ଦୀଘି – ଗୋବିନ୍ଦପୁର ମାଳବନ୍ଧ ର ଶିଳାନ୍ଯାସ : ୨୪ କୋଟି ବ୍ୟୟବରାଦ ୨୪ ମାସରେ ସମ୍ପୂର୍ଣ୍ଣ ହେବା ନେଇ ଲକ୍ଷ୍ୟ !

ଢ଼େଙ୍କାନାଳ : ଭୁବନ ବ୍ଲକ ର ଦୀଘି ଠାରୁ ଗୋବିନ୍ଦପୁର ପର୍ଯ୍ୟନ୍ତ ମାଳ ବନ୍ଧ ର ଶୁଭାରମ୍ଭ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଶୁଭାରମ୍ଭ କରିଛନ୍ତି I ୨୪ କୋଟି ବ୍ୟୟ ବରାଦ ରେ ପ୍ରସ୍ତାବିତ ୬.୩ କିଲୋମିଟର ବନ୍ଧ କୁ ୨୪ ମାସରେ ସାରିବା ନେଇ ଲକ୍ଷ୍ୟ ରଖାଯାଇଛି I ଏହି ମାଳ ବନ୍ଧ
Read More...

ଭୁବନ; ବଣିକ ସଂଘ ତରଫରୁ ନୂତନ ନଗରପାଳଙ୍କୁ ସମ୍ବର୍ଦ୍ଧନା !

ଢ଼େଙ୍କାନାଳ: ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ ତରଫରୁ ଭୁବନ ର ନୂତନ ନଗରପାଳ ଶ୍ରୀଯୁକ୍ତ ଶୁଭେନ୍ଦୁ କୁମାର ସାହୁଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଭୁବନ ର ବିକାଶ ଦିଗରେ ପୌର ପରିଷଦ କାର୍ଯ୍ଯ କରିବା ନେଇ ସଂଘ ନଗରପାଳଙ୍କ ଦୃଷ୍ଟି
Read More...

ନିଖିଳ ଓଡିଶା ବ୍ୟାଙ୍କ ସୁନା ମୂଲ୍ୟ ନିର୍ଦ୍ଧାରଣକାରୀ ସଙ୍ଘ ବୈଠକ !

ଢେଙ୍କାନାଳ :ପୁରୀ ସହରସ୍ଥିତ ଅନ୍ନପୂର୍ଣ୍ଣା ଥିଏଟର ସମ୍ମିଳନୀ କକ୍ଷରେ ନିଖିଳ ଓଡିଶା ବ୍ୟାଙ୍କ ସୁନା ମୂଲ୍ୟ ନିର୍ଦ୍ଧରଣକାରୀ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆବାହକ ଗଣେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଓଡିଶାରୁ ପ୍ରାୟ ୧୫୦ରୁ ଉଦ୍ଦ୍ୱର୍
Read More...

କପିଳାସ ପାଦଦେଶରେ ୩୦ ଫୁଟ ଉଚ୍ଚର ମହାଦେବଙ୍କ ମୂର୍ତୀ ସ୍ଥାପନ ନିମନ୍ତେ ଭୂମିପୂଜା ଉତ୍ସବ

ଢେଙ୍କାନାଳ:କପିଳାସ ପୀଠକୁ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଦେବୋତର ବିଭାଗ ଓ ମେରାମଣ୍ଡଳୀ ଟାଟା ଷ୍ଟିଲର ମିଳିତ ଉଦ୍ୟମରେ ମହାଦେବଙ୍କର ଏକ ୩୦ ଫୁଟ ଉଚ୍ଚର ମୁର୍ତୀ ସ୍ଥାପନ କରିବା ସହକୁ ଏହାକୁ ଆକର୍ଷଣୀୟ କରିବା ପାଇଁ ପଦକ୍ଷେପ ନିଆଯାଇଛି । ମୂର୍ତୀ ସ୍ଥାପନ ପାଇଁ ନିରୂପିତ
Read More...

