ଭାରତୀୟ ଜନ ସଞ୍ଚାର ସଂସ୍ଥାନ( ଆଇ.ଆଇ.ଏମ.ସି.) ପକ୍ଷରୁ ଦୁଇଦିନିଆ କାର୍ଟୁନ କର୍ମଶାଳା ଆରମ୍ଭ !

ଢେଙ୍କାନାଳ : ଖବରକାଗଜରେ କାର୍ଟୁନ ବା ବ୍ୟଙ୍ଗଚିତ୍ର କମ ସ୍ଥାନ ନିଏ । ହେଲେ କହିଦିଏ ଅନେକ କଥା । ଗୁରୁତ୍ୱପୂର୍ଣ୍ଣ ଘଟଣା ଓ ପ୍ରସଙ୍ଗର ଆଲୋଚନା କରେ, ସମାଲୋଚନା କରେ ଆଉ ବିଶ୍ଳେଷଣ ପାଇଁ ଖୋରାକ ଯୋଗାଏ । ଆଜିକାଲି ଟେଲିଭିଜନ ଏବଂ ୱେବ ପ୍ଲାଟଫର୍ମରେ ମଧ୍ୟ କାର୍ଟୁନର ବେଶ ଲୋକପ୍ରିୟତା
Read More...

ପୌରାଞ୍ଚଳର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଉପରେ ସମନ୍ୱୟ ବୈଠକ !

ଢେଙ୍କାନାଳ : ଢେଙ୍କାନାଳ ପୌରାଞ୍ଚଳରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଏକ ବୈଠକ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୧୪ ଗୋଟି ଉନ୍ନତିମୁଳକ କାର୍ଯ୍ୟ ସମ୍ପର୍କରେ ବିଷଦ ଭାବେ
Read More...

କୁପ୍ରଥାର ଶିକାର ହୋଇ ଅର୍ଥ ଦଣ୍ଡ ରେ ଦଣ୍ଡିତ : ନିଆଁପାଣି ବାସନ୍ଦ ଅଭିଯୋଗ !

ଢେଙ୍କାନାଳ : ସ୍ୱାଧୀନତାର ଅନେକ ବର୍ଷପରେ ଓଡିଶାରେ ନିଆଁପାଣି ବନ୍ଦ କରିବା ବା ବାସନ୍ଦ କରିବା ପରି କୁପ୍ରଥା ଦୂର ହୋଇପାରିନାହିଁ । ଆଇନ ଆଖିରେ କୌଣସି ବି ବ୍ୟକ୍ତି ବା ପରିବାରକୁ ଗାଁରୁ ବାସନ୍ଦ କରିବା ଏକ ଗର୍ହିତ ଅପରାଧ । ତଥାପି ଏପରି ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । କିଛି
Read More...

ଜିଲ୍ଲା ସ୍ୱାସ୍ଥ୍ୟ ସମିତି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ!

ଢେଙ୍କାନାଳ : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଢେଙ୍କାନାଳ ଆନୁକୁଲ୍ୟରେ ସ୍ଥାନୀୟ ସଦଭାବନା ଗୃହ ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୋ ସରକାର ଅଧିନରେ କିଭଳି ଜିଲ୍ଲା ସ୍ୱାସ୍ଥ୍ୟ ଅନୁଷ୍ଠାନ
Read More...

ହେଲ୍ପିଙ୍ଗ୍ ହାଣ୍ଡ୍ସ୍ ସୋଶିଓ ଷ୍ପେସିଫିକ୍ ଯୁବଅନୁଷ୍ଠାନର କ୍ଲାଇମେଟ୍ ଚେଞ୍ଜ୍ ଓ ପ୍ଲାଷ୍ଟିକ୍‌ର ବିକଳ୍ପ ଉପରେ…

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ତଥା ଓଡିଶାର ସ୍ୱର୍ଣ୍ଣ ତ୍ରିଭୁଜ କୁହାଯାଉଥିବା ପର୍ଯ୍ୟଟନସ୍ଥଳୀ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ (ଓଡିଶାର କୈଳାଶ)ଙ୍କ ପବିତ୍ର ପୀଠସ୍ଥଳୀ ହେବ ପ୍ଲାଷ୍ଟିକ ମୁକ୍ତ । ସଫାସୁତୁରା ପରିବେଶରେ ପର୍ଯ୍ୟଟକ ଦିଅଁ ଦର୍ଶନ କରିପାରିବା
Read More...

ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଙ୍କର କୃତୀତ୍ୱ !

ଢେଙ୍କାନାଳ  : ସହର ଖମାରସାହୀ ସ୍ଥିତ କେଶବ ଚନ୍ଦ୍ର ତ୍ରିପାଠୀ ଏବଂ ଦୀପ୍ତିମୟୀ ଶତପଥୀଙ୍କର ଏକମାତ୍ର କନ୍ୟା ଶତରୂପା ତ୍ରିପାଠୀ ଚଳିତ ବର୍ଷ ରାଜ୍ୟସ୍ତରୀୟ ରାଜୀବଗାନ୍ଧୀ ପ୍ରତିଭା ପୁରସ୍କାର ୨୦୨୨ରେ ସମ୍ମାନିତ ହୋଇଛନ୍ତି । ଚଳିତ ବର୍ଷ ଓଡିଶୀ ନୃତ୍ୟ ପାଇଁ ଏହି ସମ୍ମାନ ତାଙ୍କୁ
Read More...

ସହରାଞ୍ଚଳରେ ଉତ୍କଟ ହେଉଛି ପାନୀୟଜଳ ଓ ପରିମଳ ସମସ୍ୟା : ବଢୁଛି ଜନ ଅସନ୍ତୋଷ !

ଢ଼େଙ୍କାନାଳ: ରାଜ୍ୟର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ । ଯାହା ଢେଙ୍କାନାଳ ଜିଲ୍ଲାର ମଧ୍ଯ ଭାଗ ତଥା ସହରର ଅବବାହିକାରେ ଦେଇ ପ୍ରବାହିତ । । କିନ୍ତୁ ଅବିଶ୍ବାସ ମନେ ହେଉଥିଲେ ସୁଦ୍ଧା ଏହା ସତ୍ଯ ଯେ ସହରର ଜନସାଧାରଣ ଏବେ ମଧ୍ଯ ଉତ୍କଟ ପାନୀୟଜଳ ର ସମସ୍ୟାରେ ଜର୍ଜରିତ ।
Read More...

ସ୍ବର୍ଗତ ସମ୍ବିତ ନନ୍ଦଙ୍କ ପ୍ରଥମ ଶ୍ରାଦ୍ଧ ଦିବସରେ ମାଗଣା ସ୍ବାସ୍ଥ୍ଯସେବା ସହ ଆମ୍ବୁଲାନ୍ସ ଲୋକର୍ପିତ !

ଢେଙ୍କାନାଳ : ଦେଓଗାଁ ସ୍ବାସ୍ଥ୍ଯକେନ୍ଦ୍ର ପରିସରରେ ସ୍ବର୍ଗତ ସମ୍ବିତ ନନ୍ଦଙ୍କ ପ୍ରଥମ ଶ୍ରାଦ୍ଧ ଦିବସରେ ସମ୍ବିତ ନନ୍ଦ ମେମୋରିଆଲ ଫାଉଣ୍ଡେସନ ପକ୍ଷରୁ ମାଗଣା ସ୍ବାସ୍ଥ୍ଯସେବା ସହ ଆମ୍ବୁଲାନ୍ସ ଲୋକର୍ପିତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅମରେନ୍ଦ୍ର ମଲ୍ଲଙ୍କ ତତ୍ବାବଧାନରେ
Read More...

“ଯୁବଶକ୍ତି” ପକ୍ଷରୁ ଆମ ମନ୍ଦିର ମାଳିନୀ ଆମ ପରିବେଶ ସ୍ୱଚ୍ଛ ସୁନ୍ଦର ଅଭିଯାନ !

ଢ଼େଙ୍କାନାଳ: "ଯୁବଶକ୍ତି" ସମର୍ପିତ ଓଡିଶା ପକ୍ଷରୁ ଆମ ମନ୍ଦିର ମାଳିନୀ ଆମ ପରିବେଶ କୁ ସ୍ୱଚ୍ଛ ସୁନ୍ଦର ରଖିବା ପାଇଁ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ବାରିହାପୁର ଶିବ ମନ୍ଦିର ଏବଂ ଚତୁଃପାଶ୍ୱର୍ରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ
Read More...