Browsing Category

ଓଡିଶା

ନିତି ଆୟୋଗ ସଦସ୍ୟଙ୍କ ଢେଙ୍କାନାଳ ଗସ୍ତ !

ଢେଙ୍କାନାଳ : ପୂର୍ବାହ୍ନରେ ନିତି ଆୟୋଗ ସଦସ୍ୟ ଡ଼ଃ ଅରବିନ୍ଦ ଭିରମନି ଦିନିକିଆ ଢେଙ୍କାନାଳ ଗସ୍ତରେ ଆସି ପ୍ରଥମେ ସର୍କିଟ ହାଉସ ନିକଟରେ ପହଂଚିଥିଲେ l ସେଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଓ ଅନ୍ୟ ବିଭାଗୀୟ ଅଧିକାରୀ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ଏହାପରେ ଏକ
Read More...

ସାମାଜିକ ଓ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ବ୍ରାହ୍ମନିଆ ଗ୍ରାମ ପରିଦର୍ଶନ !

ଢେଙ୍କାନାଳ: ସ୍ବେଛାସେବୀ ସଂଗଠନ " ସାମାଜିକ ସାଂସ୍କୃତିକ ବିକାଶ ସଂଘ " ପକ୍ଷରୁ କଙ୍କଡ଼ାହାଡ଼ ବ୍ଲକର ବ୍ରାହ୍ମନିଆ ଗ୍ରାମ ଗସ୍ତ କରି ସେଠାକାର ଲୋକମାନଙ୍କର ଭଲମନ୍ଦ ଓପରିବେଶ ଉପରେ ନିରୀକ୍ଷଣ କରିଥିଲେ । ସଂଘର ସଦସ୍ୟା ସୌମ୍ୟା ମିଶ୍ରଙ୍କ ତତ୍ୱାବଧାନରେ ଯାଇ ଗ୍ରାମର ସମସ୍ତ ସୁବିଧା ଅସୁବିଧା
Read More...

ଛାତ୍ରଙ୍କ ଭବିଷ୍ୟତ ସହ ଖେଳିଲେ ସ୍କୁଲ କର୍ତ୍ତୃପକ୍ଷ : ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ଛାତ୍ର !

ଛାତ୍ର ଟିଏ ଦଶମ ପରୀକ୍ଷା ଦେବା ପାଇଁ ବର୍ଷ ସାରା ଦିନରାତି ପରିଶ୍ରମ କରି ପଢିଥାଏ। ଆଉ ଯେତେବେଳେ ତାକୁ ଆଡମିଟ୍ କାର୍ଡ୍ ନଦେଇ ପରୀକ୍ଷାରୁ ବଞ୍ଚିତ କରାଯିବ, ସେତେବେଳେ ତାର‌ ମାନସିକ ସ୍ଥିତି କଣ ଥିବ ତାହା ଆପଣମାନେ ବିଚାର କରନ୍ତୁ। ଏମିତି ଏକ ଅଭାବନୀୟ ଘଟଣା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ
Read More...

କହିବ କାହାକୁ ଶୁଣିବ କିଏ: ମିଲର ଙ୍କ ମର୍ଜି ରେ ଚାଲିଛି ଧାନ ମଣ୍ଡି ଯୋଗାଣ ବିଭାଗ ମୁହଁରେ ତୁଣ୍ଡି !

ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଏବଂ ଏନ୍ ଏ ସି ର ସମସ୍ତ ପ୍ରାଥମିକ ସେବା ସମବାୟ ସମିତି ରେ ଗତ ଜାନୁଆରୀ ମାସ ଦ୍ଵିତୀୟ ସପ୍ତାହ ରୁ ଧାନ ମଣ୍ଡି ଆରମ୍ଭ ହୋଇଛି । ପ୍ରତ୍ୟେକ ମଣ୍ଡି ମିଲର ଙ୍କ ମର୍ଜି ରେ ଚାଲିଛି ଓ କ୍ଵିଣ୍ଟାଲ ପିଛା ୬ କେଜି ରୁ ୮ କେଜି ଧାନ କଟନି ଛଟନି ହେଉଛି । ଏହି
Read More...

କିଡ଼ନୀ ପୀଡିତ ମାନଙ୍କୁ ଭେଟିଲେ ଏବଂ ପରିସ୍ଥିତି ଅନୁଧ୍ୟାନ କଲେ ଆପ୍ ର ପ୍ରତିନିଧି ମଣ୍ଡଳୀ !

