କଂଗ୍ରେସ ନେତା ବିବାଦୀୟ ମନ୍ତବ୍ୟ ପ୍ରତିବାଦରେ ପରଜଙ୍ଗ ଭାଜପା ଯୁବ ମୋର୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ !

ଢ଼େଙ୍କାନାଳ : ଏନ୍‌ଡିଏ ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁମୁର୍ଙ୍କୁ ଆକ୍ଷେପ କରି କଂଗ୍ରେସ ନେତା ଅଜୟ କୁମାର ଦେଇଥବା ବିବାଦୀୟ ମନ୍ତବ୍ୟ ପ୍ରତିବାଦରେ ପରଜଙ୍ଗ ଭାଜପା ଯୁବ ମୋର୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଦଳୀୟ କର୍ମୀଙ୍କ ପକ୍ଷରୁ କଂଗ୍ରେସ
Read More...

ରିମଝିମ କମ୍ପାନୀ ଏବଂ ବିଆରଜି କମ୍ପାନୀ ଲିକ୍ବିଡେଟରଙ୍କର ଠକାମି ବିରୋଧରେ ଶ୍ରମିକମାନେ କମ୍ପାନୀ ଫାଟକ ଆଗରେ ଦେଲେ…

ମୃତ ଶ୍ରମିକ ଟି. ସିଲବମଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଏବଂ ଜଣକୁ ସ୍ଥାୟୀ ନିଯୁକ୍ତି ଦେବା ନ ଯାଏ ଆନ୍ଦୋଳନ ଚାଲୁରହିବ। ଢ଼େଙ୍କାନାଳ: କୁରୁଣ୍ଟି ସ୍ଥିତ ରିମଝିମ କଂପାନୀ ଏବଂ ବିଆରଜି କମ୍ପାନୀ ଲିକ୍ବିଡେଟରଙ୍କର ଠକାମି ବିରୋଧରେ ଇଂଜିନିୟର ଦେବାଶିଷ ହୋତାଙ୍କ ନେତୃତ୍ବରେ ଶ୍ରମିକମାନେ
Read More...

କଂଗ୍ରେସ ମୁଖପାତ୍ର ମନ୍ତବ୍ୟକୁ ଭାଜପା ପକ୍ଷରୁ ତୀବ୍ର ନିନ୍ଦା ସହ ବିକ୍ଷୋଭ ପ୍ରଦର୍ଶନ !

ଢ଼େଙ୍କାନାଳ : ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀମୁର୍ମୁଙ୍କ ଉପରେ କଂଗ୍ରେସ ମୁଖପାତ୍ର ଅଜୟ କୁମାର ଦେଇଥିବା ମନ୍ତବ୍ୟକୁ ଭାଜପା ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଏହାର ପ୍ରତିବାଦରେ ଅପରାହ୍ନରେ ଢେଙ୍କାନାଳ ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ସହରସ୍ଥିତ ଗୋପବନ୍ଧୁ ଟାଉନହଲ୍‌
Read More...

ମହିଳାଗୋଷ୍ଠୀ ପରିବର୍ତ୍ତେ ସମବାୟ ସମିତି ମାଧ୍ୟମରେ ଧାନମଣ୍ଡି ,ସଠିକ ପଞ୍ଜିକରଣ ଦାବୀ !

ଢେଙ୍କାନାଳ  :  ସେବା ସମବାୟ ସମିତି ମାଧ୍ୟମରେ ଧାନମଣ୍ଡି ଏବଂ ଚାଷୀମାନଙ୍କର ସଠିକ ପଞ୍ଜକରଣ ରିବା ପାଇଁ କନ୍ତିଓ ପୁଟସାହି ଗ୍ରାମ ପଂଚାୟତରେ ଚାଷୀମାନେ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବୀପତ୍‌୍ର ପ୍ରଦାନ କରିଛନ୍ତି । ଗତ ବର୍ଷ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କ ଅସାବଧାନତା,
Read More...

ଆର୍ଟ ଅଫ୍ ଲିଭିଂ ପକ୍ଷରୁ ଗୁରୁପୂର୍ଣ୍ଣିମା ଉତ୍ସବ !

