Browsing Category
ଓଡିଶା
ଭୁବନ ସାମ୍ବାଦିକ ସଂଘ ଜାତୀୟ ସାମ୍ବାଦିକ ଦିବସ ପାଳିତ : ଗଣମାଧ୍ୟମ ଗଣ ଙ୍କ ସ୍ୱର ହେଉ !
ଭୁବନ ୧୬.୧୧- ଭୁବନ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଜାତୀୟ ସାମ୍ବାଦିକ ଦିବସ ପାଳିତ ହୋଇଯାଇଛି। ସାମ୍ବାଦିକ ସଂଘ ସଭାପତି ମଧୂପ ରଞ୍ଜନ ନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା!-->…
Read More...
Read More...
ହିନ୍ଦୋଳ ମହାବୀର ହନୁମାନଙ୍କ ମୂର୍ତ୍ତି ସ୍ଥାପନା କାର୍ଯ୍ୟକ୍ରମ ଅନୁଷ୍ଠିତ !
ଢ଼େଙ୍କାନାଳ: ହିନ୍ଦୋଳ ବ୍ଲକ୍ ର କୁରୁମିଠା କାଳୀହୁଣ୍ଡି ରାସ୍ତା ପାର୍ଶ୍ବରେ ଥିବା ମା ଅନ୍ଧାରୀ ଦେବୀ ଙ୍କ ପୀଠ ଅବସ୍ଥିତ। ଶନିବାର ଦିନ ସେଠାରେ ମା' ଙ୍କ ପୀଠ ପାଖରେ ରାମଙ୍କର ପରମଭକ୍ତ ମହାବୀର ହନୁମାନଙ୍କର ମୂର୍ତ୍ତି ସ୍ଥାପନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିନିମିତ୍ତ ମା!-->…
Read More...
Read More...
ଦ୍ୱିତୀୟ କଲମକାରୀ ଶିଶୁ ଉତ୍ସବ ଉଦ୍ଘାଟିତ : ନିଷ୍ଠା, ବିଶ୍ୱାସ ଓ ଶ୍ରଦ୍ଧାର ସହିତ କର୍ମ କଲେ ସଫଳତା ଅବଶ୍ୟ…
ଢେଙ୍କାନାଳ : ସ୍ଥାନୀୟ ଜିଲ୍ଲା ଲେଖକ ସଂସଦ ଭବନ ଠାରେ ଢେଙ୍କାନାଳର ଅଗ୍ରଣୀ ନୃତ୍ୟ ସଙ୍ଗୀତ ଅନୁଷ୍ଠାନ ନୀତାନୃତ୍ୟାଙ୍ଗନାର ୨ୟ କଲମକାରୀ ଶିଶୁ ଉତ୍ସବ ୨୦୨୪ ଅତ୍ୟନ୍ତ ଆନନ୍ଦ ଉଲ୍ଲାସରେ ପାଳନ କରିଅଛି । ଏ ଅବସରରେ ଅପରାହ୍ନ ୩ଘଟିକା ସମୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ!-->…
Read More...
Read More...
ଓୟୁଜେ ଢେଙ୍କାନାଳ ଶାଖାର ଦ୍ୱିବାର୍ଷିକ ସମ୍ମିଳନୀ ଓ କର୍ମକର୍ତା ଚୟନ : ରତନ ନାୟର ସଭାପତି, ଶିଶିର ଶତପଥୀ ସମ୍ପାଦକ !
ଢେଙ୍କାନାଳ,୧୬ା୧୧: ଓଡିଶା ୟୁନିଅନ୍ ଅଫ୍ ଜର୍ଣାଲିଷ୍ଟ୍ (ଓୟୁଜେ) ଢେଙ୍କାନାଳ ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଓଦ୍ୱିବାର୍ଷିକ ସମ୍ମିଳନୀ ଜିଲ୍ଲା ଲେଖକ ସଂସଦ ଭବନ ଠାରେ ଜାତୀୟ ଗଣମାଧ୍ୟମ ଦିବସ ଅବସରରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସଂଘର ସାଂଗଠନିକ ସୁଦୃଢ଼ିକରଣ ଓ ଦ୍ୱିବାର୍ଷିକ!-->…
Read More...
Read More...
ହିନ୍ଦୋଳ ବନଖଣ୍ଡ ସୀମାକୁ ହାତୀ ଘଉଡାଇବା ନେଇ ମୁହାଁ ମୁହିଁ ଅନୁଗୋଳ ବନବିଭାଗ ଓ ସ୍ଥାନୀୟ ଲୋକେ !
ଢ଼େଙ୍କାନାଳ: ହିନ୍ଦୋଳ ବନଖଣ୍ଡ ସୀମାକୁ ହାତୀ ପଲ୍ ଘଉଡାଇବା ନେଇ ବାଦିବାହାଳ ସ୍ଥାନୀୟ ଗ୍ରାମବାସୀ ଓ ଅନୁଗୋଳ ବନ୍ କର୍ମଚାରୀ ଙ୍କ ଭିତରେ ହୋଇଚି ଯୁକ୍ତିତର୍କ।ସୂଚନା ଅନୁଯାୟୀ ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ବାଦି ବାହାଳ ଗ୍ରାମ ଯାହା ଢେ଼ଙ୍କାନାଳ ଓ ଅନୁଗୁଳ ସୀମା ରେ ରହିଚି।ଗତକାଲି!-->…
Read More...
