Browsing Category
ଓଡିଶା
ଭୁବନ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ର ୧୧ ତମ ବାର୍ଷିକ ଉତ୍ସବ : ମାତୃଭାଷା କୁ ଭଲ ପାଅ, ସ୍ବପ୍ନ ବିଳାସୀ ହୁଅ…
ଢେ଼ଙ୍କାନାଳ ଜିଲ୍ଲା ଭୁବନ ର ଅନନ୍ୟ ଶିକ୍ଷାକେନ୍ଦ୍ର ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ର ୧୧ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଅଧ୍ୟକ୍ଷା ଏଲୋରା ଚୌଧୁରୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ!-->…
Read More...
Read More...
ଆଳତୁମା ଗ୍ରାମରେ ଦୁଃଖଜନକ ଘଟଣା : ପତଞ୍ଜଳି ଯୋଗ ସମିତିର ମାନବିକ ପଦକ୍ଷେପ !
ଢ଼େଙ୍କାନାଳ: କାମାକ୍ଷାନଗର ସହର ଅନ୍ତର୍ଗତ ଆଳତୁମା ଗ୍ରାମ, ୧୩ ନମ୍ବର ୱାର୍ଡ, ପାତ୍ର ସାହିର ନିବାସୀ କଵିତା ପାତ୍ର ଙ୍କର ଘର ପୂର୍ବାହ୍ନ ୧୧ଟା ସମୟରେ ଅଗ୍ନିକାଣ୍ଡରେ ସମୂଳେ ପୋଡ଼ିଯାଇଛି। ବଖରା ଚାଳ ଘରଟି ସହ ବେଶ କିଛି ମୂଲ୍ୟବାନ ସାମଗ୍ରୀ — ୫ ବସ୍ତା ଧାନ, ୧ ବସ୍ତା ଚାଉଳ, ପିନ୍ଧିବା!-->…
Read More...
Read More...
ଭୁବନ ରେ ହିଙ୍ଗୁଳା ଯାତ୍ରା ଆରମ୍ଭ !
ଢ଼େଙ୍କାନାଳ: ଭୁବନ ର ପ୍ରସିଦ୍ଧ ଶକ୍ତି ପୀଠ ହିଙ୍ଗୁଳା ଠାକୁରାଣୀ ଙ୍କ ପବିତ୍ର ପୀଠ ରେ ଆଜି ୧୧ ତାରିଖ ଶୁକ୍ରବାର ଠାରୁ ୬୭ ତମ ହିଙ୍ଗୁଳା ଯାତ୍ରା ଆରମ୍ଭ ହୋଇଯାଇଛି। ସୋମବାର ଅପରାହ୍ନରେ ଶତାଧିକ ପୁରୁଷ ,ମହିଳା କଳସ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ମା ହିଙ୍ଗୁଳା ଙ୍କ!-->…
Read More...
Read More...
ଆଦିବାସୀ ପରିବାର ପାଇଁ ବିଶୁଦ୍ଧ ପିଇବା ପାଣି ଟୋପାଏ ସାତସପନ !
ଢେଙ୍କାନାଳ– କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ମରୁବିଲି ଗ୍ରାମପଞ୍ଚାୟତର ସାରିଓ ଗ୍ରାମର ଉପର ସାହିରେ ଏବେ ବି ପିଇବା ପାଣି ସମସ୍ୟା ଜଟିଳ ଅବସ୍ଥାରେ ଅଛି । ବସୁଧା ଯୋଜନା ଅନ୍ତର୍ଗତ ଯଥାପି ଯୋଜନା ଉପଲବ୍ଧ ଅଛି, ତଥାପି ଗ୍ରାମବାସୀଙ୍କ ପାଖରେ ବିଶୁଦ୍ଧ ପିଇବା ପାଣି ଉପଲବ୍ଧ ହୋଇପାରୁନାହିଁ!-->…
Read More...
Read More...
ଆନ୍ଦୋଳନର ଚେତାବନୀ ଦେଲା ଭାଗିରଥି ସାଗର ସୁରକ୍ଷା ସମିତି !
ଢେଙ୍କାନାଳ : ଭାଗିରଥି ସାଗରରୁ ପଙ୍କ ମାଟି ସମ୍ପୂର୍ଣ୍ଣ ବାହାରକୁ ନିଷ୍କାସନ କରାଯିବାପାଇଁ ଅନୁରୋଧ କରିଛି ଭାଗିରଥି ସାଗର ସୁରକ୍ଷା ସମିତି l ତିନି ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଭାଗିରଥି ସାଗର ଚତୁର୍ପାଶ୍ୱରେ ବସବାସ କରୁଥିବା ସ୍ଥାନୀୟ!-->…
Read More...
Read More...
ଭୁବନ ବନ ବିଭାଗ ତରଫରୁ ମାଙ୍କଡ଼ା ପଥର ଟ୍ରକ୍ ଜବତ !
