ବଜରଙ୍ଗ କ୍ଲବ ଆନୁକୂଲ୍ୟରେ ଏକ ସେଲଫି ପଏଣ୍ଟ ଉଦ୍ଘାଟିତ !

ଢ଼େଙ୍କାନାଳ : ଗତ ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଅବସରରେ ସ୍ବେଚ୍ଛାସେବୀ ସଙ୍ଗଠନ ବଜରଙ୍ଗ କ୍ଲବ ଆନୁକୂଲ୍ୟରେ ଏକ ସେଲଫି ପଏଣ୍ଟ ଉଦ୍ଘାଟିତ ହୋଇଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବେ ଢ଼େଙ୍କାନାଳର ବିଧାୟକ ସୁଧୀର କୁମାର ସାମଲ, ସମ୍ମାନିତ ଅତିଥି ଭାବେ ଢ଼େଙ୍କାନାଳର ଜିଲ୍ଲାପାଳ ସରୋଜ କୁମାର ସେଠୀ ଏବଂ ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅତନୁ ସାମନ୍ତ ପ୍ରମୁଖ ଯୋଗଦେଇ ମୁଁ ଓଡ଼ିଆ ନାମକ ଫଳକକୁ ଉଦ୍ଘାଟନ କରିଥିଲେ।

Leave A Reply

Your email address will not be published.

2 × 1 =