Browsing Category
ଓଡିଶା
ଢେଙ୍କାନାଳରେ ଅମୃତ କାଳ ସାଂସ୍କୃତିକ ଉତ୍ସବ ଉଦଘାଟିତ !
ଢେଙ୍କାନାଳ : ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ଅନୁକୂଳ୍ୟରେ ଇଷ୍ଟର୍ଣ୍ଣ ଜୋନାଲ କଲଚରାଲ ସେଣ୍ଟର, କଲକାତା ପକ୍ଷରୁ ଆୟୋଜିତ ଅମୃତ କାଳ ସାଂସ୍କୃତିକ ଉତ୍ସବ ଅବସରରେ ଢେଙ୍କାନାଳରେ ଦୁଇଦିନିଆ ସାଂସ୍କୃତିକ ଉତ୍ସବ ଉଦଘାଟିତ ହୋଇଛି।
ଉତ୍ସବର ପ୍ରଥମ ଦିନ ଅର୍ଥାତ୍ ଜୁଲାଇ ୨୯ ରାତିରେ!-->!-->!-->…
Read More...
Read More...
ଢେଙ୍କାନାଳରେ ଅମୃତ କାଳ ସାଂସ୍କୃତିକ ଉତ୍ସବ ଉଦ୍ଯାପିତ : ସ୍ଥାନୀୟ କଳାକାରଙ୍କୁ ମିଳିଲା ମଞ୍ଚ ଓ ସମ୍ମାନ !
ଢେଙ୍କାନାଳ, ଜୁଲାଇ ୩୦: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଓ ଇଷ୍ଟର୍ଣ୍ଣ ଜୋନାଲ କଲଚରାଲ ସେଣ୍ଟର, କଲକାତା ଙ୍କ ଅନୁକୂଲ୍ୟରେ ଢେଙ୍କାନାଳରେ ଦୁଇ ଦିନ ବ୍ୟାପୀ "ଅମୃତ କାଳ ସାଂସ୍କୃତିକ ଉତ୍ସବ" ଉଦ୍ଯାପିତ ହୋଇଛି। ଏହି ଉତ୍ସବ ମାଧ୍ୟମରେ ସ୍ଥାନୀୟ ଓ ରାଜ୍ୟସ୍ତରୀୟ କଳାକାରମାନେ ନିଜ!-->…
Read More...
Read More...
ଚିତ୍ତଲପୁରରେ ଅଷ୍ଟମ ଶତାବ୍ଦୀର ପ୍ରାଚୀନ ଉଗ୍ରେଶ୍ୱର ଶିବମନ୍ଦିର !
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ତେଲିଭୂଇଁ ଛକରୁ ପଶ୍ଚିମକୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ଅବସ୍ଥିତ ଚିତ୍ତଲପୁର ଗ୍ରାମ ପୁରାତନତା ଓ ଧାର୍ମିକତାର ଏକ ଅଲୌକିକ ନିମିତ୍ତ। ଏଠାରେ ଅବସ୍ଥିତ "ଶ୍ରୀ ଶ୍ରୀ ଉଗ୍ରେଶ୍ୱର ମହାଦେବ ମନ୍ଦିର" କେବଳ ଏକ ଶିବମନ୍ଦିର ନୁହେଁ, ବରଂ ଏହା!-->…
Read More...
Read More...
ଭୁବନ ଉପ ଡାକଘରେ ମାସେ ହେଲା କମ୍ପ୍ୟୁଟର ଅଚଳ !
ଢେଙ୍କାନାଳ: ଭୁବନ ଉପ ଡାକଘରେ ଦୀର୍ଘ ମାସାଧିକ କାଳ ହେଲା କମ୍ପ୍ୟୁଟର ଅଚଳ ହୋଇଥିବାରୁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି । ଜନ ସାଧାରଣ ଚିଠି, ପାର୍ଷଲ ଇତ୍ୟାଦି ପଠାଇ ପାରୁ ନାହାନ୍ତି । ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଜରୁରୀ ତଥା ଗୁରୁତ୍ୱପୂର୍ଣ୍ଣ ଚିଠି ମଧ୍ୟ ପଠାଇ ହେଉନି । ଅତି!-->…
Read More...
Read More...
ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହ ଠାରେ ୯୭୨ଙ୍କୁ ଆବାସ କାର୍ଯ୍ଯାଦେଶ ବାଣ୍ଟିଲେ ବିଧାୟକ !
●ଜଣେ ବି ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯିବ ନାହିଁ : ଶତ୍ରୁଘ୍ନ ଜେନା●୧୧ ତମ ପରିଷଦ ସାଧାରଣ ବୈଠକ
ଢେଙ୍କାନାଳ : ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହରେ ୧୧ ତମ ପରିଷଦ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ନଗରପାଳ ଶୁଭେନ୍ଦୁ କୁମାର ସାହୁଙ୍କ ଅଧ୍ଯକ୍ଷତା କରିଥିଲେ। ବୈଠକରେ!-->!-->!-->…
Read More...
Read More...
