Browsing Category

ଓଡିଶା

ଈଦ୍‌ ମିଲନ୍ ସମାରୋହ ମାଧ୍ୟମରେ ସମସ୍ତ ଧର୍ମର ଏକତା ଓ ଭାଇଚାରା ବଢ଼ାଉଛି ଅହମଦିୟା ମୁସଲିମ୍ ଜମାତ୍ !

ଦେଶବ୍ୟାପୀ ଭାବେ ଅହମଦିୟା ମୁସଲିମ୍ ଜମାତ୍ ପକ୍ଷରୁ ଈଦ୍‌ ମିଲନ୍ ସମାରୋହଗୁଡ଼ିକର ଆୟୋଜନ କରାଯାଉଛି, ଯାହାର ଉଦ୍ଦେଶ୍ୟ ହେଉଛି ସମସ୍ତ ଧର୍ମ ମଧ୍ୟରେ ଏକତା, ଭାଇଚାରା ଓ ସାମାଜିକ ସମରସତାକୁ ବୃଦ୍ଧି କରିବା।ଇସଲାମ ଧର୍ମର ପ୍ରତିଷ୍ଠାତା ହଜରତ ମୁହମ୍ମଦ ମୁସ୍ତଫା (ସଲଲାହୁ ଅଲେହି ବସଲଲମ୍)ଙ୍କ
Read More...

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଓ ଷ୍ଟାଫ୍ କ୍ଲବ୍ ପକ୍ଷରୁ “ବରା ଦିବସ”…

ଢେଙ୍କାନାଳ: ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଷ୍ଟାଫ୍ କ୍ଲବ୍ ଓ ଜାତୀୟ ସେବା ଯୋଜନା (ଏନ୍.ଏସ୍.ଏସ୍.) ପକ୍ଷରୁ ବରା ଦିବସ ଉତ୍ସବପୂର୍ଣ୍ଣ ପରିବେଶରେ ପାଳନ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ, ଅଧ୍ୟାପକଅଧ୍ୟାପିକା ଓ କର୍ମଚାରୀମାନେ ଏକାଠି ହୋଇ ଢେଙ୍କାନାଳ ବରାର ଐତିହ୍ୟ,
Read More...

ଢେଙ୍କାନାଳ ସଚେତନ ନାଗରିକ ଫୋରମ ପାଳନ କଲା ଚତୁର୍ଥ ଢ଼େଙ୍କାନାଳ ବରା ଦିବସ : ସୁଆଦିଆ ବରା ସମସ୍ତ ମୁହଁରେ ପ୍ରଶଂସା

ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ବରା ଦିବସ ଏପ୍ରିଲ ୭ ତାରିଖ ଦିନ ସ୍ଥାନୀୟ ସୂର୍ଯ୍ୟ ମଣ୍ଡପ ଥରେ ଫୋରମର ସଭାପତି ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱରେ ପାଳନ ହୋଇଯାଇଛି l ଜିଲ୍ଲାର ପ୍ରତ୍ୟେକ ବ୍ଲକର ଫୋରମ ସଦସ୍ୟଙ୍କ ସହିତ ଭୁବନେଶ୍ୱର ଠାରୁ ଅନଗୁଳ ପର୍ଯ୍ୟନ୍ତ
Read More...

ବନ୍ୟପ୍ରାଣୀ ଶିକାର ମାମଲାରେ ତିନିଜଣ ଗିରଫ, ଦେଶୀ ବନ୍ଧୁକ ଓ ବିସ୍ଫୋରକ ଜବତ !

ଢ଼େଙ୍କାନାଳ: ହିନ୍ଦୋଳ ରେଞ୍ଜରେ ବନ୍ୟପ୍ରାଣୀ ଶିକାର ସହିତ ଜଡିତ ଦୁଇଟି ସ୍ୱତନ୍ତ୍ର ମାମଲାରେ ତିନିଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଜଙ୍ଗଲୀ ଶୁଆଙ୍କୁ ଶିକାର କରିବା ପାଇଁ ବ୍ୟବହୃତ ଦେଶୀ ବନ୍ଧୁକ , ତାର, ଚାରା ବୋମା ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ଜଙ୍ଗଲ ବିଭାଗ ସୂତ୍ରରୁ
Read More...

ହିନ୍ଦୁ ନବବର୍ଷ ଉପଲକ୍ଷେ ଗଣଦୌଡ !

ଢ଼େଙ୍କାନାଳ: ଭୁବନ ଶ୍ରୀରାମ ନବମୀ ମହୋତ୍ସବ ସମିତି ଆନୁକୁଲ୍ୟରେ ହିନ୍ଦୁ ନବ ବର୍ଷ ଉପଲକ୍ଷେ ମାତୃଭୂମି ପାଇଁ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି। ଏହି ଗଣଦୌଡ କୁ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଗଣଦୌଡ ରେ ସାମିଲ
Read More...

