Browsing Category

ଓଡିଶା

ହିନ୍ଦୋଳରେ ମୂର୍ତ୍ତି ଚୋରିରେ ଜନତା ମହାବିଦ୍ୟାଳୟର ଦୁଇ ଛାତ୍ର ଗିରଫ !

ଢେଙ୍କାନାଳ: ଭବିଷ୍ୟତ ଗଢ଼ିବାକୁ ଯାଇଥିବା କଲେଜ୍ ଛାତ୍ରମାନେ ଯେତେବେଳେ ଅନ୍ୟମାର୍ଗରେ ପଦାର୍ପଣ କରନ୍ତି, ସେଥିରୁ ଜନସାଧାରଣରେ ଅସନ୍ତୋଷ ସୃଷ୍ଟି ହେବା ସ୍ୱାଭାବିକ। ଏପରି ଏକ ଅଭାବନୀୟ ଘଟଣା ହିନ୍ଦୋଳ ଉପଖଣ୍ଡରେ ଘଟିଛି। ସୂଚନା ଅନୁସାରେ, ଜନତା ମହାବିଦ୍ୟାଳୟ ହିନ୍ଦୋଳର ଦୁଇ ଛାତ୍ର
Read More...

ଢେଙ୍କାନାଳ ପୌରପାଳିକା ତରଫରୁ “ଘରେ ଘରେ ତ୍ରିରଙ୍ଗା, ଘରେ ଘରେ ସ୍ୱଚ୍ଛତା’ !

ଢେଙ୍କାନାଳ: ଢ଼େଙ୍କାନାଳ ପୌରପାଳିକା ପକ୍ଷରୁ "ଘରେ ଘରେ ତ୍ରିରଙ୍ଗା, ଘରେ ଘରେ ସ୍ୱଚ୍ଛତା' ଅବସରରେ ସହର ମଧ୍ୟରେ ଥିବା ବରପୁତ୍ରମାନଙ୍କୁ ଜଳ ଦ୍ୱାରା ଧୋଇ, ପରିସର ସଫେଇ ସହ ମାଲ୍ୟାର୍ପଣ କରିଥିଲେ । ବସ୍‌ଷ୍ଟାଣ୍ଡ ଠାରେ ମହାତ୍ମା ଗାନ୍ଧୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଭାରତ
Read More...

ଆଇଆଇଏମସିରେ ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକଙ୍କ ଅତିଥି ଅଧ୍ୟାପନା !

"ଭାରତୀୟ ପୋଲିସ ବ୍ୟବସ୍ଥାର କର୍ତ୍ତବ୍ୟ, ଆହ୍ବାନ ଏବଂ ସଂସ୍କାର" ଶୀର୍ଷକ ଆଲୋଚନା ଢେଙ୍କାନାଳ: ଭାରତୀୟ ଜନ ସଂଚାର ସଂସ୍ଥାନ, ଢେଙ୍କାନାଳ ଆନୁକୂଲ୍ୟରେ ସ୍ୱତନ୍ତ୍ର ଅଧ୍ୟାପନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପ୍ରତିଷ୍ଠାନର 'ସ୍ପନ୍ଦନ' ସଭା ଗୃହରେ ଓଡ଼ିଆ ଓ ଇଂରାଜୀ ସାମ୍ବାଦିକତା
Read More...

ନବୀନ ନନ୍ଦଙ୍କ ୧୫-ଦଫା ଦାବି ପତ୍ର ପରେ କପିଳାସ ଉନ୍ନୟନ ନେଇ ପର୍ଯ୍ୟଟନ ବିଭାଗର ଜିଲ୍ଲାପାଳଙ୍କୁ ଡିପିଆର ପ୍ରସ୍ତୁତି…

ଢେ଼ଙ୍କାନାଳ : ରାଜ୍ୟର ପ୍ରସିଦ୍ଧ ଶୈବ ପୀଠ ଓ ଆଧ୍ୟାତ୍ମିକ ପର୍ଯ୍ୟଟନ କେନ୍ଦ୍ର କପିଳାସର ସମଗ୍ର ଉନ୍ନୟନ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ବିଭାଗର ପର୍ଯ୍ୟଟନ ସଚିବ, ଜିଲ୍ଲାପାଳଙ୍କୁ ବିସ୍ତୃତ ପ୍ରକଳ୍ପ ପ୍ରତିବେଦନ (ଡିପିଆର) ପ୍ରସ୍ତୁତି ପାଇଁ
Read More...

ହିନ୍ଦୋଳ ଏନଏସିରେ ପ୍ରଶାସନ-ତହସିଲଦାର ବିବାଦରେ ବଳି ପଡୁଛନ୍ତି ବସ୍ତିବାସିନ୍ଦା !

ଢେଙ୍କାନାଳ: ହିନ୍ଦୋଳ ଏନଏସି ୱାର୍ଡ ନମ୍ବର-୧୪, ଚରଣପୁର ବସ୍ତିରେ ପ୍ରାୟ ୩୦ ବର୍ଷ ଧରି ଭୂମିହୀନଭାବେ ବସବାସ କରୁଥିବା ବସ୍ତିବାସିନ୍ଦାମାନଙ୍କୁ ପୂର୍ବ ସରକାର ଜାଗା ପଟ୍ଟା ଦେଇଥିଲେ, କିନ୍ତୁ ତାହା ଜଙ୍ଗଲ ଓ ଦୂର ଅଞ୍ଚଳରେ ଥିବାରୁ ସେମାନେ ସେଠାକୁ ଯିବାକୁ ରାଜି ହୋଇନଥିଲେ।ବର୍ତ୍ତମାନର
Read More...

