Browsing Category

ଢେଙ୍କାନାଳ

ବିଦ୍ୟୁତ୍ ତାର‌ ସଂସ୍ପର୍ଶରେ ଆସି ଦନ୍ତାହାତୀ ର ମୃତ୍ୟୁ : ମଣିଷ ଓ ହାତୀ ଙ୍କୁ ସୁରକ୍ଷା ଦେବାରେ ବିଫଳ ହିନ୍ଦୋଳ…

ଢ଼େଙ୍କାନାଳ: ହାତୀ ଓ ମଣିଷ ଲଢେ଼ଇ ଭିତରେ କେତେବେଳେ ହାତୀ ର ଜୀବନ ଯାଉଛି ତ କେତେବେଳେ ମଣିଷ ର। ବାରମ୍ବାର ନୀରିହ ଲୋକ ଙ୍କ ର ଏବଂ ହାତୀ ର ମୃତ୍ୟୁ ଘଟୁଥିଲେ ମଧ୍ୟ ବନବିଭାଗ ବେଫିକର୍। ସୂଚନା ଅନୁଯାୟୀ ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ କନ୍ତକୁଳୁ କେନାଲ ନିକଟରେ ଜନ୍ତୁ ଶିକାର ଉଦ୍ଦେଶ୍ୟରେ
Read More...

ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ :ଢେଙ୍କାନାଳ ଜିଲ୍ଲାର ୩ ହଜାର ୫୩ଟି ପ୍ରକଳ୍ପ ପାଇଁ ମିଳିଲା ୧୦୬ କୋଟି…

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ଜିଲ୍ଲାର ୮ଟି ବ୍ଲକରେ ସମସ୍ତ ୨୧୨ଟି ପଞ୍ଚାୟତରେ ୩ ହଜାର ୫୩ଟି ପ୍ରକଳ୍ପ ପାଇଁ ପ୍ରତି ପଞ୍ଚାୟତରେ ୫୦ ଲକ୍ଷ ଲେଖାଏଁ ମୋଟ ୧୦୬ କୋଟି ଟଙ୍କାର ଅନୁଦାନ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ
Read More...

“ମୋ ଗାଁ ମୋ ସମ୍ମାନ” ଅଭିଯାନ ମାଧ୍ୟମ ରେ ଜନମଙ୍ଗଳ ରାସୋଳ ସଂଗଠନ ତରଫରୁ ସ୍ଵେଛାକୃତ ରକ୍ତଦାନ ଶିଵିର :…

ଢ଼େଙ୍କାନାଳ : "ମୋ ଗାଁ ମୋ ସମ୍ମାନ" ଅଭିଯାନ ମାଧ୍ୟମ ରେ ଜନମଙ୍ଗଳ ରାସୋଳ ସଂଗଠନ ତରଫରୁ ସ୍ଵେଛାକୃତ ରକ୍ତଦାନ ଶିଵିର ଅନୁଷ୍ଠିତ ହୋଇଯାଇଛି ।ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ(ଜନ ମଙ୍ଗଳ), ରାସୋଳ,ହିନ୍ଦୋଳ କଲ୍ୟାଣ ସଂଗଠନ (ଭୁଵନେଶ୍ଵର),ମହାଲକ୍ଷ୍ମୀ ଵାଣିଜ୍ୟ ସଂଘ(ରାସୋଳ) ର ମିଳିତ
Read More...

ଭୁବନ ରେ ଗଜଲକ୍ଷ୍ମୀ ଙ୍କ ଭସାଣି : ଅଘୋରୀ ନୃତ୍ୟ ସାଙ୍ଗକୁ ବାଘ ନୃତ୍ୟ ମନ ମୋହିଲା !

ଢ଼େଙ୍କାନାଳ - ଭୁବନ ରେ ଗତ ୨୮ ତାରିଖ ଶନିବାର ଠାରୁ ବିଭିନ୍ନ ପୂଜା ପ୍ରତିଷ୍ଠାନ ରେ ଜଗଜ୍ଜନନୀ ମା ଲକ୍ଷ୍ମୀ ଙ୍କ ପୂଜା ହେଉଥିବା ବେଳେ ଗତ କାଲି ଠାରୁ ପର୍ଯ୍ୟାୟ କ୍ରମେ ମା ଲକ୍ଷ୍ମୀ ଙ୍କ ଭସାଣି ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗତକାଲି ରବିବାର ସର୍ବ ପ୍ରଥମେ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ
Read More...

ସପ୍ତଶଯ୍ୟା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରରେ ଜିଲ୍ଲାସ୍ତରୀୟ କଳା ଉତ୍ସବ -୨୦୨୩ ଅନୁଷ୍ଠିତ !

ଢେଙ୍କାନାଳ : ସ୍ଥାନୀୟ ସପ୍ତଶଯ୍ୟା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରରେ ଥିବା ସଭାଗୃହରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଢେଙ୍କାନାଳ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତିଙ୍କ ସଫଳ ନିର୍ଦ୍ଦେଶନାରେ ,ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ସସ୍ମିତା ସାହୁ,ପ୍ରଧାନ
Read More...