ସଙ୍ଗୀତମ ନୃତ୍ଯ ଅନୁଷ୍ଠାନ ପକ୍ଷରୁ ସଙ୍ଗୀତମ ଉତ୍ସବ ଅନୁଷ୍ଠିତ !

ଢେଙ୍କାନାଳ : ଖମାର ସାହିସ୍ଥିତ ସଙ୍ଗୀତମ ନୃତ୍ଯ ଅନୁଷ୍ଠାନ ପକ୍ଷରୁ ସଙ୍ଗୀତମ ଉତ୍ସବ -୨୦୨୫ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲଠାରେ ଅୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଖ୍ୟାତନାମା ବିଶିଷ୍ଟ ନୃତ୍ୟଗୁରୁ ସୁବାଶ ଚନ୍ଦ୍ର ସ୍ୱାଇଁ,ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ
Read More...

ଅହମଦିୟା ଯୁବ ସଂଗଠନ ପକ୍ଷରୁ ଜଳଛତ୍ର !

ଢେଙ୍କାନାଳ : ଗ୍ରୀଷ୍ମ ଋତୁ ଆସୁ ଆସୁ ରାଜ୍ୟରେ ଦିନକୁ ଦିନ ରୌଦ୍ରତାପ ବଢିବାରେ ଲାଗିଛି। ଫଳ ସ୍ୱରୂପ ଦିନ ୧୦ଟା ରୁ ଘରୁ ପଦାକୁ ବାହାରିବା କଷ୍ଟକର ହୋଇ ପଡୁଛି। ପ୍ରବଳ ରୌଦ୍ରତାପ ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି । ରାସ୍ତାରେ ଯାତାୟାତ କରୁଥିବା ବାଟୋଇ ମାନେ ପାଣି ମୁନ୍ଦେ
Read More...

ଭୁବନ ପି ଏମ ଶ୍ରୀ ଭୁବନ ଉଚ୍ଚ ବିଦ୍ୟାଳୟ ରେ ପ୍ରାଥମିକ ଚିକିତ୍ସା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ !

ଢ଼େଙ୍କାନାଳ- ପି ଏମ ଶ୍ରୀ ଭୁବନ ଉଚ୍ଚ ବିଦ୍ୟାଳୟ ରେ ପ୍ରାଥମିକ ଚିକିତ୍ସା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ରୁଦ୍ରନାରାୟଣ ସାମଲଙ୍କ ନିର୍ଦ୍ଦେଶକ୍ରମେ ଚଳିତ ବର୍ଷ ପ୍ରଥମ ରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କର ପରୀକ୍ଷା ଫଳ ପ୍ରକାଶ କରାଯାଇ ଥିଲା । ଛାତ୍ର
Read More...

ସିଦ୍ଧ ଶ୍ରୀକ୍ଷେତ୍ରରେ ମହିମା ଧର୍ମ ଶୂନ୍ୟ ଭାବ ଓ ମର୍ତ୍ୟମଣ୍ଡଳକୁ ବ୍ୟାପିଛି : ପ୍ରଥମ ମହିମା ବହିମେଳାରେ ଚତୁର୍ଥ…

ଢେଙ୍କାନାଳ : ସ୍ଥାନୀୟ ମିନିଷ୍ଟାଡିୟମ୍ ଠାରେ ନିୟୁ ଇଣ୍ଡିଆ ଓ ଏନ୍‌ବିଟିର ମିଳିତ ସହଯୋଗରେ ଆୟୋଜିତ ପ୍ରଥମ ମହିମା ବହି ମେଳାରେ ସିଦ୍ଧ ଶ୍ରୀକ୍ଷେତ୍ର ଢେଙ୍କାନାଳରେ ମହିମା ଧର୍ମର ଶୀର୍ଷକ ଅନୁଷ୍ଠିତ ବୌଦ୍ଧିକ ଆଲୋଚନା ଚକ୍ରରେ ସାଧୁସନ୍ଥଙ୍କ ମତରେ ସିଦ୍ଧ ଶ୍ରୀକ୍ଷେତ୍ର ଢେଙ୍କାନାଳରେ
Read More...

ଘରପୋଡ଼ିର ୭ ବର୍ଷ ପରେ ମଧ୍ୟ ଘର ମିଳୁନି !

ଢେଙ୍କାନାଳ : ଘରପୋଡ଼ିର ୭ ବର୍ଷ ପରେ ମଧ୍ୟ ଘର ଖଣ୍ଡେ ମିଳୁନାହିଁ l ଏଥିରୁ ଜଣାପଡୁଛି ଜିଲ୍ଲା ପ୍ରଶାସନ ଏବଂ ସରକାର ମାନଙ୍କର ଦକ୍ଷତା l ଜିଲ୍ଲାରେ ଲାଞ୍ଚ କାରବାର ହେଉଛି କି ନାହିଁ, ହେରାଫରି ହେଉଛି କି ନାହିଁ ଏହା ହେଉଛି ତାର ଜ୍ୱଳନ୍ତ ଉଦାହରଣ l ପ୍ରକାଶ ଥାଉକି ସାରଳା ସାହୁ ଏବଂ
Read More...