Browsing Category
ଓଡିଶା
ବାରସିଙ୍ଗାରେ ବଧୁ ମୃତ୍ୟୁ: ହତ୍ୟା ନା ସ୍ୱାଭାବିକ ? ତଦନ୍ତ ଜାରି !
ପରିବାର ଅଭିଯୋଗ ଉପରେ ଉଠିଛି ନୂଆ ପ୍ରଶ୍ନ, ପୋଲିସ କାର୍ଯ୍ୟଶୂନ୍ୟତା ନେଇ ଅସନ୍ତୋଷ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅସରଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାରସିଙ୍ଗା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ଏକ ବଧୁ ଲିଭାଲିନ୍ ସାହୁଙ୍କ ମୃତ୍ୟୁ ନେଇ ଅଭିଯୋଗ!-->!-->!-->…
Read More...
Read More...
ଆତିଣ୍ଡା ଉପ୍ରା ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟ କରାଯିବା ନେଇ ଗ୍ରାମବାସୀଙ୍କ ପ୍ରସ୍ତାବ !
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଯୋରନ୍ଦା ପଞ୍ଚାୟତ ଅଧୀନରେ ଥିବା ଆତିଣ୍ଡା ଗ୍ରାମରେ ଅବସ୍ଥିତ ଉପ୍ରା ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟ କରାଯିବା ପ୍ରସ୍ତାବକୁ ଗ୍ରାମବାସୀ ମଧ୍ୟରୁ ଅନେକ ସ୍ବାଗତ ମିଳୁଛି।
ଏହି ବିଦ୍ୟାଳୟ ପୂର୍ବରୁ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ!-->!-->!-->…
Read More...
Read More...
୬୨ବର୍ଷୀୟ ବ୍ୟକ୍ତିଙ୍କୁ କଚାଡି ମାରିଲା ଦନ୍ତା : ବନବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ !
ଢ଼େଙ୍କାନାଳ : ହିନ୍ଦୋଳ ବନାଞ୍ଚଳ ଗୁଳେହି ଗ୍ରାମପଞ୍ଚାୟତ ଅନ୍ତର୍ଗତ କଲଣ୍ଡା ଗ୍ରାମରେ ଆଜି ଭୋର୍ ସମୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ କଲଣ୍ଡା ଗ୍ରାମ ଅନ୍ତର୍ଗତ ଜେନା ସାହିର ଛବି ଦେହୁରୀ (୬୨) ନାମକ ଏକ ବ୍ୟକ୍ତି ଭୋର୍ ସମୟରେ ନିଜ ଆମ୍ବ ବଗିଚାକୁ ଯାଉଥିବା ବେଳେ!-->…
Read More...
Read More...
ସାଇକୁ ଚୟନ ହୋଇଥିବା କୁନି ବ୍ୟାଡମିଣ୍ଟନ ପ୍ରତିଭାଙ୍କୁ ସ୍ୱାଗତ ସମ୍ବର୍ଦ୍ଧିନା
ଢେଙ୍କାନାଳ: ନିକଟରେ ଭାରତୀୟ କ୍ରୀଡା ଆୟୋଗ (ଏସଆଇ) ପକ୍ଷରୁ ଚୟନ ପ୍ରକ୍ରିୟାରେ ଭାଗ ନେଇ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ପାଇଁ ୧୩ବର୍ଷରୁ କମ ବର୍ଗରେ ଢେଙ୍କାନାଳ ଜର୍ଜ ସରକାରୀ ୟୁପି ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ର ପୀୟୂଷ ରଞ୍ଜନ ବେହେରା, ଢେଙ୍କାନାଳ ଏସ ଡି ଗାର୍ଲସ ହାଇସ୍କୁଲର ସପ୍ତମ ଶ୍ରେଣୀ!-->…
Read More...
Read More...
ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ଵୟୋ ଯୋଜନା ଶୁଭାରମ୍ଭର…
ଢେଙ୍କାନାଳ : ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ଵୟୋ ଯୋଜନା ଶୁଭାରମ୍ଭ ଅନ୍ତର୍ଗତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ ମିନି ଷ୍ଟାଡିଅମରେ ଅନୁଷ୍ଠିତ ହେଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଖାଉଟି!-->…
Read More...