ପ୍ରଫେସର ଦିଲ୍ଲୀପ କୁମାର ଦାସ ରେଭେନ୍ସା ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟ ଭାବେ ମନୋନୀତ !
ଢେଙ୍କାନାଳ : ରେଭେନ୍ସା ବିଶ୍ୱବିଦ୍ୟାଳୟର ପରିଚାଳନା ପରିଷଦ (ସିଣ୍ଡିକେଟ) ସଦସ୍ୟ ଭାବରେ ଭୁବନ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିଦ୍, ଭୁବନ ମହିଳା ଡିଗ୍ରୀ କଲେଜର ପ୍ରିନ୍ସିପାଲ ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପୂର୍ବତନ ରାଜ୍ୟ ସଭାପତି ପ୍ରଫେସର ଦିଲ୍ଲୀପ କୁମାର ଦାସଙ୍କୁ ଓଡ଼ିଶା!-->…
Read More...
Read More...
ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସ ଟ୍ରଷ୍ଟ ର ପୁନର୍ଗଠନ କରିବାକୁ ଦାବି କଲେ ପୂର୍ବତନ ବିଧାୟକ ନବୀନ ନନ୍ଦ !
ଢେ଼ଙ୍କାନାଳ ର ପ୍ରଥମ ସାଂସଦ ତଥା ଗଡ଼ଜାତ ଆନ୍ଦୋଳନ ର ମୁଖ୍ୟ ପୁରୋଧା ,ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତ ସାରଙ୍ଗ ଧର ଦାସ ୧୯୫୭ ମସିହାରେ ଗଠନ କରିଥିବା ଟ୍ରଷ୍ଟ ର ପୁନର୍ଗଠନ କରିବାକୁ ଢେ଼ଙ୍କାନାଳ ର ପୂର୍ବତନ ବିଧାୟକ ନବୀନ ନନ୍ଦ ନୂତନ ଭାବରେ ଯୋଗ ଦେଇଥିବା ଜିଲ୍ଲାପାଳ ଙ୍କୁ ଅନୁରୋଧ!-->…
Read More...
Read More...
ସାପୁଆ ନଦୀ ପୁନରୁଦ୍ଧାର କେବେ? ଚାଷୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ଓ ଅସନ୍ତୋଷ !
ଢେ଼ଙ୍କାନାଳ : ପାମଳ ଠାରୁ କୋଟବେରେଣୀ ପର୍ଯ୍ୟନ୍ତ ବିସ୍ତୃତ ଛଦେଶ ଅଞ୍ଚଳ ଏକ କୃଷିପ୍ରଧାନ ଅଞ୍ଚଳ ଭାବେ ପରିଚିତ | ଏଠାର ମୁଖ୍ୟ କେନ୍ଦ୍ର ଭାପୁର ହେଉଛି ଏହି ଅଞ୍ଚଳର ଅନେକ ଗ୍ରାମ ଧାନ ଓ ଅନ୍ୟାନ୍ୟ ପନିପରିବା ଫସଲ ଉପରେ ନିର୍ଭରଶୀଳ । କିନ୍ତୁ, ଅଞ୍ଚଳର ମୁଖ୍ୟ ଜଳସ୍ରୋତ ସାପୁଆ ନଦୀ ପ୍ରାୟ!-->…
Read More...
Read More...
ଉଜୁଡ଼ିଗଲାଣି ପାରମ୍ପରିକ ବାଉଁଶ ଜିନିଷ ନିର୍ମାଣ କୌଶଳଚାହିଦା ଓ ପ୍ରୋତ୍ସାହନ ଅଭାବରେ ବିଲୁପ୍ତି ପଥରେ !
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଗ୍ରାମ ଓ ଆଦିବାସୀ ଅଞ୍ଚଳରେ ଦଶକ ଦଶକ ଧରି ଚାଲିଆସୁଥିବା ପାରମ୍ପରିକ ବାଉଁଶ ଜିନିଷ ନିର୍ମାଣ କୌଶଳ ଏବେ ବିଲୁପ୍ତି ପଥରେ। ଏହି କଳା ଦ୍ୱାରା ଏଠାକାର ଲୋକେ ତିଆରି କରୁଥିଲେ ଡଲା, କୁଲା, ବୋଝ, ତାଟି, ଟୋକେଇ ପରି ଘରୋଇ ବ୍ୟବହାରର ଦୈନିକ ବସ୍ତୁ।!-->…
Read More...
Read More...
ମେରାମଣ୍ଡଳୀ ଷ୍ଟେସନ୍ରୁ ୧୧ ଶିଶୁ ଶ୍ରମିକ ଉଦ୍ଧାର !
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ଥାନା ମେରାମଣ୍ଡଳୀ ଷ୍ଟେସନ୍ରେ ଟ୍ରେନ୍କୁ ଅପେକ୍ଷା କରି ରହିଥିବା ୧୧ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ସମସ୍ତ ଶିଶୁ ଶ୍ରମିକ ଝାଡ଼ଖଣ୍ଡ ଅଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କୁ ପ୍ରାଥମିକ ପଚରାଉଚୁରା କରାଯିବା ପରେ କଥାରେ!-->…
Read More...
Read More...