ଭୁବନ ; ଭାରତୀୟ ଜନତା ପାର୍ଟିର ର ୪୨ତମ ସ୍ଥାପନା ଦିବସ ପାଳନ : ବିଜେପି ବଢୁଛି ଆହୁରି ବଢିବ -ରୁଦ୍ର !
ଢ଼େଙ୍କାନାଳ: ସାରା ରାଜ୍ୟ ରେ ୪୨ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ କାମାକ୍ଷା ନିର୍ବାଚନ ମଣ୍ଡଳୀ ର ଭୁବନ ବ୍ଲକ ଯମୁନାକୋଟ ରେ ପାଳିତ ହେଲା ୪୨ତମ ପ୍ରତିଷ୍ଠା ଦିବସ ।
ଏହି ଅବସରରେ ନେତା ମାନେ ମନେ ପକାଇଲେ ପୁରୁଣା ଗାଥା । ଅଶୀ ଦଶକ ରୁ ବିଜେପି ଜିରୋ ରୁ ଆଜି ବିଶ୍ଵଗୁରୁ!-->!-->!-->…
Read More...
Read More...