ଢେଙ୍କାନାଳ : ଢେଙ୍କାନାଳ ସଦର ମହକୁମା ଠାରୁ ମାତ୍ର ୩ କିଲୋମିଟର ଦୂରତାରେ ସଦର ବ୍ଲକ କାଙ୍କଡ଼ପାଳ ପଞ୍ଚାୟତର ଶବର ସାହିରେ ପ୍ରାୟ ପ୍ରତ୍ୟେକ ପରିବାରରେ ଜଣେ ଲେଖାଏଁ କୀଡୀନି ରୋଗରେ ଆକ୍ରାନ୍ତ l ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୧୦ ଲୋକ ମୃତ୍ୟ ବରଣ କରିଥିବା ବେଳେ ଏବେ ୬ ଜଣ ମୃତ୍ୟୁ ସହିତ
Read More...

ରାସାୟନିକ ଦୁର୍ଘଟଣାର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଜିଲ୍ଲାପାଳ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ, ରାସାୟନିକ ଦୁର୍ଘଟଣାର ସଫଳ ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛିି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି ଅଧ୍ୟକ୍ଷତା କରିଥିଲେ । ଜିଲ୍ଲାରେ ଥିବା ସମସ୍ତ
Read More...

ଅହମଦିୟା ଜାମେ ମସଜିଦ ଠାରେ ଅଙ୍ଗୀକୃତ ସଂସ୍କାରକ ଦିବସ ପାଳିତ !

ଢେଙ୍କାନାଳ : ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ଅହମଦିୟା ମୁସଲିମ ଜାମେ ମସଜିଦ ଠାରେ ମୁସଲେହ୍ ମଊଦ ଦିବସ ଅଥବା ଅଙ୍ଗୀକୃତ ସଂସ୍କାରକ ଦିବସ ପାଳିତ ହୋଇଯାଇଅଛି। ଏହି ଦିବସରେ ଏକ ଧର୍ମସଭାର ଆୟୋଜନ କରାଯାଇଥିଲା, ଏହି ଧର୍ମ ସଭାରେ ଅହମଦିୟା ମୁସଲିମ ସମ୍ପ୍ରଦାୟ ଗୁଣ୍ଡିଚାପଡ଼ାର ସଭାପତି ସୁଲେମାନ
Read More...

ମହିିଳା ଓ ବାଳ ବିକାଶ ମନ୍ତ୍ରଣାଳୟର ରାଜ୍ୟମନ୍ତ୍ରୀଙ୍କ ଢ଼େଙ୍କାନାଳ ଗସ୍ତ !

ଢେଙ୍କାନାଳ : ଭାରତ ସରକାରଙ୍କ ମହିଳା ଓ ବାଳ ବିକାଶ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁର ଢ଼େଙ୍କାନାଳ ପରିଦର୍ଶନ କରିଛନ୍ତି l ପୂର୍ବାହ୍ନ ପ୍ରାୟ ୧୧ ଘଟିକା ସମୟରେ ମାନନୀୟା ମନ୍ତ୍ରୀଙ୍କୁ ସ୍ଥାନୀୟ ସର୍କିଟ୍ ହାଉସ ଠାରେ ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ,
Read More...

ଗୋବିନ୍ଦପ୍ରସାଦ ଗ୍ରାମରେ ନୂତନ ଶିବ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ !

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ : ଗୋବିନ୍ଦପ୍ରସାଦ ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବିଶ୍ୱେଶ୍ୱର ମହାଦେବଙ୍କର ନବ ନିର୍ମିତ ନୂତନ ଶିବ ମନ୍ଦିରର ପ୍ରତିଷ୍ଠା ଉତ୍ସବ ତା ୧୮/୨/୨୦୨୫ ରୁ ଆରମ୍ଭ ହୋଇ ତା ୨୨/୨/୨୦୨୫ ପର୍ଯ୍ୟନ୍ତ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା
Read More...

ଅଙ୍ଗୀକାର ସଂସ୍କାରକ ଦିବସ ଅଥବା ୟୋମ୍ ମୁସଲେହ୍ ମୌଊଦ୍ : ୨୦ ଫେବୃଆରୀ ୟୋମ୍-ଏ-ମୁସଲେହ ମୌଊଦ୍ ଦିବସ ଅବସରରେ ବିଶେଷ…

ବନ୍ଧୁଗଣ ! ଆମେ ସମସ୍ତେ ଜାଣିଅଛେ ଯେ ପରମେଶ୍ୱର ତାଙ୍କର ଭକ୍ତ ମାନଙ୍କ ସହିତ କଥା ହୁଅନ୍ତି। ସେ ସେମାନଙ୍କ ପ୍ରାର୍ଥନା ଶୁଣନ୍ତି ଏବଂ ଗ୍ରହଣ ମଧ୍ୟ କରନ୍ତି। ଏହାର ପ୍ରମାଣ ବିଭିନ୍ନ ଧର୍ମରେ ମିଳିଥାଏ। ଏହାର ଅନେକ ପ୍ରମାଣ ଇସଲାମ ଧର୍ମରେ ଦିଆଯାଇପାରିବ। ପଞ୍ଜାବ (ଭାରତ) ଭୂମିରେ ଅନେକ
Read More...