Browsing Category

ଓଡିଶା

ଜାଭିୟର ପବ୍ଲିକ୍ ସ୍କୁଲର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ !

ଢ଼େଙ୍କାନାଳ : ହିନ୍ଦୋଳ ଏନ୍ଏସି ସ୍ଥିତ ସେଣ୍ଟ ଜାଭିୟର ପବ୍ଲିକ୍ ସ୍କୁଲର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ୍ ପରିଚାଳନା କମିଟି ଚେୟାରମ୍ୟାନ୍ ବିଜୟ ଦାସଙ୍କ ସଭାପତିତ୍ୱରେ ଓ ପରିଚାଳନା ନିର୍ଦ୍ଦେଶକ ସନ୍ଦୀପ ପଟ୍ଟନାୟକଙ୍କ ସହଯୋଗରେ ହିନ୍ଦୋଳ ଏନ୍ଏସି ୪ ନଂ ୱାର୍ଡ୍ ରେ
Read More...

ସୌନ୍ଦର୍ଯା ପ୍ରିମିୟମ ସ୍କିନ ଆଣ୍ଡ ଲେଜର କ୍ଲିନିକ୍ ଉଦଘାଟିତ !

ଢେଙ୍କାନାଳ : ଢେଙ୍କାନାଳ ମୀନା ବଜାର ଗାନ୍ଧିମନ୍ଦିର ରୋଡଠାରେ ସୌନ୍ଦର୍ଯ୍ୟା ପ୍ରିିମିୟମ ସ୍କିନ ଆଣ୍ଡ ଲେଜରକ୍ଲିନିକ୍ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ଃ ଶକୁନ୍ତଳା ଜେନାଫିତାକାଟି ଉଦଘାଟନ କରିଥିଲେ । ଏହି ଅନୁଷ୍ଠାନର ଉତରୋତର ଉନ୍ନତି କାମନା
Read More...

ଭୁବନ ପଞ୍ଚାୟତ ସମିତି ର ସପ୍ତମ ଅଧିବେଶନ : ପାନୀୟ ଜଳ ସମସ୍ୟା ସମାଧାନ ଉପରେ ଗୁରୁତ୍ୱାରୋପ !

ଢ଼େଙ୍କାନାଳ :ଭୁବନ ପଞ୍ଚାୟତ ସମିତି ର ସପ୍ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜନୀତିରୁ ଉର୍ଦ୍ଧ୍ବରେ ରହି ନିର୍ବାଚିତ ପ୍ରତିନିଧି
Read More...

ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ଠାରେ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ !

ଢ଼େଙ୍କାନାଳ : ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ କୁମାର ବେହେରା ଙ୍କ ଅବସରକାଳୀନ ସ୍ମୃତିରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ବାଜିରାଉତ ସ୍ମୃତି ମହାବିଦ୍ୟାଳୟର କର୍ମଚାରୀ ଏକାଦଶଙ୍କ ସହ ସୁକିନ୍ଦା ମହାବିଦ୍ୟାଳୟର କର୍ମଚାରୀ ଏକାଦଶ
Read More...

ସାମ୍ବାଦିକ ପିତାଙ୍କ ଏକାଦଶାହରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ !

ଢ଼େଙ୍କାନାଳ : ଭୁବନ ସାମ୍ବାଦିକ ସଂଘ ସଭାପତି ମଧୁପ ରଞ୍ଜନ ନନ୍ଦ ଙ୍କ ପିତା ସ୍ବର୍ଗତ ମହେଶ୍ୱର ନନ୍ଦ ଙ୍କ ଏକାଦଶାହ ରେ ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେ଼ଇ (ଡାନି) ଯୋଗଦେଇ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଥିଲେ । ଭୁବନ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ
Read More...

୭୬ ତମ ସାଧାରଣତନ୍ତ୍ର ଦିବସରେ ଅମର ଜବାନଙ୍କୁ ଅପମାନ !

