ଢେଙ୍କାନାଳ ଢେଙ୍କାନାଳ ଜିଲ୍ଲାରେ ଶୂନ୍ଯ କରୋନା ଆକ୍ରାନ୍ତ ଚିହ୍ନଟ ! Tehelka Dhenkanal Apr 22, 2022 0 ଢେଙ୍କାନାଳ ଜିଲ୍ଲାରେ ଶୂନ୍ଯ କରୋନା ଆକ୍ରାନ୍ତ ଚିହ୍ନଟ ! Read More...
ଢେଙ୍କାନାଳ ଢେଙ୍କାନାଳ ଜିଲ୍ଲା ବେସରକାରୀ କଲେଜ୍ ଶିକ୍ଷକ ଓ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ ! Tehelka Dhenkanal Apr 21, 2022 0 ଢେଙ୍କାନାଳ : କାମାକ୍ଷାନଗର ମହାବିଦ୍ୟାଳୟ ପରିସରରେ ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀ ସଂଘ ଢେଙ୍କାନାଳ ଶାଖାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାଧାରଣ ସଂପାଦକ ଚିତ ମହାପାତ୍ର ଏବଂ ସମ୍ମାନୀତ ଅତିଥି ଭାବେ!-->!-->!-->… Read More...
ଢେଙ୍କାନାଳ ବେଆଇନ ଖନନ ଓ ଚୋରା ଚାଲାଣ ରୋକିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ ଗୋଟିଏ ହିଟାଚି ମେସିନ ଓ ଦୁଇଟି ଟ୍ରକ ଜବତ… Tehelka Dhenkanal Apr 21, 2022 0 ଢେଙ୍କାନାଳ: ଖଣି ଖଦାନରେ ବେଆଇନ ଖନନ ଓ ଚାରା ଚାଳାଣକୁ ରୋକିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମିତ ଭାବେ ଚଢାଉ ଜାରି ରହିଛି । ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ରାତିରେ ଗଁଦିଆ ତହସିଲ ଅନ୍ତର୍ଗତ ନେଉଳପୋଇ ଠାରୁ ବେଆଇନ ଭାବେ ଖନନ କରୁଥିବା ଗୋଟିଏ!-->!-->!-->… Read More...
ଢେଙ୍କାନାଳ ବିରୋଧିଦଳ ପରିଷଦ ପାଇଁ ପ୍ରସ୍ତାବକ ଦଳ ଭାବେ ପରିଚୟ ଲାଭ କରିବ : ଶୁଭେନ୍ଦୁ କୁମାର ସାହୁ , ନଗରପାଳ, ଭୁବନ ! Tehelka Dhenkanal Apr 21, 2022 0 ଢ଼େଙ୍କାନାଳ: ନିର୍ବାଚନ ପରେ ପ୍ରଥମଥର ପାଇଁ ଭୁବନ ପୌର ପରିଷଦ ର ବୈଠକ ବସିଥିଲା । ବୈଠକ ରେ ସଭାପତିତ୍ବ କରିଥିଲେ ନବନିର୍ବାଚିତ ନଗରପାଳ ଶୁଭେନ୍ଦୁ କୁମାର ସାହୁ । ମୁଖ୍ଯ ଅତିଥି ରୁପେ ଯୋଗ ଦେଇଥିଲ ସ୍ଥାନୀୟ ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ସମ୍ମାନୀତ!-->… Read More...
ଢେଙ୍କାନାଳ ୧୧ନଂ.ୱାର୍ଡରେ ପୌରପାଳିକା ପକ୍ଷରୁ ସଫେଇ ଅଭିଯାନ ଆରମ୍ଭ ! Tehelka Dhenkanal Apr 20, 2022 0 ଢେଙ୍କାନାଳ : ସହରରେ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ନବ ନିର୍ବାଚିତ ନଗରପାଳ ଜୟନ୍ତୀ ପାତ୍ର ନିର୍ଦ୍ଦେଶ ଦେଇଥିବା ବେଳେ ପୌର ପ୍ରଶାସନ ପକ୍ଷରୁ ବିଭିନ୍ନ ୱାର୍ଡରେ ସଫେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଏହି କ୍ରମରେ ୧୧ ନଂ.ୱାର୍ଡ କାଉନସିଲ ଲକ୍ଷ୍ମୀପ୍ରିୟା ଦଳେଇଙ୍କ!-->!-->!-->… Read More...