Read More...
ବୁଦ୍ଧେଶ୍ଵର ମନ୍ଦିର ରେ ବଡ଼ ଓଷା ପାଳିତ : ୨୮୦ ହଣ୍ଡା ଭଣ୍ଡାର ଭୋଗ ଲାଗିଲା !
ଢ଼େଙ୍କାନାଳ : ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନ ର ବାବା ବୁଦ୍ଧେଶ୍ଵର ମନ୍ଦିର ପରିସରରେ ରେ ପ୍ରସିଦ୍ଧ ବଡ଼ ଓଷା ପାଳିତ ହୋଇଯାଇଛି। ଶ୍ରଦ୍ଧାଳୁ ଭକ୍ତମାନେ ମାନସିକ ପୂରଣ ପାଇଁ ପ୍ରତ୍ୟୁଷରୁ ଧାଡ଼ି ରେ ଯାଇ ବାବା ବୁଦ୍ଧେଶ୍ଵର ଙ୍କୁ ଦର୍ଶନ କରିଥିଲେ ଓ ପରେ ଭଣ୍ଡାର ଭୋଗ ରାନ୍ଧି!-->…
Read More...
Read More...
ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳନ !
ଢେଙ୍କାନାଳ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ପ୍ରାଙ୍ଗଣ ଶିଶୁ ଦିବସ ପାଳନ ହୋଇଥିଲା l ବିଦ୍ୟାଳୟ ପରିସର ମଧ୍ୟରେ ଥିବା ବନବିଦ୍ୟାଳୟରେ ପଞ୍ଚସଖାଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣକରି ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ଅନ୍ୟ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ସଭା ଗୃହକୁ!-->…
Read More...
Read More...
କାଇମାଟି ଉଚ୍ଚ ବିଦ୍ୟାଳୟ ସଦର ବ୍ଲକ୍ ସ୍ତରୀୟ ବିଜ୍ଞାନ ଓ ଗଣିତ ପ୍ରଦର୍ଶନୀ !
ଢେଙ୍କାନାଳ : ସଦର ବ୍ଲକ୍ ଅନ୍ତର୍ଗତ କାଇମାଟି ଉଚ୍ଚ ବିଦ୍ୟାଳୟ ଠାରେ ସଦର ବ୍ଲକ୍ ସ୍ତରୀୟ ବିଜ୍ଞାନ ଓ ଗଣିତ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ବିଇଓ ବ୍ରହ୍ମାନନ୍ଦ ରାଉତ ଅଧ୍ୟକ୍ଷତା କରିଥିଲୋ ଅନ୍ଧ ବିଶ୍ୱାସ ଓ କୁସଂସ୍କାର ଆମ ସମାଜ!-->…
Read More...
Read More...
ସମଗ୍ର ଶିକ୍ଷା,ଢେଙ୍କାନାଳ ପକ୍ଷରୁ ଆନ୍ତର୍ଜାତୀୟ ବାଳିକା ଦିବସ ପାଳନ ଉପଲକ୍ଷେ ଭାବ-ବିନିମୟ କାର୍ଯ୍ୟକ୍ରମ-୨୦୨୪…
ଢେଙ୍କାନାଳ: ସ୍ଥାନୀୟ ସମଗ୍ର ଶିକ୍ଷା,ଢେଙ୍କାନାଳ ପକ୍ଷରୁ ସ୍ଵୀୟ ସଭାଗୃହରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳନ ଉପଲକ୍ଷେ ଭାବ-ବିନିମୟ କାର୍ଯ୍ୟକ୍ରମ-୨୦୨୪ ଭାରପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ଶିକ୍ଷାଅଧିକାରୀ ସସ୍ମିତା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି!-->…
Read More...
Read More...
ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଢେଙ୍କାନାଳରେ ଟାଟା ଷ୍ଟିଲ୍ କପିଳାସ ହାଫ ମାରାଥନ୍ର ଦ୍ୱିତୀୟ ସଂସ୍କରଣ ଘୋଷଣା !
ଢେଙ୍କାନାଳ: ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗିତାରେ ଟାଟା ଷ୍ଟିଲ୍ କପିଳାସ ହାଫ ମାରାଥନ(ପୂର୍ବରୁ ଟାଟା ଷ୍ଟିଲ ମେରାମଣ୍ଡଳୀ ହାଫ ମାରାଥନ ) ଦ୍ୱିତୀୟ ସଂସ୍କରଣ ଘୋଷଣା କରାଯାଇଛି । ୨୦୨୫ ଜାନୁଆରି ୧୧ରେ ଅନୁଷ୍ଠିତ ହେବାକୁ ଥିବା ଏହି!-->…
Read More...
Read More...