ସୋଗର ଗ୍ରାମ ଠାରେ ଶ୍ରୀଶ୍ରୀ ଜଗନ୍ନାଥ ନାମ ସଂକୀର୍ତନର ସମ୍ମିଳନୀ ଅନୁଷ୍ଠିତ !

ଢେଙ୍କାନାଳ : ଶ୍ରୀଶ୍ରୀ ଜଗନ୍ନାଥ ନାମ ସଂକୀର୍ତନ ପରିଷଦର ଆଂଚଳିକ ସମ୍ମିଳନୀ ସୋଗର ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି । ଶରତ ଚନ୍ଦ୍ର ମଳିକ ଏବଂ ଘନଶ୍ୟାମ ମଳିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ସାହିଭାଇମାନଙ୍କ ସହଯୋଗରେ ପ୍ରଥମକରି ହରିନାମ ସଂକୀର୍ତନ ସମ୍ମିଳନୀ ଆରମ୍ଭ କରାଯାଇଛି ।
Read More...

ନିରବଦ୍ରଷ୍ଟା ସାଜି ଦେଖୁଥିଲା ପ୍ରଶାସନ : ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅସହାୟ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ !

ଢେଙ୍କାନାଳ : ସୁଦୂର ଉତରପ୍ରଦେଶ ଝାଂସିରେ ବିବାହ ପରେ ଜଣେ ସ୍ୱାମୀ ପରିତ୍ୟକ୍ତ ମହିଳାଙ୍କୁ ପଡୋଶୀମାନେ ବାରମ୍ବାର ନିର୍ଯ୍ୟାତନା ଦେଲେ । ମହିଳା ଜଣଙ୍କ ପୋଲିସ ଥାନା ଫାଣ୍ଡି ଠାରୁ ଆରମ୍ଭ କରି ଏସପି ଓ ଜିଲ୍ଲାପାଳଙ୍କୁ ଗୁହାରୀ କରିଥିଲେ । ମାତ୍ର କେହି ତାଙ୍କ ଗୁହାରି ଶୁଣିଲେ ନାହିଁ ।
Read More...

ମନେ ପଡନ୍ତି ସେହି ମହିୟସୀ ମହିଳା ତଥା ଓଡ଼ିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନନ୍ଦିନୀ ଦେବୀ ………….

ମନେପଡେ ୧୯୯୫ମସିହା ର କଥା । ସୁଯୋଗ ମିଳିଥିଲା ସେହି ମହିୟସୀ ମହିଳା ଙ୍କ ବିରୁଦ୍ଧରେ ତାଙ୍କ ଜୀବନ ର ଶେଷ ନିର୍ବାଚନ ରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ। ସେ ଥାଆନ୍ତି ଭାରତୀୟ ଜାତୀୟ କଂଗ୍ରେସ ର ୧୧୯-ଗଁ ଦି ଆ ନିର୍ବାଚନ ମଣ୍ଡଳୀ ର ପ୍ରାର୍ଥୀନି ଓ ମୁଁ ଥାଏ ସ୍ବର୍ଗତ ବିଜୁ ପଟନାୟକ ଙ୍କ
Read More...

ଜିଲ୍ଲାପାଳଙ୍କ ଦ୍ୱାରା ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟ ଓ କୋଭିଡ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଜିଲ୍ଲା କାର୍ଯ୍ୟାଳୟସ୍ଥ ଓସୱାନ ଭିଡିଓ କନଫରେନ୍ସିଂ ହଲ ଠାରେ ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟ ଓ କୋଭିଡ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନ୍ୟ ରାଜ୍ୟରେ କୋଭିଡ ସଂକ୍ରମଣ ବଢୁଥିବା ଦୃଷ୍ଟିରୁ କୋଭିଡ ନିୟମ ପାଳନ ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ
Read More...

ପୂର୍ତ୍ତ ମନ୍ତ୍ରୀଙ୍କୁ ଭବ୍ଯ ସମ୍ବର୍ଦ୍ଧନା ଜଣାଇଲେ ଢେଙ୍କାନାଳ ବିଜୁ ଜନତା ଦଳ !

ଢେଙ୍କାନାଳ : କାମାକ୍ଷାନଗର ବିଧାୟକ ରାଜ୍ୟ ଖଣି,ଇସ୍ପାତ ଓ ପୂର୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ବେଳେ ପୂନର୍ବାର ମନ୍ତ୍ରୀ ପଦ ମିଳିଥିବାରୁ ଢେଙ୍କାନାଳ ବିଜୁ ଜନତା ଦଳ ତରଫରୁ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧିତ
Read More...

ଢେଙ୍କାନାଳ ଜିଲ୍ଲା ଛାତ୍ର କଂଗ୍ରେସ୍ ତରଫରୁ ରକ୍ତଦାନ ଶିବିର : ୮୮ ୟୁନିଟ୍ ରକ୍ତ ସଂଗ୍ରହ !

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଛାତ୍ର କଂଗ୍ରେସ୍ ତରଫରୁ ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ମୁଖ୍ୟ ରକ୍ତଭଣ୍ଡାରରେ ରକ୍ତର ଅଭାବ ଥିବାବେଳେ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଅନୁଭବ କରି ଜିଲ୍ଲା ଛାତ୍ର
Read More...

ଏଫ୍‌.ଏଲ୍‌.ଏନ୍‌. ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନରେ ସଦର ବ୍ଲକ୍ ବାପୁଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ…

ଢେଙ୍କାନାଳ : ସଦର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ସଦର ବ୍ଲକ୍‌ର "ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ '' ମିଶନ୍‌ରେ ସର୍ବେଶ୍ରେଷ୍ଠ କୃତିତ୍ୱ ହାସଲ କରିଥିବା ବାପୁଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏକ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ ।
Read More...

ଟାଟାଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ !

ଢ଼େଙ୍କାନାଳ :ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଜିଲ୍ଲାର ନରେନ୍ଦ୍ରପୁରଠାରେ ଅବସ୍ଥିତ ଏହାର କାରଖାନାରେ ବିଶ୍ୱ ପରିବେଶ ଦିବସ ୨୦୨୨ପାଳିତ ହୋଇଯାଇଛି । ଏହି ଅବସରରେ ସପ୍ତାହବ୍ୟାପୀ ଅଭିଯାନ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କମ୍ପାନୀ ପକ୍ଷରୁ ଜୁନ୍
Read More...

ସେବା ସମବାୟ ସମିତି ନିର୍ବାଚନରେ ଅନିୟମିତତା :ସଦର ବ୍ଳକ ତରଭା ସେବା ସମବାୟ ସମିତିରେ ତାଲା ପକାଇଦେଲେ ଲୋକେ !

ଢ଼େଙ୍କାନାଳ : ସଦର ବ୍ଳକ ଅଧିନରେ ଥିବା ତରଭା ପ୍ରାଥମିକ ସେବା ସମବାୟ ସମିତିର ନିର୍ବାଚନ ନେଇ ଉତେଜନା ପ୍ରକାଶ ପାଇଛି । ଏପରିକି ଏହି ସମବାୟ ସମିତି କାର୍ଯୟାଳୟରେ କିଛି ଲୋକ ତାଲା ପକାଇ ଦେଇଛନ୍ତି । ଫଳରେ ସମବାୟ ନିର୍ବାଚନ ପାଇଁ ଆଜି ହେବାକୁ ଥିବା ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା
Read More...