ଢେଙ୍କାନାଳ : ଆର୍ଟ ଅଫ୍ ଲିଭିଂ ପକ୍ଷରୁ ଗୁରୁପୂର୍ଣ୍ଣିମା ଉତ୍ସବ ସନ୍ଧ୍ୟାରେ ସ୍ଥାନିୟ ଶ୍ରୀରାମ ମଣ୍ଡପ ପରିସରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳ ସାଢେ ୬ଟା ସମୟରେ ଯୋଗ, ଧ୍ୟାନ ଓ ସୁଦର୍ଶନ କ୍ରିୟାର ଅଭ୍ୟାସ କରାଯାଇଥିଲା । ସନ୍ଧ୍ୟାରେ ସମୟରେ ଗୁରୁପୂଜନ ଉତ୍ସବ ସହିତ ଏକ
Read More...

ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ମହିମା ଯୋଗ ବିଦ୍ୟାଳୟ ଉଦଘାଟିତ !

ଢେଙ୍କାନାଳ : ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ସହରସ୍ଥିତ ପିପାର ହଲଠାରେ ଢେଙ୍କାନାଳ ଯୋଗ ସମିତି ସହଯୋଗରେ ମହିମା ଯୋଗ ୱେଲନେସ୍ ଟ୍ରଷ୍ଟ ଦ୍ୱାରା ମହିମା ଯୋଗ ବିଦ୍ୟାଳୟ ଉଦଘାଟିତ ହୋଇଯାଇଛି । ଯୋଗ ସମିତିର ସଭାପତି ପ୍ରଳୟ ଦାସଙ୍କ ଦ୍ୱାରା ବିଧିବଦ୍ଧ ଭାବେ ଉଦଘାଟିତ ହୋଇଥିଲା । ଏହି
Read More...

ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !

୭୭ ବର୍ଷ ବୟସରେ ମଧ୍ୟ ମିଳୁନି ବାର୍ଦ୍ଧକ୍ୟ ଭତ୍ତା …… ଢେଙ୍କାନାଳ : ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଖଲିବୋରେଇ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ସାର୍ତ୍ତୁକ ନାଏକ(୭୭) । ଭତ୍ତା ତାଙ୍କ ପାଇଁ ସାତସପନ ପଲଟିଛି । ଗରିବ, ଅସହାୟଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। କିନ୍ତୁ ତାହା
Read More...

ଜିଲ୍ଲାସ୍ତରୀୟ ଡେଙ୍ଗୁମାସ ପାଳନ : ଦମନ କାର୍ଯ୍ୟକ୍ରମ ଓ ମ୍ୟାଲେରିଆ ରୋଗର ନିରାକରଣ ପାଇଁ ଆନ୍ତଃ ସମନ୍ୱୟ ବୈଠକ !

ଢେଙ୍କାନାଳ : ଜିଲ୍ଲାସ୍ତରୀୟ ଡେଙ୍ଗୁ ମାସ ପାଳନ, ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ (ଦମନ)କାର୍ଯ୍ୟକ୍ରମ ଓ ମ୍ୟାଲେରିଆ ରୋଗର ନିରାକରଣ ପାଇଁ ଅନ୍ତଃ ସମନ୍ୱୟ ବୈଠକ ଜିଲ୍ଲା ସଦଭାବନ ସଭାଗୃହରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ
Read More...

“ଆମ ପ୍ରତିଭା ଆମ ସମ୍ମାନ ” ପକ୍ଷରୁ ଚଳିତ ମାଟ୍ରିକ୍ ପରୀକ୍ଷାରେ ଏ-୧ ଗ୍ରେଡ୍ ପାଇଥିବା…

ଢେଙ୍କାନାଳ : ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟରୁ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଏ-୧ ଗ୍ରେଡ୍‌ରେ ଉତୀର୍ଣ୍ଣ ହୋଇଥିବା ୧୭୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ "ଆମ ପ୍ରତିଭା ଆମ ସମ୍ମାନ " ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ।କରାଯାଇଅଛି ଉକ୍ତ କାର୍ଯ୍ୟକ୍ରମ ହିନ୍ଦୋଳ
Read More...

ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !

କୋମଳ ବୟସରେ ପରିବାର ବୋଝ , ଜଳଖିଆ ବିକ୍ରି କରି ମେଣ୍ଟାଉଛନ୍ତି ପରିବାର … ଢ଼େଙ୍କାନାଳ : ହାତରେ କଲମ ଧରି ପାଠ ପଢିବା ବୟସରେ କାନ୍ଧରେ ପରିବାର ବୋଝ I ନିଜର ସୁନେଲି ଭବିଷ୍ୟତ ଗଢିବା ସୁନ୍ଦର ସୁସ୍ଥ ଜୀବନ ବଞ୍ଚିବାର ସ୍ୱପ୍ନ ଆଗରେ ବାଧକ ସାଜିଛି ଦାରିଦ୍ର୍ଯତା, ପରିବାର ର ଅସହାୟ
Read More...