨୯୨ବର୍ଷ ଜୟନ୍ତୀ ଲେଖକ ସଂସଦ ଭବନରେ ମହାସମାରୋହରେ ପାଳିତ !

ଢେଙ୍କାନାଳ : କବି ବ୍ରଜନାଥ ବଡଜେନାଙ୍କର ୨୯୨ବର୍ଷ ଜୟନ୍ତୀ ଲେଖକ ସଂସଦ ଭବନରେ ମହାସମାରୋହରେ ପାଳିତ ହୋଇଥିଲା । ପ୍ରଥମ ଅଧିବେଶନରେ ଉପସଭାପତି ସାରଙ୍ଗଧର ମିଶ୍ରଙ୍କ ସଭାପତିତ୍ୱ ଓ ଅଞ୍ଜନା ମିଶ୍ର ଓ ଉପମା ସାମଲଙ୍କର ସଂଯୋଜନାରେ ଏକ ମନୋଜ୍ଞ କବିତା ଆସର ଅନୁଷ୍ଠିତ ହୋଇଥିଲା । ସେଥିରେ
Read More...

ରାଜ୍ୟସ୍ତରୀୟ ବ୍ରଜନାଥ ବଡଜେନା ଜୟନ୍ତୀ !

ଢେଙ୍କାନାଳ : ଓଡିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସମରକବି ବ୍ରଜନାଥ ବଡଜେନାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଅଛି । ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ ତଥା ରାଜପ୍ରାସାଦ ନିକଟସ୍ଥ ଶିଶୁ ଉଦ୍ୟାନରେ ଅବସ୍ଥାପିତ କବିଙ୍କ
Read More...

ମୋର ରାଜନୈତିକ ଆଦର୍ଶ ପୂଜ୍ୟ ବିଜୁ ବାବୁ ଙ୍କ ସ୍ମୃତିରେ ……..…..

ସ୍ବର୍ଗତଃ ବିଜୁ ପଟ୍ଟନାୟକ ଙ୍କ ପୁଣ୍ୟ ତିଥିରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ! ପୂର୍ବତନ ବିଧାୟକ ନବୀନ ନନ୍ଦ ଢ଼େଙ୍କାନାଳ ଆଜିର ରାଜନୀତି ରେ ବିଜୁ ବାବୁ ଙ୍କ ନୀତି, ଆଦର୍ଶ ,ଓ ମୂଲ୍ୟବୋଧ ର ପ୍ରାସଙ୍ଗିକତା ନାହିଁ କହିଲେ ଚଳେ ଏ କଥା ଯିଏ ବିଜୁ ବାବୁ ଙ୍କ ସଂଗେ ପ୍ରତ୍ୟକ୍ଷ
Read More...

ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ବ୍ରଜନାଥ ବଡଜେନାଙ୍କ ଜୟନ୍ତୀ ପାଳିତ !

ଢେଙ୍କାନାଳ : ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ସମର କବି ବ୍ରଜନାଥ ବଡଜେନାଙ୍କ ଜନ୍ମଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଦୁଇଟି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଢେଙ୍କାନାଳ ସାଂସଦ ମହେଶ ସାହୁ ସ୍ଥାନୀୟ ବି.ବି. ହାଇସ୍କୁଲ
Read More...