ଢେଙ୍କାନାଳ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତାଙ୍କ ଶପଥ ପାଠ !

ଢେଙ୍କାନାଳ : ଜିଲ୍ଲା ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ପାଠ ଓକିଲ ସଂଘର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ସଞ୍ଜୟ କୁମାର ମିଶ୍ର,ଉପସଭାପତି ପୁଷ୍ପକ ତ୍ରିପାଠୀ, ସମ୍ପାଦକ ଟଙ୍କଧର ବେହେରା, ଯୁଗ୍ମ ସମ୍ପାଦକ ରଞ୍ଜନ କୁମାର ମିଶ୍ର ,କୋଷାଧ୍ୟକ୍ଷ ରାଜେନ୍ଦ୍ର
Read More...

କାମାକ୍ଷାନଗର ନିର୍ବାଚିତ ନଗରପାଳ ଓ କାଉନସିଲରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା !

ଢେଙ୍କାନାଳ : କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜୁ ଜନତା ଦଳ କ୍ଲିନ ସୁଇପ କରିଥିବା ବେଳେ ନଗରପାଳ ଓ ସମସ୍ତ ୧୪ଟି ୱାର୍ଡର କାଉନସିଲର ମାନଙ୍କୁ କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ବିଜ୍ଞାପିତ ଅଞ୍ଚଳ ପରିଷଦର
Read More...

ଚାରିଜଣ ଭିନ୍ନକ୍ଷମ ବ୍ୟକ୍ତି ସାଧାରଣ ବ୍ୟକ୍ତି ଙ୍କୁ ବିବାହ : ପ୍ରତ୍ୟକ ଦମ୍ପତିଙ୍କୁ ବିବାହ ପ୍ରୋତ୍ସାହନ ରାଶି…

ଢେଙ୍କାନାଳ : ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ୪ ଜଣ ଭିନ୍ନକ୍ଷମ ବ୍ୟକ୍ତି ସାଧାରଣ ବ୍ୟକ୍ତି ଙ୍କୁ ବିବାହ କରିଥିବାରୁ ସେମାନଙ୍କୁ ପ୍ରତେକ ୨,୫୦,୦୦୦/- ଟଙ୍କା ଲେଖାଏ ବିବାହ ପ୍ରୋତ୍ସାହନ ରାଶି ଜିଲ୍ଲାପାଳ ସରୋଜ କୁମାର ସେଠି ପ୍ରଦାନ କରିଥିଲେ । ସୂଚନା ମୁତାବକ ଗନ୍ଦିଆ ବ୍ଲକ
Read More...

ସଂଧ୍ୟାତାରା ସାହିତ୍ୟ ସଂସଦର ୪୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ !

ଢ଼େଙ୍କାନାଳ : ସଂଧ୍ୟାତାରା ସାହିତ୍ୟ ସଂସଦର ୪୩ ତମ ବାର୍ଷିକ ଉତ୍ସବ ଗୋପବନ୍ଧୁ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ଶଶିକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିବା ଲାଗି ସମସ୍ତ ପ୍ରକାର ପ୍ରୟାସ ହେବା
Read More...

ଜିଲ୍ଲାରେ ଶିକ୍ଷା ଭିତିକ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମଗ୍ର ଶିକ୍ଷା, ଢେଙ୍କାନାଳ ଆନୁକୁଲ୍ୟରେ ଜିଲ୍ଲାରେ ଶିକ୍ଷା ଭିତିକ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ
Read More...

ସର୍ବଭାରତୀୟ ୨ ଦିନିଆ ବନ୍ଦ ପାଳନ ଢେଙ୍କାନାଳରେ ଆଂଶିକ ପ୍ରଭାବ : ଆର୍ଥିକ କାରବାର ବ୍ୟାଘାତ !

ଢେଙ୍କାନାଳ : ଦୁଇଦିନିଆ ଧର୍ମଘଟରେ ସକାଳ ୬ ଘଟିକା ଠାରୁ ୧୦ଟି କେନ୍ଦ୍ରୀୟ ସଂଗଠନ, ସମେତ ଢେଙ୍କାନାଳ ଡାକମଣ୍ଡଳର ଅଧିକ ଭାରତୀୟ ଡାକ କର୍ମଚାରୀ ସଂଘ ତଥା ଜାତୀୟ ଡାକ କର୍ମଚାରୀ ସଂଘର ତୃତୀୟ ଶ୍ରେଣୀ କର୍ମଚାରୀ, ଜାତୟ ଅତିରିକ୍ତ ଡାକ କର୍ମଚାରୀ, ଅଖିଳ ଭାରତୀୟ ଅତିରିକ୍ତଡାକ କର୍ମଚାରୀ ସଂଘ
Read More...

ସମ୍ବର୍ଦ୍ଧନା ଉତ୍ସବ, ଭାରତ ସ୍କାଉଟ୍‌ସ ଓ ଗାଇଡ୍‌ସ, ଢେଙ୍କାନାଳ !

ଢେଙ୍କାନାଳ : ଅପରାହ୍ନ ସମୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସଭାଗୃହରେ ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ମୁଖ୍ୟ କମିଶନର ଭାରତ ସ୍କାଉଟ୍ସ ଓ ଗାଇଡ୍ସ, ଢେଙ୍କାନାଳର ନିବେଦିତା ପାଣି ମହୋଦୟାଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ
Read More...