ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ପକ୍ଷରୁ ବଜିଚୌକ ସ୍ଥିତ ବାପୁଜୀ ପ୍ରାଥମିକ ବିଦ୍ୟାଳୟ ଠାରେ ଉତ୍କଳ ଦିବସ ପାଳନ !

ଢ଼େଙ୍କାନାଳ : ଉତ୍କଳ ଦିବସ ଅବସରରେ ବାପୁଜୀ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣ ରେ ଥିବା ମଧୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ମୁଖ୍ୟଅତିଥି ଡ଼ା. ହରେକୃଷ୍ଣ କରଙ୍କ ଦ୍ଵାରା ମାଲ୍ୟାର୍ପଣ ପର୍ବ ପରେ କୁନି କୁନି ପିଲମାନଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ସହ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଆମେ ଓଡ଼ିଆ ଓ ଆମ ଭାଷା ଓଡ଼ିଆ : ପବିତ୍ର ଉତ୍କଳ ଦିବସ ଅବସରରେ ଢେଙ୍କାନାଳ ଥିଙ୍କର୍ସ ଫୋରମ ପକ୍ଷରୁ ପାଳିତ !

ଢ଼େଙ୍କାନାଳ : ଆମେ ଓଡ଼ିଆ ଓ ଆମ ଭାଷା ଓଡ଼ିଆ। ତେଣୁ, ଅପ୍ରେଲ ୦୧ ତାରିଖ ଢେଙ୍କାନାଳ ଥିଙ୍କର୍ସ ଫୋରମ ପକ୍ଷରୁ ପବିତ୍ର ଉତ୍କଳ ଦିବସ ଅବସରରେ ଓଡ଼ିଆ ଭାଷା ଅସ୍ମିତାର ସୁରକ୍ଷା ତଥା ଭାଷା ଭିତ୍ତିରେ ଆମ ଢେଙ୍କାନାଳ ସହରକୁ ସମଗ୍ର ରାଜ୍ୟରେ ପ୍ରଥମ କରିବା ପାଇଁ ଏକ ପ୍ରୟାସ ଆରମ୍ଭ କରିଛନ୍ତି।
Read More...

ବି.ବି. ହାଇସ୍କୁଲ ଠାରେ ଓଡ଼ିଶା ଦିବସ ପାଳିତ !

ଢେଙ୍କାନାଳ : କୋଭିଡ-୧୯ ନିୟମ ସବୁକୁ ଅନୁପାଳନ କରି ନିରାଡ଼ମ୍ବର ଭାବରେ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ  ଓଡ଼ିଶା ଦିବସ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ଓଡ଼ିଶା ଶିକ୍ଷା ସେବା
Read More...

ଭୁବନ; ବରିଷ୍ଠ ହିନ୍ଦି ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା !

ଢ଼େଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ଉଚ୍ଚବିଦ୍ୟାଳୟ ର ବରିଷ୍ଠ ହିନ୍ଦି ଶିକ୍ଷକ ଅମ୍ବୁଜ ବଲ୍ଳଭ ମହାପାତ୍ର ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ଏହି ଅବସରରେ ସଭାଗୃହଠାରେ ପ୍ରଧାନଶିକ୍ଷକ ଅରୁଣ କୁମାର ସାହୁ ସଭାପତିତ୍ବରେ ଅତିଥି ପୂର୍ବତନ ପ୍ରଧାନ ଶିକ୍ଷକ
Read More...

ଭୁବନ; ମଠକରଗୋଲା ମହାବିଦ୍ୟାଳୟରେ ଛାତ୍ରୀମାନଙ୍କର ଆତ୍ମରକ୍ଷା ତାଲିମ ଶିବିର ଉଦ୍ଘାଟିତ !

ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଲା ମହାବିଦ୍ୟାଳୟ ରେ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ ମାନଙ୍କୁ ନେଇ ଏକ ଆତ୍ମରକ୍ଷା କୌଶଳ ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ପ୍ର ଚିତ୍ତରଞ୍ଜନ ଦାସ ଏହି ଶିବିରକୁ
Read More...

ନବ ନିର୍ବାଚିତ ନଗରପାଳ ଓ କାଉନସିଲରଙ୍କ ସମ୍ବର୍ଦ୍ଧନା ଉତ୍ସବ ପୌରାଞ୍ଚଳର ଉନ୍ନତି ପାଇଁ ନୂତନ ନଗରପାଳ ଜୟନ୍ତୀ…

ଢେଙ୍କାନାଳ :ନବନିର୍ବାଚିତ ଭାଜପା ନଗରପାଳ ଓ କାଉନସିଲରଙ୍କର ଏକ ବିଜୟ ଶୋଭାଯାତ୍ରା ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଭାଜପାର କର୍ମକର୍ତା ନବ ନିର୍ବାଚିତ ନଗରପାଳ ଜୟନ୍ତୀ ପାତ୍ର ଓ ୯ ଜଣ ଭାଜପା ନିର୍ବାଚିତ କାଉସିଲରଙ୍କର ଏକ ଶୋଭାଯାତ୍ରା ବାଜିଚୌକ ଠାରୁ ବାହାରି ପୁରୁଣା
Read More...

ଅଣ୍ଡିରା ହାତୀ ଛୁଆର ମୃତଦେହ ଉଦ୍ଧାର !

ଢେଙ୍କାନାଳ : ଘଟିପିରି ଫରେଷ୍ଟ ସେକ୍ସନରେ ଏକ ଅଣ୍ଡିରା ହାତୀ ଛୁଆର ର ମୃତଦେହ ବନବିଭାଗ ଉଦ୍ଧାର କରିଥିବାର ସୂଚନା ମିଳିଛି । ସୂଚନା ଅନୁଯାୟୀ ଗୋଟିଏ ୨ ବର୍ଷର ଅଣ୍ଡିରା ହାତୀ ଛୁଆ ଘଟିପିରିର ବେଲବଣିଆଁ ରିଜର୍ଭ ଫରେଷ୍ଟ ଅଞ୍ଚଳରୁ ମରି ପଡିଥିବାର ଦେଖିବାକୁ ମିଳିଥିଲା । ଖବର ପାଇ
Read More...

ଭୁବନ ବ୍ଲକର ନୂତନ ଅଧ୍ୟକ୍ଷା ଭାବେ ସ୍ୱାମୀଙ୍କ ଠାରୁ କାର୍ଯ୍ୟଭାର ସମ୍ଭାଳିଲେ ସିପ୍ରା !

ଢେଙ୍କାନାଳ: ଭୁବନ ବ୍ଲକର ନୂତନ ଅଧ୍ୟକ୍ଷା ଭାବେ ସିପ୍ରା ବରାଳ ତାଙ୍କ ସ୍ୱାମୀ ତଥା ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ବିଧିବଧ ଭାବେ ସିପ୍ରା ବରାଳ ଦାୟିତ୍ୱ ଗ୍ରହଣ କରିବା ପରେ ବିଡିଓ ଅର୍ଶୀବାଦ ପରିଡା , ସିଡିପିଓ ନିର୍ମଳା ସେଠୀ ଜୀବିକାମିଶନର
Read More...