Browsing Category

ଓଡିଶା

ହିନ୍ଦୋଳରେ ଓସ୍ତା ଅନୁକୂଳ୍ୟରେ ଶିକ୍ଷକ ସଂଘର ପ୍ରତିବାଦ ସଭାପେନସନ୍ ସହିତ ଶିକ୍ଷକ ନିଯୁକ୍ତି ଓ ଅନୁଦାନ ଦାବିରେ…

ଢେଙ୍କାନାଳ : ଓଡ଼ିଶା ମାଧ୍ୟମିକ ସ୍କୁଲ୍ କଲେଜ୍ ଶିକ୍ଷକ ସଂଘ (ଓସ୍ତା) ର ଆନୁକୂଳ୍ୟରେ ଶନିବାର ଦିନ ସମସ୍ତ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାପକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା। ଏହି ପ୍ରତିବାଦ ସଭା ହିନ୍ଦୋଳ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ
Read More...

ହିନ୍ଦୋଳରେ ଆଉ ଏକ ଜୀବନ ଗ୍ରସିଲା ଦନ୍ତା ହାତୀ :ବିଧାୟିକା ସୀମାରାଣୀ ନାୟକ ମୃତକଙ୍କ ଘରକୁ ଯାଇ ସମବେଦନା ଜଣାଇଲେ।

ଢେଙ୍କାନାଳ : ହିନ୍ଦୋଳ ଉପଖଣ୍ତରେ ହାତୀ ମଣିଷ ଲଢେଇ ଦିନକୁ ଦିନ ଭୟଙ୍କର ରୂପ ନେଉଛି। ଅବାଧ ଗୋଠ ଛଡା ହାତୀ ଆକ୍ରମଣରେ ଏବେ ନିରପରାଧ ଲୋକଙ୍କ ଜୀବନ ସଂକଟରେ ପଡ଼ିଛି। ଏପରି ଏକ ଦୁଃଖଦ ଘଟଣା ଟାଙ୍ଗିଶାଳ ଗ୍ରାମରେ ଘଟିଛି, ଯେଉଁଠାରେ ଦନ୍ତା ହାତୀର ଆକ୍ରମଣରେ ଗ୍ରାମବାସୀ ସୁଧାକର ସାମଲ (୫୮)
Read More...

ଯାଦୁକଳା ଦ୍ୱାରା ସଚେତନତା, ବୃକ୍ଷରୋପଣ ଦ୍ୱାରା ପରିବେଶ ସୁରକ୍ଷାରେ ଲଗ୍ନ ଯାଦୁକର ବିମଳ ବିଶ୍ୱାଳ !

ଢେଙ୍କାନାଳ : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ଗୀତ ଓ ନାଟକ ବିଭାଗର ପକ୍ଷରୁ ସ୍ୱୀକୃତି ପ୍ରାପ୍ତ ଓ ରାଜ୍ୟସ୍ତରରେ ସ୍ୱୀକୃତ ଯାଦୁକର ବିମଳ କୁମାର ବିଶ୍ୱାଳ ଯାଦୁ ଶିଳ୍ପ କ୍ଷେତ୍ରରେ ୨୫ ବର୍ଷ ପୂରଣ କରିଛନ୍ତି । ହିନ୍ଦୋଳ ବ୍ଲକର ବଙ୍ଗୁ ଗ୍ରାମର ପୁଅ ବିମଳ
Read More...

ସିବିଏସ୍ଇ ତାଇକୋଣ୍ଡୋରେ ଢେଙ୍କାନାଳକୁ ୪ ପଦକ !

ଢେଙ୍କାନାଳ : ସ୍ପୋର୍ଟ କମ୍ପ୍ଲେକ୍ସ ଗୁରୁଦେବଜୀ ଗୁରୁକୁଳ ପ୍ରଶିକ୍ଷଣ କେନ୍ଦ୍ରର ୯ଜଣ ଛାତ୍ରଛାତ୍ରୀ ମେଘାଳୟ ସିଲଙ୍ଗ ବିଡ଼ିଡବ୍ଲୁ ଇଂଟରନେସ୍ନାଲ ସ୍କୁଲ ଠାରେ ସିବିଏସଇ ଜୋନାଲ ତାଇକୋଣ୍ଡୋ ପ୍ରତିଯୋଗିତାରେ ୧୪ବର୍ଷ, ୧୭ ବର୍ଷ ଓ ୧୯ବର୍ଷରୁ କମ ବିଭାଗରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ
Read More...

ସ୍ଥାନୀୟ ପୁରୁଣା ଜିଲ୍ଲାପରିଷଦ ହଲରେ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ !

ଢ଼େଙ୍କାନାଳ ସଦର : ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲଠାରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେଷଣ ୟୁନିଟ,ଢ଼େଙ୍କାନାଳ ପକ୍ଷରୁ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସମାରୋହରେ ମୁଖ୍ୟଅତିଥି ଭାବେ ଖାଦ୍ଯ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା
Read More...

ବ୍ଲକ ଶିକ୍ଷାଧିକାରୀଙ୍କୁ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଦାବିପତ୍ର ପ୍ରଦାନ !

