Browsing Category
ଓଡିଶା
ଦୋଳାରେ ବୁହା ହେଉଛନ୍ତି ରୋଗୀ — ବିକାଶରୁ ବଞ୍ଚିତ ବରଡାପାଳ ହରିଜନ ସାହି !
ଢେଙ୍କାନାଳ : ବିକାଶ ପ୍ରଶାସନ ଓ ରାଜନେତାଙ୍କ ନଜରରୁ ବଞ୍ଚିତ ହୋଇଛି ବରଡାପାଳ ହରିଜନ ସାହି। ଅବହେଳାର ଦୁର୍ଦ୍ଦଶାରେ ଏମିତି ଅବସ୍ଥା ସୃଷ୍ଟି ହୋଇଛି ଯେ, ରୋଗୀ ବା ବୃଦ୍ଧଙ୍କୁ ଡାକ୍ତରଖାନାକୁ ନେବା ପାଇଁ ଦୋଳାରେ ବୁହି ନେବାକୁ ପଡ଼ୁଛି।
ହିନ୍ଦୋଳ ବ୍ଲକର ବାଉଁଶପୋଖରୀ ପଞ୍ଚାୟତରେ!-->!-->!-->…
Read More...
Read More...
ଢେଙ୍କାନାଳ ବନବିଭାଗର ଅବ୍ୟବସ୍ଥା — ମଣିଷ ନା ହାତୀ, କାହାକୁ ସୁରକ୍ଷା ?
ଢେଙ୍କାନାଳ: ଢେଙ୍କାନାଳ ବନବିଭାଗ ନା ମଣିଷଙ୍କୁ ସୁରକ୍ଷା ଦେଇପାରୁଛି, ନା ବନ୍ୟଜନ୍ତୁଙ୍କୁ। ବିଶେଷକରି ହାତୀ ସୁରକ୍ଷାରେ ବିଭାଗ ସମ୍ପୂର୍ଣ୍ଣ ଭାବରେ ବିଫଳ ସାବିତ ହୋଇଛି। ହିନ୍ଦୋଳ ବନାଞ୍ଚଳରେ ମଣିଷ-ହାତୀ ସଂଘର୍ଷ ଦିନକୁ ଦିନ ବଢ଼ୁଥିବା ବେଳେ ମଣିଷ ମୃତ୍ୟୁ ସହିତ ସହିତ ହାତୀ ମୃତ୍ୟୁ!-->…
Read More...
Read More...
କପିଳାସ ର ଶ୍ରୀ ଚନ୍ଦ୍ରଶେଖର ଜିଉ ଙ୍କ ସ୍ଥାବର ସମ୍ପତି ର ରକ୍ଷଣା ବେକ୍ଷଣ ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା…
ଢେ଼ଙ୍କାନାଳ ତଥା ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ କପିଳାସ ବିଜେ ପ୍ରଭୁ ଚନ୍ଦ୍ରଶେଖର ଙ୍କ ୧୨୦୦ ଏକର ଭୁ ସମ୍ପତି ଉପରେ ପଥର ମାଫିଆ ଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି ।ଏବେ ଦୁଇ ମାସ ଧରି ଶ୍ରୀ ଜୀଉ ଙ୍କ ର ମହୁଲ ଖୋଳି ଗ୍ରାମରେ ଥିବା ୧୨୦୦ ଏକର ର ଉଜୁଡା କାଜୁ ଜଙ୍ଗଲ ରୁ ବେଧଡକ ଭାବେ ମାଙ୍କଡ଼ା!-->…
Read More...
Read More...
ଭୁବନରେ ୨୧ ଟି ମଣ୍ଡପରେ ବିରାଜିଲେ ପ୍ରଭୁ ଗଜାନନ : ଅଯୋଧ୍ୟା ରାମ ମନ୍ଦିର ମୁଖ୍ୟ ଆକର୍ଷଣ !
ଢେଙ୍କାନାଳ: ଭୁବନରେ ଦ୍ଵିତୀୟ ଦଶହରା ର ମାନ୍ୟତା ପାଇଥିବା ପ୍ରସିଦ୍ଧ ଗଣେଶ ପୂଜା ଆରମ୍ଭ ହୋଇଛି । ରୟାଲିୟିନ୍ସ କ୍ଲବ, ଟାଇଟନସ କ୍ଲବ , ଡେଭିଲ୍ କ୍ଲବ, ଏକ୍ସସାଇଟେଡ କ୍ଲବ, ରକ୍ ଗଣପତ୍ କ୍ଲବ, ଡାଇନା ମିକ କ୍ଲବ, ଗ୍ଲୋରିଅସ କ୍ଲବ,ସ୍ପର୍କ୍ଳର କ୍ଲବ, ସୂର୍ଯନ୍ସ କ୍ଲବ, ଫ୍ରେଣ୍ଡସିପ କ୍ଲବ,!-->…
Read More...
Read More...
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ସମସ୍ୟା ନେଇ ଆମ୍ ଆଦମୀ ପାର୍ଟି ମୁଖ୍ୟମନ୍ତ୍ରୀଙ୍କୁ ୯ ଦଫା ଦାବିପତ୍ର !
ଢେଙ୍କାନାଳ: ଜିଲ୍ଲା ଚିକିତ୍ସାଳୟରେ ଆବଶ୍ୟକ ମୁତାବକ ଡାକ୍ତର ଓ କର୍ମଚାରୀ ନିଯୁକ୍ତି, ଅଲଟ୍ରା ସାଉଣ୍ଡ ମେସିନ ଟେକନିସିଆନ, ବିଭିନ୍ନ ଯନ୍ତ୍ରାଂଶ ପାଇଁ ଅପରେଟର ନିଯୁକ୍ତି ଆସନ୍ତା ୧୫ ଦିନ ମଧ୍ୟରେ କରlନଗଲେ ଆମ୍ ଆଦମୀ ପାର୍ଟି ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ କରିବ ବୋଲି ଚେତାବନୀ!-->…
Read More...