ଭୁବନ ବୁଦ୍ଧେଶ୍ୱର ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ:୨୭ ରୁ ୨୯ ମହୋତ୍ସବ ,୨୫ ରୁ ପଲ୍ଲୀଶ୍ରୀ ମେଳା !

ଢେ଼ଙ୍କାନାଳ : ଭୁବନ ରେ ପ୍ରଥମ ଥର ପାଇଁ ସରକାରୀ ସ୍ତରରେ ବୁଦ୍ଧେଶ୍ୱର ମହୋତ୍ସବ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି । ଏଥି ନିମନ୍ତେ ଆଜି ଶୁକ୍ରବାର ଅପରାହ୍ନ ରେ ବୁଦ୍ଧେଶ୍ୱର ମନ୍ଦିର ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ ମନ୍ଦିର
Read More...

ଗଛରେ ପିଟି ହେଲା ଯାତ୍ରୀବାହୀ ବସ୍ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ !

ଢ଼େଙ୍କାନାଳ : ହିନ୍ଦୋଳ ଉପଖଣ୍ଡ ସାତମାଇଲ୍ ନିକଟସ୍ଥ ବାଘଧରିଆ ସ୍ଥିତ ଜମ୍ବୁ ଖଲ ଠାରେ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଚକାଡ଼ୋଳା ନାମକ ଏକ ଯାତ୍ରୀବାହୀ ବସ୍ ଅପରପାର୍ଶ୍ବରୁ ଆସୁଥିବା ଏକ ଆଇଚର ଗାଡ଼ିକୁ ରକ୍ଷା କରିବାକୁ ଯାଇ ଗଛରେ ପିଟି ହୋଇଯାଇଥିବା ଜଣାପଡ଼ିଛି। ବସ୍ ରେ ବସିଥିବା ଯାତ୍ରୀ
Read More...

ଦାଦନ ଖଟିବାକୁ ଯାଇ ବାଙ୍ଗାଲୋରରେ ଶ୍ରମିକଙ୍କ ମୃତ୍ୟୁ !

ଢ଼େଙ୍କାନାଳ : ହିନ୍ଦୋଳ ଉପଖଣ୍ଡ ବାଉଁଶ ପୋଖରୀ ପଂଚାୟତ ଅନ୍ତର୍ଗତ କର୍ଣ୍ଣପୁର ଗ୍ରାମର ଜନୈକ ଯୁବକ ବାଙ୍ଗାଲୋର କୁ ଦାଦନ ଖଟିବାକୁ ଯାଇ ସେଠାରେ ମୃତ୍ୟୁ ବରଣ କରିଥିବାର ଜଣାପଡ଼ିଛି ।  ଯାହା ଫଳରେ ସ୍ଥାନୀୟ ଅଂଚଳରେ ଶୋକର ଲହରୀ ଖେଳିଯାଇଛି। ସୂଚନା ଅନୁଯାୟୀ କର୍ଣ୍ଣପୁର ଗ୍ରାମର ପ୍ରହ୍ଲାଦ
Read More...

ଭୁବନ ବାକ୍ ପ୍ରଶିକ୍ଷଣ ଓ ଦକ୍ଷତା ଭିତ୍ତିକ ତାଲିମ ଶିବିର ଉଦଯାପିତ !

ଢ଼େଙ୍କାନାଳ : ସମଗ୍ର ଶିକ୍ଷା ଅଭିଯାନ ର ଅନ୍ତର୍ନୀବେଶୀ ଶିକ୍ଷା ସାଧନ କେନ୍ଦ୍ର ,ଭୁବନ ଥେରାପି ସେଣ୍ଟର ଠାରେ ଶ୍ରବଣ ବାଧିତ ଓ କଥନ ବାଧିତ ପିଲା ମାନଙ୍କୁ ବାକ ପ୍ରଶିକ୍ଷଣ ଓ ଦକ୍ଷତା ଭିତ୍ତିକ ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଗତ ବୁଧବାର ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ତାଲିମ
Read More...

ଭୁବନ ରେ ମା’ ଲକ୍ଷ୍ମୀ ଙ୍କ ବଦପୂଜା ଅନୁଷ୍ଠିତ : ୫ ହଜାର ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଭକ୍ତ ସାମୁହିକ ପ୍ରସାଦ…

ଢ଼େଙ୍କାନାଳ : ଜଗଜ୍ଜନନୀ , ଧନଦାତ୍ରି,ଅନ୍ନପୂର୍ଣ୍ଣା ମା ' ଲକ୍ଷ୍ମୀ ଙ୍କ ଆବାହନ ପାଇଁ ସମଗ୍ର ଭୁବନ ଉତ୍ସବ ମୁଖର ହୋଇ ପଡ଼ିଛି । ଚଳିତ ବର୍ଷ ମଉଡମଣି ପୂଜା ପ୍ରତିଷ୍ଠାନ ବଡ଼ହାଟ ସମେତ ଅରାସାହି,ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ,ନୂଆ ବଜାର,ବଉଳ ଛକ ,ଲତାବିଲ ( ଟୋଲଙ୍କ
Read More...