ଢେ଼ଙ୍କାନାଳ ସଦର : ଢେ଼ଙ୍କାନାଳ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମିତି ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ରହିଥ‌ିବା ଦାବି ମଧ୍ୟରେ ସରକାରଙ୍କ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ କଲେଜକୁ ଅନୁଦାନ ପ୍ରଦାନ କରିବା,ଅନୁଦାନ ପ୍ରାପ୍ତ
Read More...

ଅହମଦିୟା ଯୁବ ସଂଗଠନର ବାର୍ଷିକ ଇଜତେମା ଉତ୍ସାହଭରା ମାହୋଲରେ ଉଦଯାପିତ !

ଢେଙ୍କାନାଳ : ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ଅବସ୍ଥିତ ମସଜିଦ ତୌହିଦ ପ୍ରାଙ୍ଗଣରେ ଅହମଦିୟା ମୁସଲିମ ଯୁବ ସଂଗଠନ (ମଜଲିସ ଖୁଦ୍ଦାମୁଲ ଅହମଦିୟା) ଓ ବାଳସଭା (ଅତଫାଲୁଲ ଅହମଦିୟା) ର ବାର୍ଷିକ ଇଜତେମା ଉତ୍ସବମୟ ପରିବେଶରେ ସଫଳତାର ସହିତ ଅନୁଷ୍ଠିତ ହୋଇଗଲା। ଏହି ଅବସରରେ ଯୁବକ ଓ ବାଳକ
Read More...

ଢେଙ୍କାନାଳ ରୋଟାରୀ କ୍ଲବ ର ୫୦ତ୍ତମ ଅଧିଷ୍ଠାନ ଦିବସ ପାଳନ !

ଢେଙ୍କାନାଳ ରୋଟାରୀ କ୍ଲବ ର ୫୦ତ୍ତମ ଅଧିଷ୍ଠାନ ଦିବସ ପାଳନ !ଢେଙ୍କାନାଳ : ଢେଙ୍କାନାଳ ସ୍ଥିତ ନିରୁପମା ହୋଟେଲ ଠାରେ ରୋଟାରି କ୍ଲବ ତରଫରୁ ରୁ ୫୦ତମ ଅଧିଷ୍ଠାନ ଖୁବ ଉତ୍ସାହ ର ସହ ପାଳନ କରାଯାଇଛି। ଏହି ଅବସର ରେ ମୁଖ୍ୟ ଅତିଥି ପିଡିଜି ପୂର୍ବତନ ପ୍ରାନ୍ତପ।ଳ ସୌମ୍ୟ ରଞ୍ଜନ ମିଶ୍ର,
Read More...

ଦୁଦୁରକୋଟ ଜନତାରାଜ ସରକାରୀ ଉଚ୍ଚ ବିଦ୍ୟାଳୟ କ୍ରୀଡା ଶିକ୍ଷୟତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା !

ଢେଙ୍କାନାଳ : ଗୁରୁ ଶିଷ୍ୟ ସମ୍ପର୍କ ଯୁଗଯୁଗରୁ ଏକ ଡୋରିରେ ବନ୍ଧା ହୋଇ ଆସିଛି ଗୁରୁ ବିନା କିଏ ଆଗକୁ ଯାଇ ପାରେନାହିଁ lସେହି ଗୁରୁଙ୍କୁ ବିଦାୟ ଦେଇ ଭାବବିହ୍ଵଳ ହୋଇ କାନ୍ଦିଲେ ଜଣେ ଶିକ୍ଷୟତ୍ରୀ, ଏବଂ ଛାତ୍ରଛାତ୍ରୀ ଏମିତି ଏକ ଗୁରୁ ଶିଷ୍ୟ ସମ୍ପର୍କର ଚିତ୍ର ଦେଖିବାକୁ ମିଳିଛି‌
Read More...

ବାଘଧରିଆ ଗ୍ରାମରେ ଅଘଟଣ,ହାତୀ ଆକ୍ରମଣରେ ଗୋଟିଏ ଦିନରେ ଗ୍ରାମରୁ ୩ ଜଣଙ୍କର ମୃତ : ଉତ୍ୟକ୍ତ ଗ୍ରାମବାସୀଙ୍କ ସାତମାଇଲ…

ଢେ଼ଙ୍କାନାଳ ହିନ୍ଦୋଳ ବନାଞ୍ଚଳର ବାଘଦରିଆ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା ଆଜି ସକାଳୁ ହାତୀ ଆକ୍ରମଣରେ ବାଘଧରିଆ ଗ୍ରାମର ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି, ଘଟଣାରୁ ପ୍ରକାଶ ହିନ୍ଦୋଳ ଉପଖଣ୍ଡ ରାସୋଳ ବନାଞ୍ଚଳ ବାଘଧରିଆ ଅଞ୍ଚଳରେ କୋଡିଏ ଟିକିଆ ହାତୀପଲ ଆସି ତାଣ୍ଡବ ରଚୁଥିବା
Read More...