ଆମେଚର ତାଇକୋଣ୍ଡୋ ପକ୍ଷରୁ ୮ମ ଗ୍ରୀଷ୍ମକାଳୀନ ନିଶୁକ୍ଳ ଶିବିର ଉଦଯାପିତ !

ଢେଙ୍କାନାଳ : ଜିଲ୍ଲାର ଅଗ୍ରଣୀ ସମରକଳା ଅନୁଷ୍ଠାନ ଆମେଚର ତାଇକୋଣ୍ଡୋ ଆସୋସିଏସନ ଓ ଗୁରୁଦେବଜୀ ଗୁରୁକୁଳ ମିଳିତ ଆନୁକୂଲ୍ୟରେ ଢେଙ୍କାନାଳ ସହରର ତହସିଲ କାର୍ଯ୍ୟାଳୟ ସମ୍ମୁଖ ସ୍ପୋର୍ଟ କମ୍ପେ୍ଲକ୍ସ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଗତ ୨୨ ତାରିଖ ଠାରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ୮ ଦିନିଆ
Read More...

ପ୍ରଜାପିତା ବ୍ରହ୍ନାକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଢେଙ୍କାନାଳ ଶାଖା ତରଫରୁ ଆତ୍ମନିର୍ଭର କୃଷକ ଅଭିଯାନକୁ…

ଢେଙ୍କାନାଳ : ପ୍ରଜାପିତା ବ୍ରହ୍ନାକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଢେଙ୍କାନାଳ ଶାଖା ତରଫରୁ ଜିଲ୍ଲାରେ ଚାଲିଥିବା ଆତ୍ମନିର୍ଭର କୃଷକ ଅଭିଯାନକୁ ଜିଲ୍ଲାରେ ବିଭିନ୍ନ ଗ୍ରାମରେ ବିପୁଳ ସମର୍ଥନ ମିଳୁଛି । ଏହି ଜାତୀୟ ଅଭିଯାନ ସାରା ଭାରତରେ କୃଷକମାନଙ୍କୁ ସଚେତନ କରିବା ପାଇଁ
Read More...

ଆଇଆଇଏମସିର ସବୁଜ ପରିବେଶରେ ଆକର୍ଷଣୀୟ ଚିତ୍ରକଳା ମଧୁବନୀ ପରେ ଅଙ୍କାଚାଲିଛି ଆଧୁନିକ ଆର୍ଟ : କାନ୍ଥରେ ପଶୁପକ୍ଷୀ…

ଢେଙ୍କାନାଳ :ଚାରିପଟେ ଗଛଲତା ସବୁଜ ପରିବେଶ । ତାରି ମଝିରେ ସୁନ୍ଦର କୋଠାଗୁଡିକ ଛିଡା ହୋଇଛି । କୋଠାର କାନ୍ଥଗୁଡିକ ସାଦାସିଧା ଥିଲା । ସେ କାନ୍ଥ ଏବେ କଥାକହୁଛି । କେଉଁଠି ସାମ୍ବାଦିକ ଜୀବନର କଥା ତ ଆଉ କେଉଁଠି ରାମାୟଣର କଥାବସ୍ତୁ, ଆଉ କେଉଁଠି ପ୍ରକୃତିର ବୈଭବକୁ ତୋଳିଧରିଛି । ସତେ
Read More...

ସାଂସଦଙ୍କ ଦ୍ୱାରା ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ସମ୍ବର୍ଦ୍ଧିତ !

ଢ଼େଙ୍କାନାଳ : ଗଁଦିଆ ବ୍ଳକ ଷଡଙ୍ଗୀ ଠାରେ ଅନୁଷ୍ଠିତ ସାଂସଦଙ୍କ ଜନଶୁଣାଣୀ ଶିବିରରେ ଉପସ୍ଥିତ ବ୍ଳକର ବିଭିନ୍ନ ପଞ୍ଚାୟତରୁ ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବରଙ୍କୁ ସାଂସଦ ମହେଶ ସାହୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଜନ ପ୍ରତିନିଧିମାନେ ନିଜ ନିଜ
Read More...

ପାନୀୟ ଜଳ ସମସ୍ୟାକୁ ନେଇ ସଦର ବ୍ଳକର ସ୍ୱତନ୍ତ୍ର ବୈଠକ !

