ଭୁବନ ରେ ବିଶ୍ଵକର୍ମା ପୂଜା !

ଢ଼େଙ୍କାନାଳ: ଭୁବନ ରେ ଦେବଶିଳ୍ପୀ ବିଶ୍ଵକର୍ମା ପୂଜା ଯାକଜମକରେ ପାଳିତ ହେଉଛି। ସୁଉଚ୍ଚ ତୋରଣ ସାଂଗକୁ ରଙ୍ଗୀନ ଆଲୋକମାଳାରେ ଝଲସୁଛି ଭୁବନ । ଜନସ୍ବାସ୍ଥ୍ୟ ବିଭାଗ,ବିଦ୍ୟୁତ୍ ବିଭାଗ,ଘରୋଇ ଗାଡ଼ି ମାଲିକ ଜନ ମଙ୍ଗଳ ସଂଘ,ଡ଼୍ରାଇଭର ସଂଘ ପକ୍ଷରୁ ପ୍ରଭୁ ବିଶ୍ଵକର୍ମା ଙ୍କ ମୂର୍ତ୍ତି ପୂଜା ହେଉଥିବା ବେଳେ ବିଭିନ୍ନ ଗ୍ୟାରେଜ ,ପେଟ୍ରୋଲ ପମ୍ପ,କ୍ରସର୍ ୟୁନିଟ ରେ ମଧ୍ୟ ପୂଜା ଅନୁଷ୍ଠିତ ହେଉଛି ।

Leave A Reply

Your email address will not be published.

five × one =