ଢେଙ୍କାନାଳ ପୌର ନିର୍ବାଚନ ମଇଦାନ ପ୍ରଚାରରେ କମ୍ପୁଛି :ବିଜେଡି ପକ୍ଷରୁ ମାରାଥନ ପ୍ରଚାର !

ଢ଼େଙ୍କାନାଳ : ଢେଙ୍କାନାଳ ପୌର ନିର୍ବାଚନ ମଇଦାନ ପ୍ରଚାରରେ କମ୍ପୁଛି । ଢ଼େଙ୍କାନାଳ ପୌରାଞ୍ଚଳ ୱାର୍ଡ ୮ନଂ ,୧୩ନଂ ,୧୪ନଂ ସକାଳ ଏବଂ ଅପରାହ୍ନରେ ୧୧ନଂ ,୧୨ନଂ ଏବଂ ୧୫ନଂ ଓ୍ୱାର୍ଡରେ ବିଜେଡିରମାରାଥନ୍‌ ପ୍ରଚାର ଦେଖିବାକୁ ମିଳିଥିଲା । ୮ନଂ .ୱାର୍ଡ ଗଜମରାରୁ ଏକ ବିଶାଳ ଶୋଭାଯାତ୍ରା
Read More...

ଭାରସ୍ୟାମ ହରାଇ ଓଲଟିଲା ଟ୍ରକ : ଅଳ୍ପକେ ବର୍ତ୍ତି ଗଲେ ଚାଳକ !

ଢେଙ୍କାନାଳ : ମୋଟଗାଁ ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥ ହଳଦିଆବାହାଳ ମଠସାହି ନିକଟରେ ଏକ ମାଲ ବୋଝେଇ ଟ୍ରକ ଭାରସ୍ୟାମ ହରାଇ ଓଲଟି ପଡିଥିବାର ଦେଖିବାକୁ ମିଳିଥିଲା । ଏହି ଦୁର୍ଘଟଣାରେ ଚାଳକ ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଥିଲେ ।ଟ୍ରକ ଟି ଅନୁଗୋଳ ରୁ କଟକ ଯାଉଥିବା ବେଳେ ଏହି
Read More...

ଆମ ସଂସ୍କୃତି ଆମ ପରମ୍ପରା : ମହୁଲଖୋଳି ଗ୍ରାମ ରେ ଶ୍ରୀ ରାଧାକୃଷ୍ଣ କମିଟି ପକ୍ଷରୁ ଦୋଳ ଉତ୍ସବ ପାଳିତ !

ଢେଙ୍କାନାଳ : ଗଁଦିଆ ବ୍ଲକ ଅନ୍ତଗତ ମହୁଲଖୋଳି ଗ୍ରାମ ରେ ଶ୍ରୀ ରାଧାକୃଷ୍ଣ କମିଟି ଓ ଗୋପାଳ ମାନଙ୍କର ଦୃଶ୍ୟ ଦେଖିବାକୁ ମିଳିଛି l ଦୋଳ ପୂର୍ଣ୍ଣିମା। ଗାଁ ଗାଁରେ ଜମୁଛି ଦୋଳ ମେଲଣ। ଗାଁକୁ ଗାଁ, ସାହିକୁ ସାହି ବୁଲି ବୁଲି ଭୋଗ ଖାଇବା ସହ ରଙ୍ଗବେରଙ୍ଗ ଅବିରରେ ହୋଲି ଖେଳୁଛନ୍ତି ଦୋଳ
Read More...

ସବୁ ପିଲା ପଢ଼ିବେ ପାଠ : ଟାଟା ଆସପେୟାର୍ ର ଏହି ଶପଥ !

ଢ଼େଙ୍କାନାଳ: ଶିକ୍ଷାର ବିକାଶ ନିମନ୍ତେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି କିନ୍ତୁ ସଠିକ୍ ଭାବରେ କାର୍ଯ୍ୟକାରୀ ହେଉନଥିବାରୁ ଏହା ସଫଳ ହେଉନାହିଁ । ଟାଟା ଆସପେୟାର୍ ଚେଷ୍ଟା କରିଛି ସବୁ ବର୍ଗର ଓ ସବୁ ପ୍ରକାର ର ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିବ । ଏଣୁ ଏଥି ନିମିତ୍ତ
Read More...

ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଲୋକ ନୃତ୍ୟ ଓ ରୋଲ ପ୍ଲେ ପ୍ରତିଯୋଗିତା -୨୦୨୨ ଅନୁଷ୍ଠିତ !

ଢେଙ୍କାନାଳ: ସ୍ଥାନୀୟ ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ସଭାଗୃହରେ ଦିବା ୧୦ ଘଟିକା ସମୟରେ କୋଭିଡ-୧୯ ନିୟମାବଳୀ ସବୁକୁ ଅନୁପାଳନ କରି ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଲୋକ ନୃତ୍ୟ ଓ ରୋଲ ପ୍ଲେ ପ୍ରତିଯୋଗିତା -୨୦୨୨ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ
Read More...

ପ୍ରକାଶ ପରେ ତତ୍ପର ହେଲା ପ୍ରଶାସନ : ଆକାଶଙ୍କୁ ମିଳିଲା ସହାୟତା !

ଢ଼େଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ଓଢ଼ଣା ଗ୍ରାମର କୁମା କଅଁର ଓ ବିରଞ୍ଚି କଅଁର ଙ୍କ ପୁତ୍ର ଭିନ୍ନକ୍ଷମ ଆକାଶ କଅଁର (୧୬) ଙ୍କୁ ଟ୍ରାଇସାଇକେଲ ଙ୍କୁ ପ୍ରଦାନ ପାଇଁ ପ୍ରକାଶ ପରେ ତତ୍ପର ହୋଇଉଠିଥିଲା ବ୍ଲକ୍ ପ୍ରଶାସନ I ବ୍ଲକ୍ ସାମାଜ ମଙ୍ଗଳ ଅଧିକାରୀ ବିଜନ
Read More...