ଢେଙ୍କାନାଳ : ସଦର ବ୍ଳକ ସଭାଗୃହ ଠାରେ ସଦର ବ୍ଳକ ଅଞ୍ଚଳର ପାନୀୟ ଜଳ ସମସ୍ୟାକୁ ନେଇ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟ ଖଣି,ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ସରକାରଙ୍କ ଦ୍ୱାରା ପାନୀୟ ଜଳ ସମସ୍ୟକୁ ନେଇ ପ୍ରସ୍ତୁତ କରିଥିବା
Read More...

****ଯାତନା ନଗରୀ****

ଲକ୍ଷେ ପ୍ରଜାଙ୍କ ସ୍ବେଦ ଆଉ ରକ୍ତେଗଢ଼ା ଏଇ କାଳ କୋଠି,ଯନ୍ତ୍ରଣା ଖାଲି ଜନତା ପାଇନିଜନ୍ତୁ ବି ପାଇଛି ଏଠି ।। ମଣିଷ କାନ୍ଦିଛିହାତୀ ବି କାନ୍ଦିଛିଯାତନା ନଗରୀ ତୋଳିଦେବା ପାଇଁଅଶୀତି ଖଟିଛି ବେଠି ।। କଳଙ୍କିତ ଏଇ ଜୀର୍ଣ୍ଣ କୋଠା ଟିଶଇଳ ଶିଖରେ ରହି,ବେଠି ବେଗାରୀ ର ଇତିହାସ
Read More...

ପ୍ରଧାନମନ୍ତ୍ରୀ ମୋଦିଙ୍କ ୮ବର୍ଷ ପୂର୍ତ୍ତୀ ପାଳନ ପାଇଁ ବିଜେପିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଭାରତୀୟ ଜନତା ପାର୍ଟିର ସର୍ବଶ୍ରେଷ୍ଠ ଜନପ୍ରିୟ ନେତା ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାର ୮ବର୍ଷ ପୂର୍ତୀକୁ ଦଳ ଆସନ୍ତା ଜୁନ୍ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ପାଳନ କରିବ । ମୋଦିଙ୍କ ୮ବର୍ଷ ଶାସନ କାଳରେ ତାଙ୍କଦ୍ୱାରା ପ୍ରଣୟନ କରାଯାଇଥିବା ସମସ୍ତ
Read More...

ବୈଚାରିକ ସଂଘର୍ଷରେ ସଂଘ ହିନ୍ଦୁତ୍ୱର ସମର୍ଥକ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ !

ଢେଙ୍କାନାଳ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଥମ ବର୍ଷ ସଂଘ ଶିକ୍ଷାବର୍ଗ ସ୍ଥାନୀୟ ଭଗବାନପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଓଡିଶାର ପୂର୍ବ ଭାଗରେ ଥିବା ୧୬ଟି ଜିଲ୍ଲାର ୧୫୨ଜଣ ଶିକ୍ଷାର୍ଥୀଙ୍କ ସମେତ ୫୨ ଜଣ ଶିକ୍ଷକ ଓ ପ୍ରବନ୍ଧକ ଏହିଭଳି
Read More...

ଦିଲ୍ଲୀ ପବ୍ଲିକ ସ୍କୁଲ ଢେଙ୍କାନାଳର ‘ଗ୍ରୀଷ୍ମ ପର୍ବ-୨୦୨୨’ ଅନୁଷ୍ଠିତ !

ଢେଙ୍କାନାଳ : ଦିଲ୍ଲୀ ପବ୍ଲିକ ସ୍କୁଲ ଢେଙ୍କାନାଳ ପରିସରରେ ‘ଗ୍ରୀଷ୍ମ ପର୍ବ-୨୦୨୨’ର ଦ୍ୱିତୀୟ ଦିବସ ଏକ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ବାହ୍ୟ ପ୍ରଶିକ୍ଷକ ଅଭଜିତ ସାର୍ (କ୍ରିକେଟ), ପ୍ରଳୟ କୁମାର ଦାଶ (ଯୋଗ), ସୌମ୍ୟରଞ୍ଜନ ସାହୁ (ଟାଣକୋଣ୍ଡ), ପ୍ରମୋଦ କୁମାର
Read More...