ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ ପକ୍ଷରୁ ଦୁଇଦିନିଆ କୂଅ ବିଶୋଧନ ଅଭିଯାନ ଅନୁଷ୍ଠିତ !

ଢେଙ୍କାନାଳ : ରାସୋଳ ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶ୍ରଦ୍ଧାଶକ୍ତି ସେବା ସଂସ୍ଥାନ (ଜନମଙ୍ଗଳ) ପକ୍ଷରୁ ଦୁଇଦିନିଆ କୂଅ ବିଶୋଧନ ଅଭିଯାନ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ରାସୋଳ,କୁନୁଆ ପଞ୍ଚାୟତର ୬୦ଟି ରୁ ଉର୍ଦ୍ଧ୍ବ ସର୍ବସାଧାରଣ କୂଅରେ ବ୍ଲିଚିଂ ପାଉଡର ପକାଇ
Read More...

କପିଳାସଶ୍ରୀଚନ୍ଦ୍ରଶେଖରଜୀଉଙ୍କ ପୀଠରେ ପୂଜାପଣ୍ଡା ଓ ସୂପକାର ଅସହଯୋଗ : ନୀତି ବିଳମ୍ବିତ !

ଢ଼େଙ୍କାନାଳ : କପିଳାସ ଶ୍ରୀଚନ୍ଦ୍ରଶେଖରଜୀଉଙ୍କ ପୀଠରେ ଚରମ ବିଭ୍ରାଟ ଦେଖାଦେଇଛି। ପ୍ରାପ୍ୟ ବୃଦ୍ଧିଦାବିରେ ୩ ପୂଜାପଣ୍ଡା ଓ ୬ସୂପକାର ଇସ୍ତଫା ଦେଇଦେବା ପରେ ଦୈନଦିନ ନୀତିବିଳମ୍ବିତ ହେବା ସହ ୮ ଘଣ୍ଟା ଧରି ଉପାସରେ ରହିଥିଲେ ଠାକୁର। ଦେବୋତ୍ତର ବିଭାଗ ପକ୍ଷରୁ ବାହାର ସେବାୟତ
Read More...

ନାଗିଆପଶି ଉ.ପ୍ରା.ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ବିଜ୍ଞାନ କେନ୍ଦ୍ର ପରିଦର୍ଶନ !

ଢେଙ୍କାନାଳ : ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ଲୋକପ୍ରିୟ ଆଦ୍ରୁତ କରିବା ପାଇଁ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ବିଜ୍ଞାନ ଅଧିକାରୀ ଏମ୍‌. ଏମ୍‌. ରାଉତ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ବିଜ୍ଞାନ କେନ୍ଦ୍ର ପରିଦର୍ଶନର ସୁବିଧା ପ୍ରଦାନ କରିଛନ୍ତି । ଏହି
Read More...

ଉଫୁନା ପକ୍ଷରୁ ବିଶ୍ୱ ଗଣତନ୍ତ୍ର ଦିବସ ପାଳନ !

ଢେଙ୍କାନାଳ : ଉଫୁନା ପକ୍ଷରୁ ବିଶ୍ୱ ଗଣତନ୍ତ୍ର ଦିବସ ରଥଗଡାସ୍ଥିତ ଉଫୁନା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଉଫୁନାର ରାଜ୍ୟ ଅଧ୍ୟକ୍ଷ ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ରାଜ୍ୟ ସଂସ୍କୃତି ମନ୍ତ୍ରୀ ମାନ୍ୟବର ଅଶ୍ୱିନୀ ପାତ୍ର ଆଭାଷି ମାଧ୍ୟମରେ ଏହାକୁ
Read More...

ଭୁବନ ; ଓଡିଶାରେ ସ୍ୱାଧିନତା ସଂଗ୍ରାମ ଓ ମହାତ୍ମା ଗାନ୍ଧୀ କାର୍ଯ୍ୟକ୍ରମ ଅନୁଷ୍ଠିତ !

ଢ଼େଙ୍କାନାଳ : ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଓଡିଶାରେ ସ୍ୱାଧିନତା ସଂଗ୍ରାମ ଓ ମହାତ୍ମା ଗାନ୍ଧୀ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରଥମ ଦିବସରେ ସଫେଇ
Read More...

