Browsing Category

ଓଡିଶା

ଭାପୁରରେ ନୂତନ ବ୍ଳକ ପାଇଁଁ ୨ୟ ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଢେଙ୍କାନାଳ ଛଦେଶ ଭାପୁର ବ୍ରିଜ ନିକଟରେ ଥିବା ହରିହର ଆଶ୍ରମ ଠାରେ ମିଳିତ କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୧୨ଟି ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ସହ ଛଦେଶର ବହୁ ମାନ୍ୟଗଣ ବ୍ୟକ୍ତି,ଜିଲ୍ଲାପରିଷଦ ସଭ୍ୟ,ସମିତି ସଭ୍ୟ,ଓ୍ବାର୍ଡ ସଭ୍ୟ,ବୁଦ୍ଧିଜୀବିଙ୍କ
Read More...

ଭୁବନ କୃଷକ ସମାଜ ର ୨୮ ତମ ବାର୍ଷିକ ଉତ୍ସବ ଓ କୃଷକ ତାଲିମ ଶିବିର ଅନୁଷ୍ଠିତ !

ଢ଼େଙ୍କାନାଳ: ଭୁବନ କୃଷକ ସମାଜ ତରଫରୁ ୨୮ ତମ ସ୍ଵନକ୍ଷତ୍ର ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଭାରତୀୟ କିଶାନ ସଂଘ କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ଶ୍ରୀ ଶ୍ରୀନିବାସ ଉଦଘାଟନୀ ଉତ୍ସବରେ ଯୋଗଦେଇ ଜୈବିକ ଚାଷ ଓ କୃଷି ଭିତ୍ତିକ
Read More...

ହିନ୍ଦୋଳ ଡିହସାହି ମକରପୀଠ ଠାରେ ନିରାଡମ୍ବରେ ପାଳିତ ହେଲା ମକର ମହୋତ୍ସବ !

ଢ଼େଙ୍କାନାଳ : ହିନ୍ଦୋଳ ବ୍ଳକ୍ ବାଉଁଶପୋଖରୀ ପଞ୍ଚାୟତ ଅନ୍ତର୍ଗତ ଡିହସାହି ମକରପୀଠ ଠାରେ ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ଜାକଜମକରେ ମକର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ କଳସଯାତ୍ରା , ସୂର୍ଯ୍ୟପୂଜା, ହୋମ ଆରମ୍ଭ ଓ ପୂର୍ଣ୍ଣାହୁତି କାର୍ଯ୍ୟ ସମାପନ କରାଯାଇଥିଲା।
Read More...

ଭୁବନ ମୀରାବାଇ କଳାବିକାଶ କେନ୍ଦ୍ର ର ଏକାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ !

ଢେଙ୍କାନାଳ: ଓଡିଶା ସଂଗୀତ ନାଟକ ଏକାଡ଼େମୀ ଓ ପ୍ରାଚୀନ କଳା କେନ୍ଦ୍ର, ଚଣ୍ଡିଗଡ ସହିତ ସହ ଅନୁବନ୍ଧିତ ଭୁବନ ର ମୀରାବାଇ କଳାବିକାଶ କେନ୍ଦ୍ର ଆଜିଠାରୁ ତିନିଦିନ ଧରି ବାର୍ଷିକ ଉତ୍ସବ ପାଳନ କରୁଛି। କାମାକ୍ଷାନଗର ବିଧାୟକ ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା ମୂଖ୍ଯ ଅତିଥି ଭାବେ ଯୋଗଦେଇ
Read More...

ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପନ !

ଢ଼େଙ୍କାନାଳ:ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଅଧ୍ୟକ୍ଷ ଅଜିତ କୁମାର ବେହେରା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଛାତ୍ରୀ ମାନେ ସେମାନଙ୍କର କୌଶଳ ପ୍ରଦର୍ଶନ କରିଥିଲେ।ବରିଷ୍ଠ
Read More...

ବିଶ୍ୱ ମଗ୍‌ଜି ଦିବସ ପାଳିତ !