ଢେ଼ଙ୍କାନାଳ ଜିଲ୍ଲାରେ ଚଳିତ ବର୍ଷ ୭୬ ତମ ସାଧାରଣତନ୍ତ୍ର ଦିବସରେ ଶହୀଦଙ୍କୁ ସମ୍ମାନ ଦେବାପାଇଁ ଅମର ଜବାନ ସହିଦ୍ ସ୍ମୃତିସ୍ତମ୍ଭ ଠାରେ ୧୦୦ରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ସୈନିକ ଉପସ୍ଥିତ ହୋଇଥିଲେ । କିନ୍ତୁ ଜିଲ୍ଲା ପ୍ରଶାସନର ଅବହେଳାରୁ ସେହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଙ୍କୁ
Read More...

ଢେଙ୍କାନାଳ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ୭୬ତମ ଗଣତନ୍ତ୍ର ଦିବସ ପାଲିତ !

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବଜେଡି କାର୍ଯ୍ୟାଳୟଠାରେ ବିଜୁ ଜନତା ଦଳର କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ୭୬ତମ ଗଣତନ୍ତ୍ର ଦିବସ ପାଲନ ହୋଇଯାଇଛି। ଏହି ଅବସରରେ ପ୍ରଥମେ ଦେଶ ତଥା ରାଜ୍ୟର ବରପୁତ୍ରମାନଙ୍କ ଫଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞଳୀ ଜ୍ଞାପନ କରାଯାଇଥିଲା।
Read More...

ଗୁଣ୍ଡିଚାପଡ଼ାର ବିଭିନ୍ନ ସ୍ଥାନରେ ଗଣତନ୍ତ୍ର ଦିବସ ପଳିତ !

ଢେଙ୍କାନାଳ : ଦେଶ ପାଳନ କଲା ୭୬ତମ ଗଣତନ୍ତ୍ର ଦିବସ। ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ରାଷ୍ଟ୍ରର ସବୁଠୁ ବଡ଼ ଦିନ । ଦିଲ୍ଲୀଠୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଖୁସି ଓ ଉତ୍ସାହର ବାତାବରଣ । ଦେଶ ମାତୃକା ପାଇଁ ସମସ୍ତଙ୍କ ମନରେ ଗର୍ବ ଓ ଦେଶର ପ୍ରତିଟି ବ୍ୟକ୍ତି କହୁଛି ମୁଁ ଭାରତୀୟ। ଏହି ଅବସରରେ
Read More...

ଟାଟା ଷ୍ଟିଲ ମେରାମଣ୍ଡଳୀରେ ୭୬ତମ ସାଧାରଣତନ୍ତ୍ର ଦିବସ !

ଢେଙ୍କାନାଳ ଜିଲ୍ଲା ଟାଟା ଷ୍ଟିଲ୍ ମେରାମଣ୍ଡଳୀ ସ୍ଥିତ କଲୋନୀ କ୍ରିକେଟ ଗ୍ରାଉଣ୍ଡରେ ପରିସରରେ ରବିବାର ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟାଟା ଷ୍ଟିଲ ମେରାମଣ୍ଡଳୀର ମେକାନିକାଲ ରକ୍ଷଣାବେକ୍ଷଣ ମୁଖ୍ୟ କରୀ ମଣିବାବୁ ଜାତୀୟ ପତାକା ଉତ୍ତୋଳନ
Read More...

ହିନ୍ଦୋଳ ଏନ.ଏ.ସି. ଉପାଧ୍ୟାକ୍ଷା ଓ କାଉନସିଲରଙ୍କ ଦ୍ୱାରା ହରିଶ୍ଚନ୍ଦ୍ରରାଶି ବଣ୍ଟନ !

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ଉପାଧ୍ୟାକ୍ଷା ଏନଏସି ଅଞ୍ଚଳରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଘରେ ଯାଇ ପରିବାରକୁ ହରିଶ୍ଚନ୍ଦ୍ର ରାଶିର ଚେକ ପ୍ରଦାନ କରିଛନ୍ତି। ଖବରରୁ ପ୍ରକାଶ ହିନ୍ଦୋଳ ଏନ ଏ ସି ନୂତନପଟଣା ଗ୍ରାମରେ ବୟୋଜ୍ୟଷ୍ଠ ବ୍ୟକ୍ତି କୈଳାଶ ବେହେରା ଅସୁସ୍ଥତା ହେତୁ
Read More...