ବାଜିଚୌକସ୍ଥିତ ନବ ନିର୍ମିତ ମା’ ବାଟମଙ୍ଗଳା ମନ୍ଦିର ନିର୍ମାଣାର୍ଥେ କଳସ ଯାତ୍ରା ଅନୁଷ୍ଠିତ !

ଢେଙ୍କାନାଳ : ବାଜିଚୌକସ୍ଥିତ ଓଭର୍ ବ୍ରିଜ୍ ତଳେ ମା\' ବାଟ ମଙ୍ଗଳାଙ୍କ ନୂତନ ମନ୍ଦିର ସ୍ଥାପନ ନିମନ୍ତେ ୧୫୧ପୁରୁଷ ଓ ମହିଳାଙ୍କ ଦ୍ୱାରା କଳସ ଶୋଭାଯାତ୍ରା ସ୍ଥାନୀୟ ବ୍ରାହ୍ମଣୀ ନଦୀ କମଗରା ଘାଟ ଠାରୁ ପୂଜାର୍ଚ୍ଚନା କରାଯାଇସଂକୀର୍ତନ ସହ ଏବଂ ବାଦ୍ୟ ଦ୍ୱାରା ସହର ପରିକ୍ରମା କରି ମନ୍ଦିର
Read More...

ଭୁବନ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ୩୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ !

ଢ଼େଙ୍କାନାଳ : ଭୁବନ ର ସର୍ବ ପୁରାତନ ଘରୋଇ ବିଦ୍ୟାଳୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ୩୫ ତମ ବାର୍ଷିକୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହୃଷୀକେଶ ସାହୁ ଙ୍କ ଅଧ୍ୟକ୍ଷତା ଓ ଶିକ୍ଷକ ରତିକାନ୍ତ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ
Read More...

ମୋଟଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ !

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ମୋଟଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ରାଷ୍ଟ୍ରୀୟହିନ୍ଦୁ ନବବର୍ଷ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମିଲୁ ଚରଣ ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଚାର୍ଯ୍ୟକ୍ଷୀରୋଦ କୁମାର ସାହୁ ମଂଚାସୀନ
Read More...

ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ପୂରାତନ ଛାତ୍ର ସଂଘ ତରଫରୁ ପଚିଶ ତମ ପ୍ରତିଷ୍ଠା ଉତ୍ସବ ପାଳନ !

ଢ଼େଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସରାଙ୍ଗ ଠାରେ ଅବସ୍ଥିତ ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଠାରେ ପୂରାତନ ଛାତ୍ର ସଂଘ ତରଫରୁ ପଚିଶ ତମ ପ୍ରତିଷ୍ଠା ଉତ୍ସବ ପାଳନ ହୋଇଯାଇଛି । ଆୟୋଜିତ ହୋଇଥିବା ଏହି ଉତ୍ସବ ଆରମ୍ଭରେ ରନ୍ ଫର୍ ଫନ୍ କାର୍ଯ୍ୟକ୍ରମ ରେ ଶତାଧିକ ପୂରାତନ ଛାତ୍ର ଛାତ୍ରୀ
Read More...

ହିନ୍ଦୋଳ ଉପଖଣ୍ଡ ଓକିଲ ସଙ୍ଘର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ !

ଢେଙ୍କାନାଳ : ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତା ମାନଙ୍କର ଶପଥ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି!ଆଜି ଦିନ ୧୧ଘଣ୍ଟା ସମୟରେ କୋର୍ଟ ଓକିଲ ସଂଘ ସଭାଗୃହ ଠାରେ ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଯିବି ଦିବାକର ଦାସ ନବନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ଶପଥପାଠ
Read More...

ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଳଛତ୍ର !

ଢେଙ୍କାନାଳ : ଢେଙ୍କାନାଳ ସହରରେ ଅବସ୍ଥିତ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ଏନ୍‌.ସି.ସି. ଛାତ୍ରୀ ତଥା ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ ଦେହୁରୀଙ୍କର ସହଯୋଗ କ୍ରମେଜଳଛତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଦିବସରେ ବିଦ୍ୟାଳୟର
Read More...

ଗଜମରା ଗ୍ରାମରେ ବାରୁଣୀ ଯାତ୍ରା !

ଢେଙ୍କାନାଳ : ଢେଙ୍କାନାଳ ଗଜମରା ଗ୍ରାମରେ ବାରୁଣୀ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି ।ଏହି ବାରୁଣୀ ଯାତ୍ରା ରେ ଦେଓପଡା, ତାଳବରକୋଟ ଓ ଗଜମରା ଗ୍ରାମର ଦୋଳବିମାନ ବିରାଟ ରୋଷଣୀ ଦ୍ୱାରାସାହି ପରିକ୍ରମା କରିଥିଲେ । ବାଜା, ବାଣ, ରୋଷଣୀ ଓ ଲଉଡ଼ି ବାଡି ଖେଳ ଓ ଚାଙ୍ଗୁବାଦ୍ୟ ଦ୍ୱାରା
Read More...

ବରା ଦିବସ ପାଳନ କଲା ସଚେତନ ନାଗରିକ ଫୋରମ୍ !

ଢ଼େଙ୍କାନାଳ : ଢ଼େଙ୍କାନାଳ ସଚେତନ ନାଗରିକ ଫୋରମ୍ ଆନୁକୁଲ୍ୟରେ ବରା ଦିବସ ଅପ୍ରେଲ ୭ ତାରିଖ ଦିନ ସକାଳ ୮ ଘଟିକା ବେଳେ ସୂର୍ଯ୍ୟ କନଭେସନ ଠାରେ ଫୋରମ୍‌ର ସଭାପତି ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ ନେୃତ୍ୱରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପୌରାଧ୍ୟକ୍ଷା
Read More...

ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଚିତଲପୁର ଗ୍ରାମରେ ସ୍ତମ୍ଭେଶ୍ୱରୀ ସଂସ୍କୃତି ।

ସ୍ତମ୍ଭେଶ୍ୱରୀ ବା ଖମ୍ବେଶ୍ବରୀ ସଂସ୍କୃତି ଚତୁର୍ଥ ଶତାବ୍ଦୀରୁ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ ପଶ୍ଚିମ ଓଡିଶା ଓ ଗଞ୍ଜାମ ପ୍ରାନ୍ତରେ ଏହି ସଂସ୍କୃତିର ବହୁଳ ଭାବେ ପ୍ରସାର ଓ ପ୍ରସିଦ୍ଧି ହୋଇଥିଲା । ପଥରଖମ୍ବ କୁ ସ୍ତମ୍ଭେଶ୍ୱରୀ ବା ଖମ୍ବେଶ୍ବରୀ ଦେବୀ ଙ୍କ ପ୍ରତୀକ ଭାବେ ମାନୁଥିଲେ ।
Read More...

ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ : ୧୭୩ ୟୁନିଟ ରକ୍ତ ସଂଗ୍ରହ !

ଢେଙ୍କାନାଳ ଜିଲ୍ଲା ରକ୍ତଭଣ୍ଡାର ରେ ଦେଖା ଦେଇଥିବା ରକ୍ତ ଅଭାବଜନିତ ସମସ୍ୟା ର ସମାଧାନ ପାଇଁ ଆଗେଇ ଆସିଛି ସାଇ ସତସଙ୍ଗ ସେବା ଟ୍ରଷ୍ଟ । ଟ୍ରଷ୍ଟ ତରଫରୁ ସ୍ଥାନୀୟ ଟାଉନ ହଲ ପରିସର ରେ ରବିବାର ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ବହୁ ସ୍ବେଛାକୃତ ରକ୍ତଦାତା
Read More...