ଢ଼େଙ୍କାନାଳ : ଢେଙ୍କାନାଳ ମଗଜି ପ୍ରେମୀଙ୍କ ଦ୍ୱାରା ପବିତ୍ର ମକର ସଂକ୍ରାନ୍ତି ତଥା ଢେଙ୍କାନାଳର ଆରାଧ୍ୟ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ ଦୁର୍ଲ୍ଲଭ୍ଲ ଭ ନାଗାଭରଣବେଶ ଅବସରରେ ମହାପ୍ରଭୁଙ୍କୁ ଏହି ସ୍ୱାଦିଷ୍ଟ ମିଠା ସମର୍ପଣ କରି ପୂର୍ବାହ୍ନରେ ରୀତିନୀତିରେ ପୂଜାର୍ଚ୍ଚନା କରିବା ସହ ଭକ୍ତ
Read More...

ଭୁବନ ବ୍ଲକ ଅଧ୍ୟକ୍ଷା ପଦ ବଜାୟ ରଖିଲେ : କୋରମ ଅଭାବରୁ ରଦ୍ଦ ହେଲା ଅନାସ୍ଥା,ବିଜେଡି ଦୁର୍ଗ ଅପରିବର୍ତ୍ତିତ !

ଢ଼େଙ୍କାନାଳ : ଭୁବନ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳଙ୍କ ନାଁରେ ଆସିଥିବା ଅନାସ୍ଥା ଆଜି କୋରମ୍ ଅଭାବରୁ ରଦ୍ଦ ହୋଇଛି। ଫଳରେ ଶ୍ରୀମତି ବରାଳ ନିଜ ପଦ ବଜାୟ ରଖିବାରେ ସଫଳ ହୋଇଛନ୍ତି । ବିଜେଡି ସମର୍ଥିତ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତି ବରାଳ ନାଁରେ ଗତ ନଭେମ୍ବର ୪ ତାରିଖରେ କେତେକ ସରପଞ୍ଚ ଓ
Read More...

ସର୍ବ ଭାରତୀୟ ସୁବାଷ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ‌ ଉଦଯାପିତ : ଚମ୍ପିୟାନ୍ ରାଇଜିଙ୍ଗ୍ ଷ୍ଟୁଡେଣ୍ଟ୍

ଢ଼େଙ୍କାନାଳ : ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ବେଡାପଡା ମିନି ଷ୍ଟାଡିୟମରେ ଚାଲିଥିବା ୧୪ତମ ସର୍ବଭାରତୀୟ ସୁବାଷ ମେମୋରିଆଲ୍ କ୍ରିକେଟ୍ ଟୁର୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଛତିଶଗଡ଼ ଫରେଷ୍ଟ ଏକାଦଶ ଏବଂ କଟକର ରାଇଜିଙ୍ଗ ଷ୍ଟୁଡେଣ୍ଟ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ରାଇଜିଙ୍ଗ୍
Read More...

ଭୁବନ ପୁରାତନ ସାମାଜିକ ଅନୁଷ୍ଠାନ ଜେନିଥ କ୍ଲବ ତରଫରୁ ବନ୍ଧୁ ମିଳନ !

ଢ଼େଙ୍କାନାଳ : ଭୁବନ ର ପୁରାତନ ସାମାଜିକ ଅନୁଷ୍ଠାନ "ଜେନିଥ କ୍ଲବ" ତରଫରୁ ଭୂଷଳ ଝରଣେଶ୍ୱର ଶିବ ମନ୍ଦିର ପରିସରରେ ସପରିବାର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଭାପତି ସୁବ୍ରତ କୁମାର ସାହୁ ଙ୍କ ନେତୃତ୍ବ ରେ ଜେନିଥ କ୍ଲବ ପରିବାର ର ସମସ୍ତ ସଦସ୍ୟ ଏକତ୍ର ହୋଇ
Read More...

ଭୁବନ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ଯୁବ ଦିବସ ପାଳିତ !

ଢ଼େଙ୍କାନାଳ: ଭୁବନ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷା ସୁପ୍ତିମୟୀ ସେନ କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଜାତୀୟ ଯୁବ ଦିବସ ର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଜାତୀୟ ସେବା ଯୋଜନା (ଏନ୍ ଏସ ଏସ) ପ୍ରୋଗ୍ରାମ
Read More...