ସଚିଦାନନ୍ଦଙ୍କୁ ପୋଲିସ ସମ୍ମାନ !

ଢେଙ୍କାନାଳ : ଭୁବନ ବାସିନ୍ଦା ସଚିଦାନନ୍ଦ ସାହୁଙ୍କୁ ପୋଲିସ ମୁଖ୍ୟାଳୟରେ ଡିଜିପି ଡିସ୍କି ସମ୍ମାନରେ ସମ୍ମାନିତ କରାଯାଇଛି ।

ସଚିଦାନନ୍ଦ ସିବିଆଇର ଭୈରବଙ୍କେଶ୍ୱର ଶାଖାରେ ୨୦୦୭ ମସିହାରେ ଚାକିରୀ ଆରମ୍ଭ କରି ଥିଲେ । ବର୍ତମାନ ଡିଏସପି ର‌୍ୟାଙ୍କରେ କାର୍ଯ୍ୟକରୁଛନ୍ତି । ତାଙ୍କ କାର୍ଯ୍ୟରେ ସନ୍ତୁଷ୍ଟି ପ୍ରକାଶ କରି ପୋଲିସ ବିଭାଗ ପକ୍ଷରୁ ତାଙ୍କୁ ଡିଜିପି ଡିସ୍କି ସମ୍ମାନରେ ସମ୍ମାନିତ କରାଯାଇଛି ।

ଏ ଖବର ସମଗ୍ର ଭୁବନ ପାଇଁ ଖୁସିର ବିଷୟ ହୋଇପାରିଛି । କାମାକ୍ଷାନଗର ତେରଥାନ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ତାଙ୍କୁ ଶୁଭେଛା ଜଣାଯାଇଛି ।

Leave A Reply

Your email address will not be published.

12 − ten =