ସାମ୍ବାଦିକ ପିତାଙ୍କ ଏକାଦଶାହରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ !

ଢ଼େଙ୍କାନାଳ : ଭୁବନ ସାମ୍ବାଦିକ ସଂଘ ସଭାପତି ମଧୁପ ରଞ୍ଜନ ନନ୍ଦ ଙ୍କ ପିତା ସ୍ବର୍ଗତ ମହେଶ୍ୱର ନନ୍ଦ ଙ୍କ ଏକାଦଶାହ ରେ ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେ଼ଇ (ଡାନି) ଯୋଗଦେଇ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଥିଲେ । ଭୁବନ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ଗୋବର୍ଦ୍ଧନ ପୀଠ ,ଆଦିତ୍ୟ ବାହିନୀ ସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ରାଜ୍ୟ ସାମ୍ବାଦିକ ସଂଘ (ଏସ ୟୁ ଜେ) ସଭାପତି କୈଳାସ ଚନ୍ଦ୍ର ନାୟକ,ସୁକିନ୍ଦା ପ୍ରେସ କ୍ଲବ ସଭାପତି ବିଶ୍ୱଜିତ୍ ନାୟକ, ସଦସ୍ୟ କୈଳାସ ଚନ୍ଦ୍ର ନାୟକ,ଅସିତ୍ ମହାନ୍ତ,ଲମ୍ବୋଦର ଦଳ ବେହେରା,କାମାକ୍ଷା ନଗର ଉପଖଣ୍ଡ ସଭାପତି ଶୁଭମୟ ନନ୍ଦ,ପ୍ରକାଶ କୁମାର ପାତ୍ର, ଚିତ୍ତ ରଂଜନ ଦ୍ୱିବେଦୀ,ଭୁବନ ସାମ୍ବାଦିକ ସଂଘ ସଂପାଦକ ସୁଶାନ୍ତ କୁମାର ପୋଥାଳ,ଉପଦେଷ୍ଟା ଦିଲ୍ଲୀପ କୁମାର ଦାସ,ସଦସ୍ୟ ଦେବାନନ୍ଦ ସାହୁ, ରବିନ ଦାସ,କମଳ ଲୋଚନ ମହାରଣା,ବିଜୟ ନାୟକ, ନିରଞ୍ଜନ ଗୁରୁ ,ମାତାଜୀ ସାହୁ , ଢେଙ୍କାନାଳ ରୁ ” ସବୁରିକଥା” ସମ୍ପାଦକ ସଦାଶିବ ମହାପାତ୍ର, ” ରକ୍ତ ଚାବୁକ” ସମ୍ପାଦକ ଗଗନ ବିହାରୀ ପଣ୍ଡା ,ବରିଷ୍ଠ ସାମ୍ବାଦିକ ଶଶୀମୌଳି ରଥ,ଗାଁଦିଆ ରୁ ସାମ୍ବାଦିକ ପ୍ରଦୀପ ଦାସ ପ୍ରମୁଖ ଯୋଗଦେଇ ଦିବଙ୍ଗତ ମହେଶ୍ୱର ନନ୍ଦ ଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରି ଅମର ଆତ୍ମା ର ସଡଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ ଓ ଶୋକାକୁଳ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଥିଲେ। ଏହି ଅବସରରେ ଢେଙ୍କାନାଳ ରେଗେଡା ର ମହାଶକ୍ତି ଦୃଷ୍ଟିହୀନ ସେବା ସଂଘ ତରଫରୁ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

8 + three =

20:41