ସାବିତ୍ରୀ ପାଇଁ ଫଳ ବଜାର ରେ ନିଆଁ !

ଢ଼େଙ୍କାନାଳ : ରାତି ପାହିଲେ ସାବିତ୍ରୀ ବ୍ରତ ହେଲେ ଫଳ ବଜାର ରେ ନିଆଁ । ନହେଲେ ନ ଚଳେ ବଜାରରେ ନାହିଁ ନଥିବା ଭିଡ଼ । ସହର ସ୍ଥିତ ରଥଗଡା,କୁଞ୍ଜକାନ୍ତ, ବାଜି ଚୌକି ଆଦି ବିଭିନ୍ନ ସ୍ଥାନରେ ସ୍ଥାୟୀ ଅସ୍ଥାୟୀ ଫଳ ବଜାର ରେ ଦୋକାନୀ ମାନେ ବେବସାୟ କୁ ଆଖି ଆଗରେ ରଖି ଫଳର ପସରା
Read More...

ଭାରସାମ୍ଯ ହରାଇ ଶ୍ରମିକ ନେଇ ଯାଉଥିବା ଟ୍ରକ ରାସ୍ତା ମଝିରେ ଓଲଟିଲା : ୨୦ଆହତ ୫ଜଣ ଗୁରୁତର !

ଢେଙ୍କାନାଳ : ପରଜଙ୍ଗ ଥାନା ୫୩ନମ୍ବର ଜାତୀୟ ରାଜପଥର ବଡଝରl ଗାଁ ନୂଆ ସାହି ନିକଟରେ ଓଲଟିଲା ଶ୍ରମିକ ବୋଝେଇ ଟ୍ରକ। ସୂଚନା ମୁତାବକ ଦୁର୍ଘଟଣା ଗ୍ରସ୍ତ ଟ୍ରକ୍ ରେ ୨୦ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଓ ଆହତ ମାନଙ୍କୁ ପ୍ରଥମେ କାମାକ୍ଷାନଗର ମେଡିକାଲ
Read More...

ଲିଡ ବ୍ୟାଙ୍କ ପକ୍ଷରୁ ଜିଲା ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ : ଅଗ୍ରାଧିକାର ଭିତିରେ ଶିକ୍ଷା ଋଣ ପ୍ରଦାନ ପାଇଁ…

ଢେଙ୍କାନାଳ : ଜିଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଲିଡ ବ୍ୟାଙ୍କ ଅଫିସ ପକ୍ଷରୁ ଜିଲା ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାର ବିକାଶ ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ଅଗ୍ରାଧିକାର ଭିତରେ ଋଣ
Read More...

ଅଁଳାବେରେଣୀରେ ସ୍ୱଳ୍ପ ସଞ୍ଚୟ ଦିବସ ପାଳିତ: ସଞ୍ଚୟ ମନୋଭାବ ବୃଦ୍ଧି କରିବାକୁ ପରାମର୍ଶ !

ଢେଙ୍କାନାଳ : କାମାକ୍ଷାନଗର ବ୍ଳକ ଅଁଳାବେରେଣୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସ୍ୱଳ୍ପ ସଞ୍ଚୟ ଦିବସ ପାଳିତ ହୋଇଯାଇଅଛି । ଜିଲ୍ଲା ରେଡକ୍ରସ ଓ ସ୍ୱଳ୍ପ ସଞ୍ଚୟ ବିଭାଗ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣକାରୀଙ୍କୁ ବିଭିନ୍ନ ଯୋଜନାରେ ସ୍ୱଳ୍ପ ସଂଚୟ କରି ଅଧିକ ଲାଭ ଉପରେ ଦିଗଦର୍ଶନ
Read More...

୨୫ ଲକ୍ଷ ଟଙ୍କା ବ୍ୟୟରେ କପିଳାସ ପୀଠ ବାରବାଙ୍କ ରାସ୍ତାର ଆଲୋକୀକରଣ ବ୍ୟବସ୍ଥା ପାଇଁ ପ୍ରସ୍ତାବ !

