ବାର୍ଷିକ ଜ୍ଞାନବିଜ୍ଞାନ ମେଳା ସ୍ବରସ୍ବତୀ ଶିଶୁବିଦ୍ୟା ମନ୍ଦିର ଗଁଦିଆ ପାଟଣା !
ଢେଙ୍କାନାଳ : ଗଁଦିଆ ପାଟଣା ସ୍ବରସ୍ବତୀ ଶିଶୁଵିଦ୍ୟା ମନ୍ଦିର ପରିସର ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି ।
ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ସମାଜସେବୀ ବିଶ୍ଵନାଥ ଜେନା ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନ ର କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ସଭାପତି ଅନନ୍ତ ଚରଣ ଶତପଥି,!-->!-->!-->…
Read More...
Read More...