ଆଇ.ଏ.ଏସ୍ ପ୍ରୋବେଶନଙ୍କ ଢେଙ୍କାନାଳ ଜିଲ୍ଲା ଗସ୍ତ !

ଢେଙ୍କାନାଳ :ଜିଲ୍ଲା ପରିଷଦ ସମ୍ମିଳନୀ ହଲ୍ କକ୍ଷରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ବିଭିନ୍ନ ରାଜ୍ୟରୁ ଭାରତ ଦର୍ଶନ କାର୍ଯ୍ୟକ୍ରମରେ ଆସିଥିବା ଆଇ.ଏ.ଏସ ପ୍ରୋବେଶନମାନଙ୍କୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିିନ୍ନ ଉନ୍ନୟନ ମୁଳକ ଏବଂ ଅଭିନବ କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣ୍ଣନା କରି
Read More...

ସାବିତ୍ରୀରେ ଆସିଲେନି ପତ୍ନୀ : ଆତ୍ମ ହତ୍ୟା କରିଲେ ସ୍ୱାମୀ !

ଢେଙ୍କାନାଳ : ପତ୍ନୀର ଚିରିତ୍ରକୁ ନେଇ ପତି ପତ୍ନୀ ମଧ୍ୟରେ ମତଭେଦ ଯୋଗୁ ଘଟିଛି ଅଭାବନୀୟ ଘଟଣା । ଏପରିକି ସାବିତ୍ରୀ ବ୍ରତରେ ନିଜର ସ୍ୱାମୀର ଦୀର୍ଘ ଜୀବନ କାମନାରେ ବ୍ରତ କରୁଥିବା ବେଳେ ଏହି ବ୍ରତ ପାଇଁ ସ୍ୱାମୀ ସୁଦୂର ଦୁବାଇରୁ ଘରକୁ ଫେରିଥିଲେ । ମାତ୍ର ନିଜ ବାପଘରକୁ ଯାଇଥିବା
Read More...

ଶ୍ରୀ ଗୁଣ୍ଡିଚା ଭଜନ ସମାରୋହ-୨୦୨୨ ପ୍ରଥମ ପ୍ରସ୍ତୁତି ବୈଠକ !

ଢେଙ୍କାନାଳ : ସ୍ଥାନୀୟ ଦଧିବାମନଜୀଉ ମନ୍ଦିର ପ୍ରାଙ୍ଗଣ ଠାରେ ଉପଦେଷ୍ଟା ବିଶିଷ୍‌ଟ ବଂଶିବାଦକ ଗଗନ ବିହାରୀ ନନ୍ଦଙ୍କ ସଭାପତିତ୍ୱରେ ଶ୍ରୀ ଗୁଣ୍ଡିଚା ଭଜନ ସମାରୋହ ୨୦୨୨ର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ତା.୦୧.୦୭.୨୦୨୨ରିଖ ପବିତ୍ର ଶ୍ରୀଗୁଣ୍ଡିଚା ଦିନ ଠାରୁ
Read More...

କାମାକ୍ଷାନଗର ; ଯୁବକ ଙ୍କ ଝୁଲନ୍ତା ମୃତଦେହ ଠାବ !

ଢ଼େଙ୍କାନାଳ : କାମାକ୍ଷାନଗର ଥାନା କାନପୁରା ଗ୍ରାମ ରେ ଥିବା ମିଶ୍ରିଲାଲ କମ୍ପାନୀ ର କ୍ୱାଟର ମଧ୍ୟରୁ ଜଣେ ଯୁବକ ଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି l ମୃତକ ଯୁବକ ଜଣକ ଖୁଣ୍ଟୁଣୀ ଥାନା ମହାକାଳ ବସ୍ତ ଗ୍ରାମ ର ଅମିତ ପୁହାଣ ବୋଲି ଜଣାପଡିଛି l ସୂଚନା ଅନୁସାରେ ଅମିତ ମିଶ୍ରିଲାଲ
Read More...

ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧା ମୃତ।

ଢେଙ୍କାନାଳ : କପିଳାସ ରେଞ୍ଜ ନେଉଳପୋଇ ଗାଁରେ ରାସ୍ତା ଉପରେ କଚାଡି ମାରିଲା ଦନ୍ତା। ମୃତକ ବୃଦ୍ଧା ହେଲେ ୬୨ ବର୍ଷୀୟା ବନୀତା ସାମଲ ।ବନୀତା ଭୋର ସମୟରେ ରାସ୍ତା ପାର ହେଉଥିବା ବେଳେ ଦନ୍ତା ହାବୁଡରେ ପଡିଥିଲେ । ଖବରପାଇ କପିଳାସ ରେଞ୍ଜର ତରୁଣ କୁମାର ମହାନ୍ତି ଓ ଫରେଷ୍ଟର ସସ୍ମିତା
Read More...

ଭାପୁର; ତପୋବନ ଆଶ୍ରମ ଓ ଓ ବିମଳିନୀ କ୍ଲ୍କିନ୍ ଫୁଏଲସ୍‌ ପ୍ରା ଲିଃ ଅନୁକୁଲ୍ୟରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବର…

ଢେଙ୍କାନାଳ : ଭାପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଆୟୋଜକ ତପୋବନ ଆଶ୍ରମ (ମୁକାମେଶ୍ଵର,କଟକ) ଓ ବିମଳିନୀ କ୍ଲ୍କିନ୍ ଫୁଏଲସ୍‌ ପ୍ରା ଲିଃ ଢେଙ୍କାନାଳ ଅନୁକୁଲ୍ୟରେ ଏବଂ ଭାପୁର ଗ୍ରାମପ଼ଞ୍ଚାୟତର ସହଯୋଗରେ ଏହି ଶିବିରଟି ଅନୁଷ୍ଠିତ ହୋଇଥିଲା | ଏହି ସ୍ୱାସ୍ଥ୍ୟ ଶିବରକୁ ମୁଖ୍ୟ ଅତିଥି ଭାବରେ
Read More...

ଭୁବନ ରାମ ମନ୍ଦିରରେ ଆଶୀର୍ବାଦ ଅନୁଷ୍ଠାନ ତରଫରୁ ରାମଲୀଳା ପରିବେଷଣ !

ଢ଼େଙ୍କାନାଳ: ଭୁବନ ରାମ ମନ୍ଦିର ପରିସର ରେ ଢେଙ୍କାନାଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶୀର୍ବାଦ ଓ ସଙ୍ଗୀତ ନାଟକ ଏକାଡେମୀ ନୂଆଦିଲ୍ଲୀ ମିଳିତ ସହଯୋଗରେ ସମ୍ପୂର୍ଣ୍ଣ ରାମାୟଣ (ରାମଲୀଳା) ଏକ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି।
Read More...

ଭିଜିଲାନ୍ସ ଜାଲରେ ହିନ୍ଦୋଳ ଏସଡିପିଓ : ୩୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ !

ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ହିନ୍ଦୋଳ ପୋଲିସ ଏସଡିପିଓ। ହିନ୍ଦୋଳ ଏସଡିପିଓ ମଳୟ ନାୟକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତିରିଶ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ ବିଭାଗ। ହିନ୍ଦୋଳ କାରନ୍ଦା ଅଞ୍ଚଳର ଜନୈକ ପଥରଖଣି ମାଲିକଙ୍କ ନିକଟରୁ ୩୦ହଜାର ଟଙ୍କା ଲାଞ୍ଚ
Read More...