Read More...
ପରମେଶ୍ବର ୟୁଥ୍ କ୍ଲବ୍ ଚିତଲପୁର ଆୟୋଜିତ ସ୍ବେଛାକୃତ ରକ୍ତ ଦାନ ଶିବିର : ୮୭ ୟୁନିଟ୍ ରକ୍ତ ସଂଗ୍ରହ !
ଢେଙ୍କାନାଳ- ସମ୍ବାଦ,ଆମେ ଓଡ଼ିଶା ଆନୁକୂଲ୍ୟରେ ସମଗ୍ର ଓଡ଼ିଶା ସେବା ଅଭିଯାନ ରେ ସାମିଲ ଥିବା ହିନ୍ଦୋଳ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ପରମେଶ୍ବର ୟୁଥ୍ କ୍ଲବ୍(ଚିତଲପୁର) ଆୟୋଜିତ ସ୍ବେଛାକୃତ ରକ୍ତ ଦାନ ଶିବିର,ସମଗ୍ର ଓଡ଼ିଶା ର ସାମାଜିକ ଅନୁଷ୍ଠାନ ତଥା ସାମାଜିକ କର୍ମୀ ମାନଙ୍କୁ!-->…
Read More...
Read More...
ସରକାରୀ ବିଦ୍ୟାଳୟ ଜିଲ୍ଲା ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ !
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଆମେଚର ତାଇକୋଣ୍ଡୋ ଆସୋସିଏସନର ମିଳିତ ଆନୁକୂଲ୍ୟରେସରକାରୀ ବିଦ୍ୟାଳୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଢେଙ୍କାନାଳ ସହରର ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା!-->…
Read More...
Read More...
ରୋଟ୍ରାକ୍ଟ କ୍ଲବ ଅଫ ଢେଙ୍କାନାଳର ୬ଷ୍ଠ ଅଧିଷ୍ଠାନ ଦିବସ ଅନୁଷ୍ଠିତ !
ଢେଙ୍କାନାଳ : ଢେଙ୍କାନାଳ ସ୍ଥିତ ବିନୋଦ ଭବନ ଠାରେ ୬ଷ୍ଠ ଅଧିଷ୍ଠାନ ଦିବସ ସନ୍ଧ୍ୟା ରୋଟାରୀ ନୀତିରେ ପାଳିତ ହୋଇଯାଇଛି । ଏହି ଦିବସ ରେ ମୁଖ୍ୟ ଅତିଥି ଭାବେ ଆଇଆଇଏମସିର ପ୍ରଫେସର ଡଃ. ଶ୍ରୀ ମୃନାଲ ଚାଟର୍ଜି ଯୋଗ ଦେଇ ନୂତନ ସଭାପତିଙ୍କ ସମେତ ସମ୍ପୂର୍ଣ୍ଣ ବୋର୍ଡ଼କୁ ଶୁଭେଚ୍ଛା ଜଣାଇବା ସଙ୍ଗେ!-->…
Read More...
Read More...
ଆଜିବି ମନେ ପଡ଼ନ୍ତି ଶହୀଦ୍ ଅମିୟ ରଞ୍ଜନ ସାହୁ (କୁନା) : ଦେଶମାଟିର ଅମର ସନ୍ତାନ
ଶହୀଦୋଁ କି ଚିତାଓଁ ପର ଲଗେଙ୍ଗେ ହର୍ ବରସ୍ ମେଲେ,ୱତନ୍ ପର୍ ମରନେ ୱାଲୋଁ କା ୟହି ବାକି ନିଶାଁ ହୋଗା।
ପ୍ରିୟ ପାଠକ ବୃନ୍ଦ ! ଯେଉଁ ମାଟିରେ ମଣିଷ ଜନ୍ମ ନେଉଛି, ସେହି ମାଟି ପାଇଁ ଜୀବନ ଦାନ କରିବା ସମସ୍ତ ତ୍ୟାଗରୁ ଶ୍ରେଷ୍ଠ। ଏହାର ପ୍ରମାଣ ହେଲେ ଢେଙ୍କାନାଳର ଶହୀଦ୍ ଅମିୟ ରଞ୍ଜନ ସାହୁ!-->!-->!-->…
Read More...
Read More...
ଚାଷୀଙ୍କର ସ୍ୱପ୍ନ ହାତୀ ଧ୍ୱଂସ କରୁଛି, ବନବିଭାଗର ନିର୍ବିକାରତା ପ୍ରଶ୍ନଚିହ୍ନ ସୃଷ୍ଟି କରିଛି !
ଢେଙ୍କାନାଳ : ଚାଷୀଟିଏ ଦିନ-ରାତି ଅହରହ ପରିଶ୍ରମ କରିଥାଏ, ଭଲ ଅମଳ କଲେ ବର୍ଷସାରା ପରିବାରର ପେଟକୁ ଦାନା ଯାଉଥାଏ। କିନ୍ତୁ ଦୁର୍ଭାଗ୍ୟବଶତଃ ସେହି ସ୍ୱପ୍ନକୁ ବାରମ୍ବାର ହାତୀ, ବାରହା ଓ ଫୋଟକା ପାଣି ଧ୍ୱଂସ କରିଦେଉଛି। ଏବେ ହିନ୍ଦୋଳ ବନାଞ୍ଚଳରେ ହାତୀଙ୍କ ସଂଖ୍ୟା ବଢିଥିବାରୁ ସେମାନେ!-->…
Read More...
Read More...