ଆମ୍ ଆଦମୀ ପାର୍ଟି ପାଳନ କଲା ଅଗଷ୍ଟ କ୍ରାନ୍ତି ଦିବସ !

ଢେଙ୍କାନାଳ : ଆମ୍ ଆଦମୀ ପାର୍ଟି ପକ୍ଷରୁ ୮୨ ତମ ଅଗଷ୍ଟ କ୍ରାନ୍ତି ଦିବସ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଦର କାର୍ଯ୍ୟାଳୟ ଠାରେ ପାଳନ ହୋଇଯାଇଛି l ମହାତ୍ମା ଗାନ୍ଧୀ ଓ ଶହୀଦ ଭଗତ ସିଂ ଙ୍କ ଫଟୋରେ ମାଲ୍ୟାର୍ପଣ କରି କ୍ରାନ୍ତିକାରୀ ମାନଙ୍କର ସ୍ମୃତି ଚାରଣ
Read More...

କୃମିନାଶକ ଦିବସ ଜାତୀୟ କୃମିନାଶକ ଦିବସର ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ !

ଢେଙ୍କାନାଳ: ଜିଲ୍ଲାପାଳଙ୍କ କାର୍ୟଳୟସ୍ଥ ସଦ୍ଭାବନା ସଭାଗୃହ ରେ ଜାତୀୟ କୃମିନାଶକ ଦିବସର ଜିଲ୍ଲାସ୍ଥରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି I ଏଥିରେ ଜିଲ୍ଲାପାଳ ଶ୍ରୀ ଆଶିଷ କୁମାର ପାଟିଲ ମହୋଦୟ ଅଧ୍ୟକ୍ଷତା କରିଥିଲେ I ଅଗଷ୍ଟ ୧୨ ତାରିଖରେ ଜିଲ୍ଲା ସ୍ଥରୀୟ ଜାତୀୟ କ୍ରମି
Read More...

କୁରୁମିଠା ଠାରେ ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ନା ଦୁର୍ଘଟଣା କାରଣ ଅସ୍ପଷ୍ଟ !

ଢେଙ୍କାନାଳ : ପୁରୁଣା କଟକ–ସମ୍ବଲପୁର ରାଜପଥର ହିନ୍ଦୋଳ ଥାନା ଅନ୍ତର୍ଗତ କୁରୁମିଠା ଠାରେ ଏକ ଯୁବକଙ୍କ ମୃତଦେହ ଉଦ୍ଧାର ହେବାରୁ ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି ହୋଇଛି।ସୂଚନା ଅନୁସାରେ, ମହାଲୁଣ୍ଡା ପଞ୍ଚାୟତର ବାଲିମୀ ଥାନା ଅନ୍ତର୍ଗତ କନ୍ତାମିଲା ଗ୍ରାମର ଭିକାରୀ ପ୍ରଧାନଙ୍କ ପୁଅ
Read More...

ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ରେ ନାହାଁନ୍ତି ଡାକ୍ତର : ବାହାରୁଛି ମାଳ ମାଳ ସୁରକ୍ଷାକର୍ମୀ ନିଯୁକ୍ତି ପତ୍ର !

ଢେଙ୍କାନାଳ -ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ନାହାଁନ୍ତି ଗୋଟେ ଭଲ ଡାକ୍ତର ସୁରକ୍ଷାକର୍ମୀ ନିଯୁକ୍ତି ନେଇ କିଛିଦିନ ହେବ ଚାଲିଛି ଛକାପଞ୍ଜଆ ଊ । ନିଯୁକ୍ତି ପ୍ରକ୍ରିୟାରେ ରାଜନୈତିକ ହସ୍ତକ୍ଷେପ ଏତେ ମାତ୍ରାରେ ବଢ଼ିଯାଇଛି ଯେ ତଳଠାରୁ ଶୀର୍ଷ ନେତୃତ୍ବଙ୍କ ଘର ବାରଣ୍ଡାରେ ଦେଖିବାକୁ
Read More...

ଅଙ୍ଗନବାଡି କେନ୍ଦ୍ରରେ ଅବ୍ୟବସ୍ଥା, ତିନୋଟି ଆଦିବାସୀ ଗ୍ରାମର ପିଲା ପଢ଼ନ୍ତି !

ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁର ପଂଚାୟତ ଅନ୍ତର୍ଗତ ବୋରପଦା ଖମାର ଆଦିବାସୀ ଅଧ୍ୟୁଷିତ ତିନୋଟି ଗ୍ରାମର ଗୋଟିଏ ସରକାରୀ ବିଦ୍ୟାଳୟ ଓ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଏକାଠି ରହିଛି l ସରକାରୀ ବିଦ୍ୟାଳୟ ଟି ଗତ ତିନି ବର୍ଷ ହେଲା ବନ୍ଦ ହୋଇଯାଇଛି l ଏବେ ପିଲାମାନଙ୍କୁ ଦୁଇ କିଲୋମିଟର ଯିବାକୁ
Read More...