ଢେଙ୍କାନାଳ ଢେଙ୍କାନାଳ ଜିଲ୍ଲାରେ ଶୂନ୍ଯ କରୋନା ଆକ୍ରାନ୍ତ ଚିହ୍ନଟ ! Tehelka Dhenkanal Apr 4, 2022 0 ଢେଙ୍କାନାଳ ଜିଲ୍ଲାରେ ଶୂନ୍ଯ କରୋନା ଆକ୍ରାନ୍ତ ଚିହ୍ନଟ ! Read More...
ଢେଙ୍କାନାଳ ବଜରଙ୍ଗ କ୍ଲବ ଆନୁକୂଲ୍ୟରେ ଏକ ସେଲଫି ପଏଣ୍ଟ ଉଦ୍ଘାଟିତ ! Tehelka Dhenkanal Apr 4, 2022 0 ଢ଼େଙ୍କାନାଳ : ଗତ ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଅବସରରେ ସ୍ବେଚ୍ଛାସେବୀ ସଙ୍ଗଠନ ବଜରଙ୍ଗ କ୍ଲବ ଆନୁକୂଲ୍ୟରେ ଏକ ସେଲଫି ପଏଣ୍ଟ ଉଦ୍ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଢ଼େଙ୍କାନାଳର ବିଧାୟକ ସୁଧୀର କୁମାର ସାମଲ, ସମ୍ମାନିତ ଅତିଥି ଭାବେ ଢ଼େଙ୍କାନାଳର ଜିଲ୍ଲାପାଳ ସରୋଜ!-->!-->!-->!-->!-->… Read More...
ଢେଙ୍କାନାଳ ଭୁବନ; ଆର. ଏସ୍. ଏସ. ର କାର୍ଯ୍ୟ କର୍ତ୍ତା ଙ୍କ ଦ୍ଵାରା ହିନ୍ଦୁ ନବ ବର୍ଷ ପାଳିତ ! Tehelka Dhenkanal Apr 4, 2022 0 ଢ଼େଙ୍କାନାଳ : ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ସ୍ୱାମୀ ବିବେକାନନ୍ଦ ସାୟଂ ଶାଖା ମାର୍ଥାପୁର ଆନୁକୁଳ୍ଯରେ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳିତ ହୋଇଯାଇଛି I ପ୍ରାତଃ ୭ ଘଟିକା ସମୟରେ ମା ମାନଙ୍କ ଦ୍ଵାର ଶଙ୍ଖ ଘଣ୍ଟ ଓ ହୁଳହୁଳି ନାଦ ଶହ ନବ ବର୍ଷ କୁ ସ୍ୱାଗତ କରାଯାଈଥିଲା I ଏହି ଅବସରରେ!-->!-->!-->… Read More...
ଓଡିଶା ସଚିଦାନନ୍ଦଙ୍କୁ ପୋଲିସ ସମ୍ମାନ ! Tehelka Dhenkanal Apr 3, 2022 0 ଢେଙ୍କାନାଳ : ଭୁବନ ବାସିନ୍ଦା ସଚିଦାନନ୍ଦ ସାହୁଙ୍କୁ ପୋଲିସ ମୁଖ୍ୟାଳୟରେ ଡିଜିପି ଡିସ୍କି ସମ୍ମାନରେ ସମ୍ମାନିତ କରାଯାଇଛି । ସଚିଦାନନ୍ଦ ସିବିଆଇର ଭୈରବଙ୍କେଶ୍ୱର ଶାଖାରେ ୨୦୦୭ ମସିହାରେ ଚାକିରୀ ଆରମ୍ଭ କରି ଥିଲେ । ବର୍ତମାନ ଡିଏସପି ର୍ୟାଙ୍କରେ କାର୍ଯ୍ୟକରୁଛନ୍ତି । ତାଙ୍କ!-->!-->!-->… Read More...
ଢେଙ୍କାନାଳ ଗୁରୁଦେବଜୀ ଫାଉଣ୍ଡେସନ ତରଫରୁ ଓଡିଶା ଦିବସ ପାଳିତ ! Tehelka Dhenkanal Apr 3, 2022 0 ଢେଙ୍କାନାଳ : ସହରର ସ୍ଥିତ ମମତା ମଣ୍ଡପ ଠାରେ ଗୁରୁଦେବଜୀ ଫାଉଣ୍ଡେସନ୍ ତରଫରୁ ଓଡିଶା ଦିବସ ଉପଲକ୍ଷେ "ମୁଁ ଓଡିଆ, ମୋ ଭାଷା ବଢିଆ'' କାର୍ଯ୍ୟକ୍ରମ ପାଳିତ ହୋଇଯାଇଅଛି । ଏହି ଅବସରରେ ଗୁରୁଦେବଜୀ ଏକାଡେମୀର ଛାତ୍ରଛାତ୍ରୀ, ଫାଉଣ୍ଡେସନ୍ର ଯୁବ, ମହିଳା ଓ ଢେଙ୍କାନାଳବାସୀ ଯୋଗଦେଇଥିଲେ ।!-->!-->!-->… Read More...
