ଢ଼େଙ୍କାନାଳ: ଯୋରନ୍ଦା ଡ଼ୁବୁରୀ ପାହାଡ଼ ମେଳା ରଜ ସଂକ୍ରାନ୍ତି ଅବସରରେ ରେ ଅନୁଷ୍ଠିତ ହୋଇଯାଇଛି ।
ସକାଳ ଠାରୁ ଅଖଣ୍ଡ ବତୀ, ଘୃତ ଆହୁତି, ପ୍ରଭୁ ପାଦେ ନାମ ଯଜ୍ଞ ଧର୍ମ ସଭା ଆୟୋଜନ ହୋଇଯାଇଛି। ଅଶୋକ ଦାସ ଙ୍କ ଜରିଆରେ ଏହି କାର୍ଯ୍ୟକ୍ରମ ସମସ୍ତ ମହିମା ଗାଦିର ବାବା ଯୋଗଦାନ ଦେଇ ଉତ୍ସlହ ସହ ନାମ ଯଜ୍ଞ ରେ ଭରିପୂର୍ଣ୍ଣ ଦେଖିବାକୁ ମିଳିଥିଲା ।
ସମସ୍ତ ଭକ୍ତରେ ଭରିପୂର୍ଣ୍ଣ ଦେଖିବାକୁ ମିଳିଥିଲା । ବାବା ଙ୍କ କହିବା ଅନୁଯାୟୀ ଡ଼ୁବୁରୀ ପାହାଡ଼ ଧୂନି ମନ୍ଦିର ୧୦୦ବର୍ଷ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ ମହିମାଗାଦି ର ସମସ୍ତ ବାବା ବକଳ ଧାରୀ ଓ କୌପୁନି ଧାରୀଙ୍କ ଦ୍ୱାରା କାର୍ଯ୍ୟlକ୍ରମ ଶେଷ ହୋଇଛି।