Browsing Category

ଢେଙ୍କାନାଳ

ଭୁବନ ରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଳନ !

ଢ଼େଙ୍କାନାଳ - ଭୁବନ ପଞ୍ଚାୟତ ସମିତି ଓ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ଓ ବିଡ଼ିଓ କଲ୍ୟାଣ ସୌରଭ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏଲଇଡି
Read More...

ଭୁବନ ମଠକରଗୋଳା ମହାବିଦ୍ୟାଳୟ ରେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ !

ଢ଼େଙ୍କାନାଳ- ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟ ରେ ନୁଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଆନୁକୁଲ୍ୟରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ମହାବିଦ୍ୟାଳୟ ଅଧ୍ୟକ୍ଷ ଚିତ୍ତ ରଞ୍ଜନ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ପାରିମାଳ ମହାବିଦ୍ୟାଳୟ ର
Read More...

ଭୁବନ ମହିଳା ମହାବିଦ୍ୟାଳୟ ରେ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆଲୋଚନା ଚକ୍ର : ଜଗନ୍ନାଥ ବିଶ୍ଵ ନିୟନ୍ତା,ସର୍ବ ଧର୍ମ…

ଢ଼େଙ୍କାନାଳ : ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ନୁଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଆନୁକୁଲ୍ୟରେ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ବ ଏବଂ ଅଧ୍ୟାପକ ନିରଞ୍ଜନ ନାୟକ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି
Read More...

କାଙ୍କଡାପାଳ ସେବା ସମବାୟ ସମିତିର ତୃତୀୟ ଧାନମଣ୍ଡି ଉଦ୍‌ଘାଟିତ !

ଢେଙ୍କାନାଳ, : ସଦର ବ୍ଲକ୍ ଅନ୍ତର୍ଗତ କାଙ୍କଡପାଳ ସେବା ସମବାୟ ସମିତିର ତୃତୀୟ ଧାନମଣ୍ଡି ଉଦ୍‌ଘାଟିତ ହୋଇଯାଇଅଛି । ସମିତିର ସଭାପତି ରମଣି ରଞ୍ଜନ ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଧାନମଣ୍ଡିରେ ୮୦୦ କ୍ୱିଂଟାଲ୍‌ଧାନ କ୍ରୟ କରାଯାଇଥିଲା । ଆଖପାଖ ଅଂଚଳର ଚାଷୀମାନେ ଏହି
Read More...

ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ ଦ୍ବାରା ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ସମ୍ପାଦିତ !

ଢ଼େଙ୍କାନାଳ : ସ୍ବେଚ୍ଛାସେବୀ ସଂଗଠନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ)ରାସୋଳ ତରଫରୁ ମୋ ଗାଁ ମୋ ସମ୍ମାନ ଅଭିଯାନ ର ପରିସର କୁ ବ୍ଯାପକ କରାଯାଇ ରାସୋଳ ଠାରୁ ପ୍ରାୟ ୯୫କିଲୋ ମିଟର ଦୂର ଢେଙ୍କାନାଳ ଜିଲ୍ଲା, କଙ୍କଡାହାଡ ବ୍ଲକ,ମରୁଆବିଲ ଗ୍ରାମ ପଞ୍ଚାୟତ ର ଦୁଇ ନମ୍ବର ୱାର୍ଡ
Read More...

ଶତାୟୁ,ବି.ବି. ହାଇସ୍କୁଲ ଢେଙ୍କାନାଳର ୧୯୭୯ ବ୍ୟାଚ୍‌ର ବନ୍ଧୁ ମିଳନ-୨୦୨୪ ଅନୁଷ୍ଠିତ !

ଢେଙ୍କାନାଳ : ଶତାୟୁ,ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ୧୯୭୯ ମାଟ୍ରିକ୍ ବ୍ୟାଚ୍‌ର ୪୫ ବର୍ଷ ପାଳନ ପୂ୍ର୍ତ୍ତି ଉପଲକ୍ଷେ ବନ୍ଧୁ ମିଳନ-୨୦୨୪ ମହାସମାରୋହରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ପ୍ରଧାନ
Read More...

ଭୁବନ ମକର ମେଳାରେ ବଣଚଣ୍ଡୀ ପୀଠରେ ୧୦ ହଜାର ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଙ୍କ ସମାଗମ !

ଢ଼େଙ୍କାନାଳ: ଭୁବନ ସହର ର ଅନତି ଦୂରରେ ଭରତି ପାହାଡ ପାଦ ଦେଶରେ ଅବସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ରାମଚଣ୍ଡୀ ( ବଣ ଚଣ୍ଡୀ ) ପୀଠରେ ପ୍ରସିଦ୍ଧ ମକର ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ପ୍ରାୟ ୧୦ ହଜାର ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଭକ୍ତ ମା ବଣ ଚଣ୍ଡୀ ଙ୍କୁ ଦର୍ଶନ କରି ଭରତୀ ପାହାଡ
Read More...

ଭୁବନ ଅବକାରୀ ବିଭାଗ ତରଫରୁ ୮ ହଜାର ଲିଟର ମହୁଲ ପୋଚ ନଷ୍ଟ ଓ ୫୦୦ ଲିଟର ଦେଶୀ ମଦ ଜବତ !

ଢ଼େଙ୍କାନାଳ: ଭୁବନ ବ୍ଲକ  ଅନ୍ତର୍ଗତ  ଚନ୍ଦାର ଓ ଅରିଲୋ ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ବେଆଇନ ମଦ ପ୍ରସ୍ତୁତକାରୀ ମାନେ ଅତ୍ୟନ୍ତ ଚତୁରତା ସହିତ ମାଟି ତଳେ ଗାତ ଖୋଳି ହାଣ୍ଡି,ପ୍ଲାଷ୍ଟିକ ଜlରକିନ ରେ ମଦ ରଖିଥିବା ବେଳେ ଅବକାରୀ କର୍ମଚାରୀ ମାନେ ମାଟି ଖୋଳି
Read More...

୧୯୯୧ ମସିହା ମାଟ୍ରିକ ବ୍ୟାଚର ନୂତନ କର୍ମକର୍ତ୍ତା ଚୟନ : ସନ୍ତୋଷ ସାହୁ ସଭାପତି, ସୁଶାନ୍ତ ପୋଥାଳ ସମ୍ପାଦକ !

ଢ଼େଙ୍କାନାଳ - ଭୁବନ ଉଚ୍ଚ ବିଦ୍ୟାଳୟ ୧୯୯୧ ମସିହା ମାଟ୍ରିକ ଵ୍ୟାଚ ର ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି। ୧୯୯୧ ବ୍ୟାଚ୍ ର ସାଥୀ ତଥା ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଆହ୍ବାନ କ୍ରମେ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ସର୍ବ
Read More...

ଭୁବନ ଏନ୍. ଏ .ସି . କାଉନସିଲ ବୈଠକ ଅନୁଷ୍ଠିତଚିନରା ପୋଖରୀ ସମେତ ୬ ଟି ପୋଖରୀ କୁ ଆଦର୍ଶ ପୋଖରୀ କରାଯିବ !

ଢ଼େଙ୍କାନାଳ - ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ର ତ୍ରୟୋଦଶ କାଉନସିଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏନ୍ ଏ ସି ସଦଭାବନା ଗୃହରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତା କରିଥିଲେ । ନିର୍ବାହୀ ଅଧିକାରୀ ଅପୂର୍ବ ରଞ୍ଜନ ଆଇଚ ପୂର୍ବ ବୈଠକ ର ବିବରଣୀ ପାଠ କରି ସର୍ବ ସମ୍ମତ କ୍ରମେ
Read More...