Read More...
ଓଡ଼ିଆ ପକ୍ଷ ପାଳନ ଅବସରରେ ଯୁବ ଲେଖକ ସମ୍ମିଳନୀ ଅନୁଷ୍ଠିତ !
ଢେଙ୍କାନାଳ : ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉ ଥିବା ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ ଯୁବ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି । ଏହି!-->…
Read More...
Read More...
ଓଡ଼ିଆ ପକ୍ଷ ପାଳନ ଅବସରରେ ବନ୍ଦନୀୟ ବରପୁତ୍ର ଉତ୍ସବ ଅନୁଷ୍ଠିତ !
ଢେଙ୍କାନାଳ : ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉ ଥିବା ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ ବନ୍ଦନୀୟ ବରପୁତ୍ର ଉତ୍ସବ ଅନୁଷ୍ଠିତ ହୋଇଅଛି । ଏହି ଉତ୍ସବରେ!-->…
Read More...
Read More...
ହିନ୍ଦୋଳରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ : ୫ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୨୫ ସ୍ମାର୍ଟ କାର୍ଡ୍ ବଣ୍ଟନ !
ଢ଼େଙ୍କାନାଳ : ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନାର ଲୋକାର୍ପଣ ହୋଇଯାଇଛି । କଟକର ଐତିହାସିକ ବାଲିଯାତ୍ରା ପଡିଆରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଉକ୍ତ ଯୋଜନାର ଲୋକାର୍ପଣ କରିଛନ୍ତି । ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ଆନୁକୂଲ୍ୟରେ ଅନୁଷ୍ଟିତ!-->…
Read More...
Read More...
କଣ୍ଟ୍ରୋଲ ଡିଲର ଉଚ୍ଛେଦକୁ ବିରୋଧ କରି ହିନ୍ଦୋଳ ଉପଜିଲ୍ଲାପାଳ ଙ୍କୁ ଫେରାଦ ହେଲେ ଗ୍ରାମବାସୀ !
ଢ଼େଙ୍କାନାଳ: ହିନ୍ଦୋଳ ବ୍ଲକରେ ରାଜନୈତିକ ଉଦ୍ଦେଶ୍ୟପାଇଁ କିଛି ନ୍ୟସ୍ତ ସ୍ୱାର୍ଥପର ବ୍ୟକ୍ତିଙ୍କ ପ୍ରରୋଚନାରେ ମହିଳା ଏସଏସଜି ଗ୍ରୁପରୁ କଣ୍ଟ୍ରୋଲ ଡିଲର ସାମଗ୍ରୀ ଯୋଗାଣ ବାତିଲ କରାଯାଇ ଗ୍ରାମଠାରୁ ଦୂର ହାତୀପ୍ରବଣ ଅଞ୍ଚଳରେ ଦିଆଯିବାକୁ ନେଇ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।!-->…
Read More...
Read More...
ମନରେଗା କାମରେ ଦୁର୍ନୀତି ନେଇ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ !
ଢ଼େଙ୍କାନାଳ: ହିନ୍ଦୋଳ ବ୍ଲକରେ ମନରେଗା କାମରେ ଅନିୟମିତତା ନେଇ ସ୍ଥାନୀୟ ଜନସାଧାରଣ ଉପଜିଲ୍ଲାପାଳଙ୍କ ନିକଟରେ କରିଛନ୍ତି ଅଭିଯୋଗ। ସୂଚନା ଅନୁଯାୟୀ ହିନ୍ଦୋଳ ବ୍ଲକ୍ ଜରଡ଼ା ପଂଚାୟତରେ ମନରେଗା କାମରେ ପୋଖରୀ ଖୋଳା, ଷ୍ଟ୍ରେଞ୍ଜ ଖୋଳା ଇତ୍ୟାଦିରେ ଶ୍ରମିକ ବଦଳରେ ମେସିନ୍ ଦ୍ୱାରା କାମ!-->…
Read More...
Read More...