ଗଁଦିଆ ଅଗ୍ନିଶମ କେନ୍ଦ୍ର ପରିସରରେ ଅଗ୍ନିଶମ କର୍ମଚାରୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ !

ଢେଙ୍କାନାଳ : ଗଁଦିଆ ଅଗ୍ନିଶମ କେନ୍ଦ୍ର ପରିସରରେ ବିଳମ୍ବିତ ରାତିରେ ଜଣେ ଅଗ୍ନିଶମ କର୍ମଚାରୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ ହେଲେ ଜୟନ୍ତ ଧାରୁଆ ତାଙ୍କ ଘର ବଲାଙ୍ଗୀର ଜିଲା ଲୋରମା ଅଞ୍ଚଳରେ। ସେ ଛାତରୁଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି। ତେବେ ବ୍ୟବଚ୍ଛେଦ
Read More...

ରାଜ୍ୟପାଳ ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଭୁବନ ନଗରପାଳ ଶୁଭେନ୍ଦୁ ସାହୁ !

ଢ଼େଙ୍କାନାଳ : ଓଡିଶା ରାଜଭବନ ଠାରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ ଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କରିଛନ୍ତି ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ । ଭୁବନ ଏନଏସି ର ଉନ୍ନତି ପାଇଁ ଗ୍ରହଣ କରୁଥିବା ପଦକ୍ଷେପ ଓ ଭବିଷ୍ୟତ ପାଇଁ ମାଷ୍ଟରପ୍ଲାନ ସଂପର୍କ ରେ ମହାମହିମ ଙ୍କୁ ଅବଗତ
Read More...

ରାଜ୍ୟସ୍ତରୀୟ ଇଣ୍ଟର କ୍ଲବ ଓଡ଼ିଶା ଭାରଉତ୍ତୋଳନ ପ୍ରତିଯୋଗିତାରେ ହୃଦାନନ୍ଦ ଆଣିଲେ ସ୍ୱର୍ଣ୍ଣ !

ଢ଼େଙ୍କାନାଳ : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଇଣ୍ଟର କ୍ଲବ ଓଡ଼ିଶା -୨୦୨୨ ଭାରଉତ୍ତୋଳନ ପ୍ରତିଯୋଗିତାରେ ଢେଙ୍କାନାଳ ବ୍ରଜନାଥ ବଡ଼ଜେନା ହାଇସ୍କଲରୁ ୧୦ମ ଶ୍ରେଣୀ ଛାତ୍ର ହୃଦାନନ୍ଦ ଦାସ। ୭୩ କେଜି ଯୁବ ବିଭାଗରେ ସେ ମୋଟ ୩ଟି ସ୍ୱର୍ଣ୍ଣ ପଦକ ହାସଲ କରି ଗୌରବ
Read More...

ଭୁବନ; ସବର୍ଣ୍ଣ-ଅସବର୍ଣ୍ଣ ବିବାଦ ସମାଧାନ ହେଲା !

ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ଓଡିଶ ଗ୍ରାମରେ ଗଣେଶ ପୂଜା ଭସାଣିରେ ସବର୍ଣ୍ଣ- ଅସବର୍ଣ୍ଣ ଙ୍କ ମଧ୍ୟରେ ଉପୁଜିଥିବା ଗୋଷ୍ଠୀ ବିବାଦ ସମାଧାନ ହୋଇଥିଲା । ଓଡିଶ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅପରାହ୍ନରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ , ଏସଡିପିଓ ରଂଜନ
Read More...

ଋଣ ଭାର ସହି ନପାରି ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା !

ଢ଼େଙ୍କାନାଳ : ଭୁବନ ଥାନା ଅନ୍ତର୍ଗତ ଗଡନୃସିହପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ବାସୁଦେଇପୁର ଗ୍ରାମରେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତକ ଜଗନ୍ନାଥ ମହାପାତ୍ର( ୫୮) ଜଣେ ଭାଗ ଚାଷୀ । ଅନ୍ୟର ଜମିକୁ ଭାଗଚାଷ କରି ପରିବାରର ପ୍ରତିପୋଷଣ କରନ୍ତି । ଘରେ ସ୍ତ୍ରୀ
Read More...