ଗଁଦିଆ ; ଡାଳସିଂହ ମାର୍ଥାପୁର ଗ୍ରାମର ରାଧାକୃଷ୍ଣ ମନ୍ଦିର ରୁ ଚୋରି !

ଢେଙ୍କାନାଳ : ଗଁଦିଆ ଥାନା ଅନ୍ତର୍ଗତ ଡାଲସିଂହ ମାର୍ଥାପୁର ଗ୍ରାମ ରେ ଥିବା ଦଶଦୋଳ ରାଧାକୃଷ୍ଣ ମନ୍ଦିର ରୁ ୧୬ ତାରିଖ ମଧ୍ୟ ରାତ୍ରି ସମୟରେ ମନ୍ଦିର ଗେଟ ର ତାଲା ଭାଙ୍ଗି ଦୃବୁତ ମାନେ ଦାନ ବାକ୍ସ ଭାଙ୍ଗି ପଇସା ଓ କିଛି ଠାକୁରଙ୍କ ସାମଗ୍ରୀ ଲୁଟ କରିଥିବା ଜଣା ପଡିଛି ।

Leave A Reply

Your email address will not be published.

7 + 7 =