୧୧ଫୁଟର ଅହିରାଜ ଉଦ୍ଧାର !

ଢେଙ୍କାନାଳ:  ହିନ୍ଦୋଳ ବନାଞ୍ଚଳର କାଳିଆପଥର ଗ୍ରାମରୁ ଆୱାର୍ଡ ପରିବାରର ବନ୍ୟଜୀବ ଓ ସାପ ଉଦ୍ଧାରକାରୀ ଦଳ ତରଫରୁ ଏକ ୧୧ଫୁଟ ଲମ୍ବର ବିଶାଳ ଅହିରାଜ ସାପ ଉଦ୍ଧାର କରାଯାଇଛି । ଏହି ଅହିରାଜ ସାପଟି କାଳିଆପଥର ଗ୍ରାମର ଗଣେଶ୍ୱର ନାଏକଙ୍କ ଘରେ ଖାଦ୍ୟ ଅନ୍ୱେଶଣରେ ପ୍ରବେଶ କରିଥିଲା ।
Read More...

ନଗରପାଳଙ୍କ ଘରକୁ ବୋମା ମାଡ ଘଟଣାରେ ଭାଜପାର ୪ ଜଣିଆ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟିଲେ : ଘଟଣାରେ ସମ୍ପୃକ୍ତ…

ଢେଙ୍କାନାଳ: ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ରଙ୍କ ବାସ ଭବନ ଉପରେ ଫାଙ୍କା ଗୁଳିଚାଳନା ଓ ବୋମା ମାଡ ଆଦି ବାରମ୍ବାର ହମଲା ଘଟଣାକୁ ନେଇ ରାଜ୍ୟ ବିଜେପିର ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ ମାଧ୍ୟମରେ ବୋମା ମାଡ
Read More...

ହିନ୍ଦୋଳ;ଆଶିଷ ଭୂତିଆ ଓଡ଼ିଶା ଯୁବ ଜାତୀୟ ଭଲିବଲ ଦଳ ପାଇଁ ମନୋନୀତ !

ଢ଼େଙ୍କାନାଳ: ହିନ୍ଦୋଳ ସର୍ପା ରଘୁନାଥ ପୁର ଗ୍ରାମର ଆକୁଳ‌ ଭୂତିଆ ଙ୍କ ପୁତ୍ର ଆଶିଷ ଭୂତିଆ(୨୦) ହିନ୍ଦୋଳ ମହାବିଦ୍ୟାଳୟ ଖଜୁରିଆକଟାରେ ଉଚ୍ଚଶିକ୍ଷା ଅଧ୍ୟୟନ କରିଥିଲେ। ସେ ଦୀର୍ଘ ୬/୭ ବର୍ଷ ଧରି ଅକ୍ଲାନ୍ତ ପରିଶ୍ରମ କରି ଭଲିବଲ୍ ଖେଳ ଜାରି ରଖିଥିବା ବେଳେ ଓଡ଼ିଶା ଯୁବ ଜାତୀୟ
Read More...

ଆମ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ଓଡ଼ିଶାରେ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଆନ୍ଦୋଳନକୁ ରୂପରେଖ ଦେବା ପାଇଁ…

ଆମ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ଓଡ଼ିଶାରେ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଆନ୍ଦୋଳନକୁ ରୂପରେଖ ଦେବା ପାଇଁ ଏକ ପ୍ରସ୍ତୁତି ସଭା ଏବଂ ସାମ୍ବାଦିକ ସମ୍ମିଳନୀ କଚେରୀ ରୋଡ଼ ସ୍ଥିତ କାର୍ଯ୍ୟାଳୟ ଠାରେ ଆୟୋଜନ ହୋଇଥିଲା l ସଭା ପ୍ରାରମ୍ଭରେ ଜିଲ୍ଲା ଆବାହକ ପଙ୍କଜ ନାୟକ
Read More...