ହେଉନି ମରାମତି, ଅଚଳ ହୋଇ ପଡ଼ିଛି ନଳକୂପ

ଢ଼େଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ଓଡିଶ ପଞ୍ଚାୟତ ମାହାନ୍ତ ସାହିରେ ନଳକୂପ ଅଚଳ ହୋଇପଡ଼ିଛି I ପଞ୍ଚାୟତ ଚାରି ନମ୍ବର ୱାର୍ଡ ମାହାନ୍ତ ସାହିରେ ଗୋଟିଏ ମାତ୍ର ନଳକୂପ ରହିଚି I ଏହି ନଳକୂପ ଉପରେ ସାହି ସାରା ନିର୍ଭର କରୁଥିବା ବେଳେ ଛଅ ମାସ ହେବ ଅଚଳ ହୋଇଥିବାରୁ ନାହିଁ ନଥିବା ଅସୁବିଧାର
Read More...

ଜିଲ୍ଲାପାଳଙ୍କ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହିତ ଅଲୋଚନା : ଶୃଙ୍ଖଳିତ ପୌର ନିର୍ବାଚନ ଉପରେ ଗୁରୁତ୍ୱ !

ଢଙ୍କାନାଳ : ଜିଲ୍ଲା କାଯ୍ୟାଳୟ ଠାରେ ର ଜିଲ୍ଲାପାଳ ସରୋଜ କୁମାର ସେଠୀ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କସହିତ ଅଲୋଚନା କରିଛନ୍ତି । ଚଳିତ ପୌର ନିର୍ବାଚନକୁ କିପରି ଶାନ୍ତିଶୃଙ୍ଖଳାର ସହ ସମାପନ କରାଯିବ ତାହା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଏଥିସହ ଜିଲାପାଳ
Read More...

ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !

ଭିନ୍ନକ୍ଷମ ପୁଅକୁ ଟ୍ରାଇ ସାଇକେଲ ପାଈଁ ମା ର ନିବେଦନ ! ଢ଼େଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ଓଢ଼ଣା ଗ୍ରାମର କୁମା କଅଁର ଓ ବିରଞ୍ଚି କଅଁର ଙ୍କ ପୁତ୍ର ଆକାଶ କଅଁର (୧୬) ଜନ୍ମରୁ ଭିନ୍ନକ୍ଷମ ଅଟନ୍ତି I ଭିନ୍ନକ୍ଷମ ପ୍ରମାଣ ପତ୍ର ରେ ଶତକଡା ୯୦ ଭାଗ
Read More...

ବି.ବି. ହାଇସ୍କୁଲ : ଢେଙ୍କାନାଳର ନବଗଠିତ ଶକ୍ତି କ୍ଲବର ଶକ୍ତି ସଂରକ୍ଷଣ ସମ୍ପର୍କରେ ପ୍ରଥମ ସେମିନାର-୨୦୨୨ ଅନୁଷ୍ଠିତ…

ଢେଙ୍କାନାଳ : କୋଭିଡ-୧୯ ନିୟମ ସବୁକୁ ଅନୁପାଳନ କରି ନିରାଡ଼ମ୍ବର ଭାବରେ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ସ୍ମାର୍ଟ ଶ୍ରେଣୀଗୃହରେ ନୂତନ ଇଣ୍ଟରଆକ୍ଟିଭ ପ୍ୟାନେଲ ସାହାଯ୍ୟରେ ପିପିଟି ମାଧ୍ୟମରେ ନବଗଠିତ ଶକ୍ତି କ୍ଲବ ପକ୍ଷରୁ ବିଭିନ୍ନ ପ୍ରକାର ଶକ୍ତି ସଂରକ୍ଷଣ
Read More...

ଲୁଟ୍‌ଘଟଣାର ଦେଢ଼ମାସ ପରେ ପୋଲିସ ୩ ଅଭିଯୁକ୍ତ ଗିରଫ  !

  ଢେଙ୍କାନାଳ :  ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଫାଣ୍ଡି ବଳଦିଆବନ୍ଧର ସାଇପ୍ରସା ଦାସଙ୍କ ଘରୁଗତ ଫେବୃଆରୀ ୧୧ରେ ହୋଇଥିବା  ଲୁଟ୍‌ଘଟଣାର ଦେଢ଼ମାସ ପରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବଳଦିଆବନ୍ଧ ଗ୍ରାମର ରଶ୍ମିରଞ୍ଜନ  ସାହୁଓରଫ୍‌ ଗାନ୍ଧୀ (୩୮), ମିଥୁନ
Read More...

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : ଏକାଧିକ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢଉ !

ଢ଼େଙ୍କାନାଳ : ଭିଜିଲାନ୍ସ ଜାଲରେ ପଡିଯାଇଛନ୍ତି ସହକାରୀ ଯନ୍ତ୍ରୀ । ଭୁବନେଶ୍ୱରରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ଭିଜିଲାନ୍ସ ଛାପା ମାରିଛି । ଏକାକାଳୀନ ଭୁବନେଶ୍ୱର ପଟିଆ ସ୍ଥିତ ଭଡାଘର, ନନ୍ଦନକାନନ ସ୍ଥିତ ତିନି ମହଲା ଘର, ଅନୁଗୁଳ ତାଳଚେରରେ
Read More...

ସାଧାରଣ ଗୃହିଣୀ ରୁ ଜିଲ୍ଲାପରିଷଦ ସଭାପତି ପଦ ହାତେଇଲେ ଅର୍ଚ୍ଚନା !

ଢ଼େଙ୍କାନାଳ : ଜିଲ୍ଲା ପରିଷଦ ସଭାପତି ଦୌଡ଼ରେ ଥିଲେ ରାଜନୀତିରେ ଅଭିଜ୍ଞ ଏକାଧିକ ନେତ୍ରୀ। ଏହି ପଦବୀରେ ବସାଇବାକୁ ସେମାନଙ୍କ ଲାଗି ଜୋରଦାର୍‌ ଲବି କରିଥିଲେ ଜିଲ୍ଲାର ଟାଣୁଆ ନେତା। ହେଲେ ଲବିକି ସାଙ୍ଗଠନିକ ପତିଆରା କିଛିକାମ ଦେଲାନି। ସାଧାରଣ ଗୃହିଣୀ ରୁ ଜିଲ୍ଲାପରିଷଦ ସଭାପତି
Read More...