ଢ଼େଙ୍କାନାଳ : ଭୁବନ ବନ ବିଭାଗ ତରଫରୁ ଲଘୁ ଖଣିଜ ପଦାର୍ଥ ଚୋରା କାରବାର କୁ ବନ୍ଦ କରିବା ସକାଶେ ବିଭିନ୍ନ ସ୍ଥାନରେ ରୀତିମତ ଚଢ଼ାଉ ଚାଲିଛି । ଆଜି ବନ ବିଭାଗ ଅତିରିକ୍ତ ରେଞ୍ଜର ଙ୍କ ତତ୍ତ୍ଵାବଧାନରେ ଫରେଷ୍ଟର କଳ୍ପନା ବେହେରା ଓ ସ୍କ୍ୱାର୍ଡ ଭୁବନ ବ୍ଲକ ଅନ୍ତର୍ଗତ ମାଳୁଆ ଗୋଡା ଠାରେ!-->…
Read More...
Read More...
ଭୁବନ ଗାୟତ୍ରୀ ଭବନ ଠାରେ ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ ମିଶ୍ର ଙ୍କୁ ଜନ୍ମ ଦିନରେ ସମ୍ବର୍ଦ୍ଧନା !
ଢ଼େଙ୍କାନାଳ: ଭୁବନ ଗାୟତ୍ରୀ ଭବନ ଠାରେ ଓଡିଶା ପୂଜ୍ୟ ପୂଜା ପରିଷଦ ଓ ଭୁବନ ଆଞ୍ଚଳିକ ସାହିତ୍ୟ କଳା ସେବା ପରିଷଦ ମିଳିତ ଆନୁକୁଲ୍ୟରେ ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର ଙ୍କ ୭୯ ତମ ଜୟନ୍ତୀ ( ଜନ୍ମ ଉତ୍ସବ ) ପାଳନ କରାଯାଇଅଛି । ସେବରତ୍ନ ଶିକ୍ଷାବିତ୍ ବିପ୍ରବର ସାହୁ ମୁଖ୍ୟ!-->…
Read More...
Read More...
“ଓଡ଼ିଆ ପକ୍ଷ” ଅବସରରେ “ଆସ ବହିଟିଏ କିଣିବା” ଦିବସ ପାଳିତ !
ଢ଼େଙ୍କାନାଳ: ଅପ୍ରେଲ ୧ ତାରିଖ ଠାରୁ ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ସାରା ରାଜ୍ୟରେ ଉତ୍ସାହ ଉଦ୍ଦୀପନାର ସହ ପ୍ରଥମ ଥର ପାଇଁ "ଓଡ଼ିଆ ପକ୍ଷ" ପାଳନ କରାଯାଉଛି । ଏହି ଅବସରରେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ଥାନୀୟ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଠାରେ " ଆସ!-->…
Read More...
Read More...
ଦମ୍ପତିଙ୍କ ମୃତ୍ୟୁକୁ ନେଇ ଆଳତୁମା ଗାଁ କମିଟି ଉପଜିଲ୍ଲାପାଳଙ୍କୁ ୪ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ !
ଢ଼େଙ୍କାନାଳ : କାମାକ୍ଷାନଗର ସହର ନିକଟବର୍ତ୍ତୀ ୫୩ ନମ୍ବର ଜାତୀୟ ରାଜପଥର ଆଳତୁମା ଵଡଵିଲା ସାହି ଛକ ଠାରେ ଗତ ୨୭ ତାରିଖରେ ଏକ ଦ୍ରୁତଗାମୀ ଟ୍ରକ ଧକ୍କାରେ ସ୍ଵାମୀ ସ୍ତ୍ରୀ ଗୁରୁତର ହୋଇଥିଲେ । ସ୍ଵାମୀ ବିପ୍ରଵର ପାତ୍ରଙ୍କ ମୃତ୍ୟୁ ହୋଇଥିଵାଵେଳେ ସୋମବାର ସ୍ତ୍ରୀ କୁନ୍ତଳା ପାତ୍ରଙ୍କ!-->…
Read More...
Read More...
ଢେଙ୍କାନାଳ ବରା ଦିବସ ପାଳିତ !
* " ଇତିହାସ ପୃଷ୍ଠାରେ ଢେଙ୍କାନାଳ ବରା " ଓ " ମୋ ବରା ମୋ ପରିଚୟ" ଶୀର୍ଷକ ଦୁଇଟି ପୁସ୍ତକ ପ୍ରକାଶ
* "ଢେଙ୍କାନାଳ ବରା" ଏକ ସଂଗୀତର ଲୋକାର୍ପଣ
ଢେଙ୍କାନାଳ : ଜିଲ୍ଲା ପ୍ରଶାସନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେଢେଙ୍କାନାଳ ବରା ଦିବସ!-->!-->!-->!-->!-->…
Read More...
Read More...