ଢେଙ୍କାନାଳ : ଢେଙ୍କାନାଳର ଆରାଧ୍ୟ ଦେବତା ପ୍ରଭୂ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ବିଜେଙ୍କ କପିଳାସ ପୀଠର ଉନ୍ନତି ବିଧାନ ନିମନ୍ତେ ଆଜି କପିଳାସ ପୀଠ ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜଳଲାଗି କାଉଡି ଯାତ୍ରା ପୂର୍ବରୁ ପୀଠର
Read More...

କୋରଙ୍ଗା ଆଦିବାସୀଙ୍କ ଦଖଲରେ ଥିବା ଜମିକୁ ଉଚ୍ଛେଦ ନ କରିବା ପାଇଁ ଦାବୀ !

ଢେଙ୍କାନାଳ :ଢେଙ୍କା ଶବରର ନାମାନୁଯାୟୀ ଢେଙ୍କାନାଳ ଜିଲ୍ଲା ଗଠନ କରାଯାଇଥିଲା । ଅନ୍ୟ ଅର୍ଥରେ ଆଜି ଢେଙ୍କାନାଳ ଜିଲ୍ଲାରେ ସମସ୍ତ ଶବର ଭୂମିହୀନ ହୋଇପଡିଛନ୍ତି । ଶବର ସମ୍ପ୍ରଦାୟଙ୍କ ଦଖଲରେ ଥିିବା ଜମିରେ ସେମାନେ ଜୀବିକାର୍ଜନ ପାଇଁ କାଜୁ ବୃକ୍ଷ ରୋପଣ କରି ଚଳୁଛନ୍ତି । ବର୍ତମାନର
Read More...

କୋରଙ୍ଗା ଆଦିବାସୀଙ୍କ ଦଖଲରେ ଥିବା ଜମିକୁ ଉଚ୍ଛେଦ ନ କରିବା ପାଇଁ ଦାବୀ !

ଢେଙ୍କାନାଳ :ଢେଙ୍କା ଶବରର ନାମାନୁଯାୟୀ ଢେଙ୍କାନାଳ ଜିଲ୍ଲା ଗଠନ କରାଯାଇଥିଲା । ଅନ୍ୟ ଅର୍ଥରେ ଆଜି ଢେଙ୍କାନାଳ ଜିଲ୍ଲାରେ ସମସ୍ତ ଶବର ଭୂମିହୀନ ହୋଇପଡିଛନ୍ତି । ଶବର ସମ୍ପ୍ରଦାୟଙ୍କ ଦଖଲରେ ଥିିବା ଜମିରେ ସେମାନେ ଜୀବିକାର୍ଜନ ପାଇଁ କାଜୁ ବୃକ୍ଷ ରୋପଣ କରି ଚଳୁଛନ୍ତି । ବର୍ତମାନର ସରକାରୀ
Read More...

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମୀକ୍ଷା ବୈଠକ : ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱାରୋପ !

ଢ଼େଙ୍କାନାଳ : ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୁଣାତ୍ମକ ଶିକ୍ଷା ଦାନ ନିମନ୍ତେ ସମସ୍ତ ଯୋଜନାକୁ ଅଗ୍ରାଧିକାର ଦେଇ ଯଥାଶୀଘ୍ର ସମ୍ପୁର୍ଣ୍ଣ କରିବାକୁ ଜିଲ୍ଲା
Read More...

ଭିଜିଲାନ୍ସ ଜାଲରେ କାମାକ୍ଷାନଗର ବ୍ଲକ ଶିକ୍ଷାଧିକାରୀଙ୍କ କନିଷ୍ଠ କିରାଣୀ !

ଢ଼େଙ୍କାନାଳ : ଭିଜିଲାନ୍ସ ଜାଲରେ ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଶିକ୍ଷାଧିକାରୀଙ୍କ କନିଷ୍ଠ କିରାଣୀ ଜୀବନାନନ୍ଦ ଶତପଥୀ । କାମାକ୍ଷାନଗର ବ୍ଲକ କନ୍ତିଓକାଟେଣୀ ସ୍ଥିତ ସିଦ୍ଧାଶ୍ରମ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଗୋଲକ ବିହାରୀ ନାୟକଙ୍କ ଠାରୁ ବିଦ୍ୟାଳୟର ଏରିଅର ବିଲ କରାଇ
Read More...