ଢେଙ୍କାନାଳ ଗଁଦିଆ;ଷଡ଼ଙ୍ଗୀ ନୂଆ ସାହି ରେ ଶିକ୍ଷା ସଚେତନତା ରଥ କୁ ବିପୁଳ ସମ୍ବର୍ଦ୍ଧନା ! Tehelka Dhenkanal Apr 20, 2022 0 ଢେଙ୍କାନାଳ : ଗଁଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ ନୂଆ ସାହି ରେ ଶିକ୍ଷା ସଚେତନତା ରଥ କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି। ଷଡ଼ଙ୍ଗୀ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅର୍ଜୁନ ଚରଣ ସେଠୀ ଓ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ!-->!-->!-->… Read More...
ଢେଙ୍କାନାଳ ଗଁଦିଆ; ଛୋଟ ତେନ୍ତୁଳିରେ ଜଳସମସ୍ୟା : ପାଣି ଟୋପାଏ ପାଇଁ ଡହଳ ବିକଳ ! Tehelka Dhenkanal Apr 20, 2022 0 ଢ଼େଙ୍କାନାଳ : ଗାଁଦିଆ ବ୍ଲକ୍ ଅନ୍ତର୍ଗତ ଖଙ୍କିରା ପଞ୍ଚାୟତର ୧୨ନମ୍ବର ୱାର୍ଡ଼ ଛୋଟତେନ୍ତୁଳି ଗ୍ରାମ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ l ଲୋକସଂଖ୍ୟା ୧୦୦୦ ରୁ ଉର୍ଦ୍ଧ୍ଵ । ଏହି ଗ୍ରାମରେ ୫ଟି ନଳକୂପରୁ ୩ଟି ନଳକୂପ ସଂପୂର୍ଣ୍ଣ ଅଚଳ ହୋଇଥିବାବେଳେ ଅନ୍ୟ ୨ଟି ନଳକୂପର ଅବସ୍ଥା ଭଲ ନାହିଁ। !-->!-->!-->… Read More...
ଢେଙ୍କାନାଳ ଢେଙ୍କାନାଳ ଜିଲ୍ଲାରେ ଶୂନ୍ଯ କରୋନା ଆକ୍ରାନ୍ତ ଚିହ୍ନଟ ! Tehelka Dhenkanal Apr 20, 2022 0 ଢେଙ୍କାନାଳ ଜିଲ୍ଲାରେ ଶୂନ୍ଯ କରୋନା ଆକ୍ରାନ୍ତ ଚିହ୍ନଟ ! Read More...
ଢେଙ୍କାନାଳ ନିର୍ଦ୍ଦିଷ୍ଟ ସଂଖ୍ୟାଠୁ ଅଧିକ ସଂଖ୍ୟାରେ ସ୍କୁଲ ପିଲାଙ୍କ ପରିବହନ : ପିଲା କେତେ ସୁରକ୍ଷିତ ! Tehelka Dhenkanal Apr 20, 2022 0 ଢ଼େଙ୍କାନାଳ : କୋଭିଡ କଟକଣା ରେ ବନ୍ଦ ଥିବା ସ୍କୁଲ ଦିର୍ଘ ଦିନ ପରେ ଚଳିତ ଶିକ୍ଷାବର୍ଷ ପାଠ୍ୟକ୍ରମ ଆରମ୍ଭ ହୋଇଛି । ସମସ୍ତ ସ୍କୁଲ ପାଠ ପଢା ଆରମ୍ଭ ହୋଇଛି । ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ବସ୍ ଓ ଅନ୍ୟ ହାଲୁକା ଯାନ ମଧ୍ଯ ରେ ନିର୍ଦ୍ଦିଷ୍ଟ ସଂଖ୍ୟାଠୁ ଅଧିକ ସଂଖ୍ୟାରେ ସ୍କୁଲ!-->!-->!-->… Read More...
ଢେଙ୍କାନାଳ ସ୍ବର୍ଗତ ସୌମ୍ୟ ପ୍ରକାଶ ନନ୍ଦ ( ଯୁବ ସମାଜସେବୀ) ଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ସାମାଜିକ ସାଂସ୍କୃତିକ ବିକାଶ… Tehelka Dhenkanal Apr 19, 2022 0 ଢ଼େଙ୍କାନାଳ : ସାମାଜିକ ସାଂସ୍କୃତିକ ବିକାଶ ସଂଘ ତରଫ ରୁ ସ୍ୱର୍ଗତ ସୌମ୍ୟ ପ୍ରକାଶ ନନ୍ଦ ( ଯୁବ ସମାଜସେବୀ) ଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଢ଼େଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ର ରକ୍ତ ଭଣ୍ଡାର ଠାରେ ୧୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ଢେ଼ଙ୍କାନାଳ ମୁଖ୍ୟ!-->!-->!-->… Read More...