ସ୍ବର୍ଗତ ସୌମ୍ୟ ପ୍ରକାଶ ନନ୍ଦ ( ଯୁବ ସମାଜସେବୀ) ଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ସାମାଜିକ ସାଂସ୍କୃତିକ ବିକାଶ ସଂଘ ତରଫ ରୁ ରକ୍ତଦାନ:୧୨ ୟୁନିଟ ରକ୍ତ ସଂଗ୍ରହ !

ଢ଼େଙ୍କାନାଳ : ସାମାଜିକ ସାଂସ୍କୃତିକ ବିକାଶ ସଂଘ ତରଫ ରୁ ସ୍ୱର୍ଗତ
ସୌମ୍ୟ ପ୍ରକାଶ ନନ୍ଦ ( ଯୁବ ସମାଜସେବୀ) ଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଢ଼େଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ର ରକ୍ତ ଭଣ୍ଡାର ଠାରେ ୧୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

ଏଥିରେ ଢେ଼ଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ର ଲାବୋରେଟୋରୀ ଟେକ୍ନିସିଆନ୍ ବୁଲୁ ପଣ୍ଡା,ସୌମ୍ୟବ୍ରତ ସାହୁ ଙ୍କ ସହ ସଙ୍ଘର ସଭାପତି ସୌମ୍ୟା ମିଶ୍ର , ସଂଘର ଅଧକ୍ଷା ଅନନ୍ୟା ଦାସ ,ସଂଘ ର ସଦସ୍ୟା ସୁଶ୍ରୀ ସମ୍ୟକ୍ ଦର୍ଷିନି ନନ୍ଦ , ସିପୁନ ସାହୁ, ଅଭିଜିତ ଅଭିନନ୍ଦନ, ନିରାକାର ପାତ୍ର, ବିଶ୍ୱଜିତ୍ ରାଉତ, ରଘୁନାଥ ନନ୍ଦ, ସୌମ୍ୟ ସାଗର ମିଶ୍ର, ରାକେଶ ନନ୍ଦ, ସଞ୍ଜିତ ଦାସ , ବନଜୋଷ୍ନା ମହାନ୍ତି ଉପସ୍ଥିିତ ଥିଲେ।

Leave A Reply

Your email address will not be published.

5 × 4 =