ବିଧାୟକଙ୍କ କରକମଳରେ ସ୍ୱର୍ଗତ ପଣ୍ଡିତ ପ୍ରମୋଦ ରାଉତ ଙ୍କ ସ୍ମୃତି ରେ ପୋରୁହଖୋଜ ଗ୍ରାମରେ ଏକ ଜଳଛତ୍ର ସହ ରାଧାକୃଷ୍ଣ ବଜାର ଠାରେ ନୂତନ ଆଲୋକିକରଣ ଉଦଘାଟନ !

ଢ଼େଙ୍କାନାଳ : ସ୍ୱର୍ଗତ ପଣ୍ଡିତ ପ୍ରମୋଦ ରାଉତ ଙ୍କ ସ୍ମୃତି ରେ ଗଁନ୍ଦିଆ ବ୍ଲକର ପୋରୁହଖୋଜ ଗ୍ରାମ ରେ ଏକ ଜଳଛତ୍ର ଉଦ୍ଘାଟିତ ସହ ପୋରୁହଖୋଜ ଗ୍ରାମ ର ରାଧାକୃଷ୍ଣ ବଜାର ଠାରେ ଆଲୋକିକରଣ ର ବ୍ୟବସ୍ଥା କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳ ତରଫ ରୁ ଢେ଼ଙ୍କାନାଳ ର ମାନ୍ୟବର ପର୍ଯ୍ୟବ୍ୟକ୍ଷକ ବିଜୟ ନାୟକ ,ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ , ଢେ଼ଙ୍କାନାଳ ବିଜୁ କୃଷକ ଦଳ ର ସଭାପତି ନରୋତ୍ତମ ସାହୁ , ଢେ଼ଙ୍କାନାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ,ଗଁଦିଆ ବ୍ଲକ ଅଧକ୍ଷା ରୀନାରାଣୀ ଖଟୁଆ , ଗନ୍ଦିଆ ର ବିଜୁ ମହିଳା ଜନତା ଦଳ ର ସଭାପତି ଶୁଭଦର୍ଶିନୀ ରାଉତ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଏହି ଉଦ୍ଦଘଟାନି କାର୍ଯ୍ୟକ୍ରମ ରେ ଉପସ୍ଥିତଥିଲେ ।

Leave A Reply

Your email address will not be published.

eighteen − 4 =