ଭୁବନ; ଝରଣେଶ୍ୱର ମନ୍ଦିରରୁ ଚନ୍ଦନ ଗଛ ଚୋରୀ!

ଢେଙ୍କାନାଳ:ଭୁବନ ଥାନା ଭୁଷଳ ପଞ୍ଚାୟତ ଭୁଷଳ ତଳସାହିର ଜରଣେଶ୍ୱର ମନ୍ଦିରଟି ବ୍ରାହ୍ମଣି ନଦୀ କୁଳରେ ମନୋରମ ପରିବେଶ ମଧୟରେ ଅବସ୍ଥିତ । ମନ୍ଦିର ନିର୍ମାଣ ହେବା ଦିନରୁ ଏହି ଠାରେ ଚନ୍ଦନ ଗଛ ଲଗାଯାଇଥିଲା । ଯାହାକୁ କେହି ଦୃବୃତ କଟରରେ କାଟି ନେଇ ଥିବାର ଜଣାଯାଇଛି । ଏନେଇ  ପରିଚାଳନା
Read More...

ପରିବେଶ ସୁରକ୍ଷା ନିମନ୍ତେ ଅହେତୁକ ଅବଦାନ ପାଇଁ ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହେଲେ ଯୁବ ପରିବେଶବିତ୍ ଶୁଭ୍ରାଂଶୁ…

ଢେଙ୍କାନାଳ : ଜାତିସଂଘ ପୁରସ୍କାର ପ୍ରାପ୍ତ ଯୁବ ପରିବେଶବିତ୍ ଶୁଭ୍ରାଂଶୁ ଶତପଥୀ । ପରିବେଶ ଓ ପଶୁପକ୍ଷୀଙ୍କ ସୁରକ୍ଷା ନିମନ୍ତେ ତିଆରି କରିଛନ୍ତି ପ୍ରାମାଣିକ ଚଳଚିତ୍ର ଯେଉଁଥିପାଇଁ ତାଙ୍କୁ ମିଳିଛି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପୁରସ୍କାର । ଖରାଦିନେ ଜଳ ଅଭାବରୁ ଯେପରି
Read More...

ବିନା ଅନୁମତିରେ ପଞ୍ଚାୟତ କାର୍ଯ୍ଯାଳୟରେ ଘରୋଇ କମ୍ପାନୀର ବ୍ୟବସାୟିକ ବୈଠକ : ବିଡିଓ କହିଲେ ମୁଁ ଜାଣିନାହିଁ !

ଢେଙ୍କାନାଳ : ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କାର୍ଯ୍ଯାଳୟ ପରିସର ଆଜି ପାଲଟିଯାଇଥିଲା ଏକ ଘରୋଇ ଅର୍ଥ ନେଣଦେଣ କମ୍ପାନୀର ଆଡାସ୍ଥଳୀ । ଭିଡକମ କମ୍ପାନୀ ନାମକ ଏକ ଘରୋଇ ଅର୍ଥ ନେଣଦେଣ କାରୀ ସଂସ୍ଥା ସରକାରୀ ଭାବେ କୌଣସି ଅନୁମତି ପତ୍ର ନପାଇ କିଭଳି ପଞ୍ଚାୟତ କାର୍ଯ୍ୟାଳୟ କୁ ବ୍ୟବସାୟିକ
Read More...

ଭୁବନ ; ନଦୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ !

ଢ଼େଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସେହି ଗ୍ରାମର କାଠିଆ ସଙ୍ଖୁଆ (୬୨)ଙ୍କର ଆଜି ନଦୀରେ ବୁଡି ମୃତ୍ୟୁ ହୋଇଛି । ସୂଚନା ମୁତାବକ ପ୍ରକାଶ ଯେ କାଠିଆ ଦିନ ଦଶ ଘଟିକା ସମୟରେ ରାମିଆଳ ନଦୀକୁ ଗାଧୋଇ ବାକୁ ଯାଇଥିଲେ । ଗାଧୋଇବା ସମୟରେ
Read More...

ସାମାଜିକ ସମୀକ୍ଷା ନିମନ୍ତେ ହିତଧାରକ କର୍ମଶାଳା !

ଢ଼େଙ୍କାନାଳ : ଢ଼େଙ୍କାନାଳ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ. ୧୯, ସିମିଳିଆ ଗୋଷ୍ଠୀ କେନ୍ଦ୍ର ଠାରେ ୨୦୧୮-୨୦୧୯ ଆର୍ଥିକ ବର୍ଷର ସମସ୍ତଙ୍କ ପାଇଁ ଗୃହ ଯୋଜନାର ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ ନିମନ୍ତେ ହିତାଧିକାରୀଙ୍କ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କର୍ମଶାଳାରେ
Read More...

ଟାଟାଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଢେଙ୍କାନାଳରେ ଭଲିବଲକୁ ପ୍ରୋତ୍ସାହନ : ୧୫ଟି ଗ୍ରାମରୁ ୫୮୦ ରୁ ଊର୍ଦ୍ଧ୍ୱ ପୁରୁଷ ଓ ୭୦…

ଢେଙ୍କାନାଳ :ମହାରାଷ୍ଟ୍ରରେ ଆୟୋଜିତ ଜାତୀୟ ଭଲିବଲ ଚମ୍ପିୟାନ୍‌ସିପ୍‌ରେ ଭାଗ ନେଲେ କମ୍ପାନୀ ଦ୍ୱାରା ପ୍ରଶିକ୍ଷିତ ଖେଳାଳି ଆକାଶ ପାତ୍ର ଓ ସୁବ୍ରତ ବେହେରା- ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମବାଳୟ ପକ୍ଷରୁ ଆୟୋଜିତ ଭୁବନେଶ୍ୱର ଜୋନ୍ ସପ୍ତାହାନ୍ତ ଭଲିବଲ କ୍ରୀଡ଼ା
Read More...

ସରପଞ୍ଚମାନେ ସଂଘଠିତ ହୋଇ ପଞ୍ଚାୟତର ଉନ୍ନତିରେ କାର୍ଯ୍ୟ କରନ୍ତୁ-ସାଂସଦ ଶ୍ରୀ ସାହୁ

ଢେଙ୍କାନାଳ : ସଦର ବ୍ଳକ ସରପଞ୍ଚ ସଂଘର ସଭାପତି ସନ୍ତୋଷ ମହାପାତ୍ରଙ୍କ ନେତୃତ୍ୱରେ ସମସ୍ତ ସରପଞ୍ଚମାନେ ଢେଙ୍କାନାଳ ସାଂସଦଙ୍କ ବସଷ୍ଟାଣ୍ଡ ସ୍ଥିତ କାର୍ଯ୍ୟାଳୟ ଠାରେ ସାକ୍ଷାତ କରି ପଞ୍ଚାୟତର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ସାଂସଦ ମହେଶ ସାହୁ ସମସ୍ତ ସରପଞ୍ଚ
Read More...