ଆଗକୁ ରାକ୍ଷୀ ପୂର୍ଣ୍ଣିମା : ବଜାର ସାରା ରାକ୍ଷି ର ପସରା !

ଢେଙ୍କାନାଳ : ଆଗକୁ ରାକ୍ଷୀ ପୂର୍ଣ୍ଣିମା ଆସୁଥିବାରୁ ସବୁ ବଜାର ମାନଙ୍କରେ ରାକ୍ଷୀ ଦୋକାନରେ ପସରା ମେଲିଲାଣି। ୫ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ରାକ୍ଷି ଉପଲବ୍ଧ ହେଉଛି ।

ଏଥର ଛୋଟ ଛୋଟ ପିଲାଙ୍କ ପାଇଁ କାଟୁନ ରାକ୍ଷି, ବଡ ପିଲାଙ୍କ ପାଇଁ ଫ୍ୟାସନ ରାକ୍ଷି ଓ ଉବଲବ୍ଧ ହୋଇଛି । ଦୁଇ ବର୍ଷ ହେଲା କରୋନା କଟକଣା ଥିବାରୁ ବ୍ୟବସାୟୀ ମାନେ ବ୍ୟବସାୟ କରିପାରିନଥିଲେ, କିନ୍ତୁ ଚଳିତ ବର୍ଷ ଭଲ ବ୍ୟବସାୟ ହେବ ବୋଲି ବିଭିନ୍ନ ଡିଜାଇନର ରାକ୍ଷି ଆଣି ବ୍ୟବସାୟୀ ମାନେ ଆଶା କରିଛନ୍ତି।

Leave A Reply

Your email address will not be published.

twenty − eleven =