ଢେଙ୍କାନାଳ ଜିଲ୍ଲାସ୍ତରୀୟ ଜଳ ଓ ପରିମଳ କମିଟି ବୈଠକ : ପାନୀୟ ଜଳ ଯୋଗାଣକୁ ନିଶ୍ଚିତ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ! Tehelka Dhenkanal Apr 3, 2022 0 ଢେଙ୍କାନାଳା :ଜିଲ୍ଲା କାର୍ଯ୍ୟାଳୟସ୍ଥ ସଦଭାବନା ହଲ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଜଳ ଓ ପରିମଳ କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପାନୀୟ ଜଳ ଅଭାବ ଯୋଗୁ ଯେପରି କୌଣସି ଠାରେ ଆଇନ ଶୃଙ୍ଖଳା ସମସ୍ୟା ନ ଉପୁଜିବ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ଜିଲ୍ଲାପାଳ,!-->!-->!-->… Read More...
ଢେଙ୍କାନାଳ ପ୍ରଶାସନ ଦ୍ୱାରା ଅନୁଷ୍ଠିତ ହୋଇଥିବା ଓଡିଶା ଦିବସ କାର୍ଯ୍ୟକ୍ରମ କୁ ନେଇ ଅସନ୍ତୋଷ ! Tehelka Dhenkanal Apr 3, 2022 0 ଢେଙ୍କାନାଳ:କରୋନା ମହାମାରୀ କଟକଣା ହେତୁ ବିଗତ ଦୁଇ ବର୍ଷ ହେଲା ରାଜ୍ୟ ତଥା ଜିଲ୍ଲାରେ କୌଣସି ଉତ୍ସବ,ସାଂସ୍କୃତିକ କାର୍ଯ୍ୟକ୍ରମ ଏପରିକି ଉତ୍କଳ ଦିବସ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବା ସମ୍ଭବ ହୋଇପାରୁନଥିଲା । ମାତ୍ର ଚଳିତ ବର୍ଷ କରୋନା ସଙ୍କଟ ଟଳିଥିବାରୁ ଏହି ଉତ୍କଳ ଦିବସ!-->!-->!-->… Read More...
ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲଙ୍କ ସାମ୍ବାଦିକ ସମ୍ମିଳନୀ : ନଗରପାଳିକାଙ୍କୁ ଗୁଳିମାଡ ଘଟଣା ରାଜନୈତିକ ନୁହେଁ, ବ୍ୟବସାୟୀକ… Tehelka Dhenkanal Apr 3, 2022 0 ଢେଙ୍କାନାଳ : ଶାନ୍ତ ଢେଙ୍କାନାଳ ସହରରେ ନବ ନିର୍ବାଚିତ ନଗରପାଳ ଜୟନ୍ତୀ ପାତ୍ରଙ୍କ ଘର ଆଗରେ ହୋଇଥିବା ଫାଙ୍କା ଗୁଳିଚାଳନା ଘଟଣା ସହରବାସୀଙ୍କ ମନରେ ତୀବ୍ର ଆଲୋଡନ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ତୁରନ୍ତ ଅଭିଯୁକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରିବା ପାଇଁ ଦାବୀ!-->!-->!-->… Read More...
ଓଡିଶା ସୁଦୂର ଅହମଦାବାଦ୍ରେ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ ତରଫରୁ ଉତ୍କଳ ଦିବସ ପାଳିତ ! Tehelka Dhenkanal Apr 3, 2022 0 ପୁନେସ୍ଥିତ ଅଗ୍ରଣୀ ପ୍ରବାସୀ ଓଡିଆ ସ୍ୱେଚ୍ଛାସେବୀ ସଂଗଠନ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ ସମାଜ ସେବା କ୍ଷେତ୍ରରେ ଆଉ ପାଦେ ଆଗକୁ ବଢିଛି । ସଂଗଠନ ତରଫରୁ ଗୁଜୁରାଟର ଅହମଦାବାଦ୍ସ୍ଥିତ ଭୀଷ୍ମ କିଡସ୍ ନାମକ ସ୍ଥାନରେ ଅନାଥ ଶିଶୁମାନଙ୍କ ସହିତ ଉତ୍କଳ ଦିବସ ପାଳନ କରାଯିବା ସହିତ!-->!-->!-->… Read More...
ଢେଙ୍କାନାଳ ଢେଙ୍କାନାଳ ଜିଲ୍ଲାରେ ଶୂନ୍ଯ କରୋନା ଆକ୍ରାନ୍ତ ଚିହ୍ନଟ ! Tehelka Dhenkanal Apr 3, 2022 0 ଢେଙ୍କାନାଳ ଜିଲ୍ଲାରେ ଶୂନ୍ଯ କରୋନା ଆକ୍ରାନ୍ତ ଚିହ୍ନଟ ! Read More...