ଢେଙ୍କାନାଳ ଢେଙ୍କାନାଳ ଜିଲ୍ଲାରେ ଶୂନ୍ଯ କରୋନା ଆକ୍ରାନ୍ତ ଚିହ୍ନଟ ! Tehelka Dhenkanal Mar 28, 2022 0 ଢେଙ୍କାନାଳ ଜିଲ୍ଲାରେ ଶୂନ୍ଯ କରୋନା ଆକ୍ରାନ୍ତ ଚିହ୍ନଟ ! Read More...
ଢେଙ୍କାନାଳ ମାର୍ଥାପୁର ଯୁବମୋର୍ଚ୍ଚା ସହଯୋଗ ରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର : ୫୩ ୟୁନିଟ୍ ସଂଗୃହିତ ! Tehelka Dhenkanal Mar 27, 2022 0 ଢ଼େଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ଗ୍ରାମର କଲ୍ଯାଣ ମଣ୍ଡପ ରେ ମାର୍ଥାପୁର ଯୁବମୋର୍ଚ୍ଚା ସହଯୋଗ ରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ସମ୍ମାନିତ ଅତିଥି ଭାବେ ମାର୍ଥାପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଆଶୁତୋଷ ମହାନ୍ତି, ସରପଞ୍ଚ ରାଜେନ୍ଦ୍ର ମଲ୍ଲିକ!-->!-->!-->… Read More...
ଢେଙ୍କାନାଳ କାମାକ୍ଷାନଗର ; ସାଂସଦଙ୍କ ଦ୍ବାରା ନବନିର୍ବାଚିତ ନଗରପାଳ ସମେତ ସମସ୍ତ ନଵନିର୍ଵାଚିତ କାଉନସିଲରଙ୍କୁ ଶୁଭେଚ୍ଛା ସହ… Tehelka Dhenkanal Mar 27, 2022 0 ଢ଼େଙ୍କାନାଳ : କାମାକ୍ଷାନଗର ଏନ୍.ଏ.ସି, ହନୁମାନ ଵଜାର ସ୍ଥିତ ସରକାରୀ ଡାକବଙ୍ଗଳା ଠାରେ ବିଜୁ ଜନତା ଦଳ ନଗର ସଭାପତି ଆଦିତ୍ୟ କୁମାର ଆଚାର୍ଯ୍ୟଙ୍କ ତତ୍ତ୍ଵାଵଧାନରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମାନ୍ୟବର ଢେଙ୍କାନାଳ ଲୋକସଭା ସାଂସଦ ମହେଶ ସାହୁ ନବନିର୍ବାଚିତ ନଗରପାଳ!-->… Read More...
ଢେଙ୍କାନାଳ ଶତାୟୁ,ବି.ବି. ହାଇସ୍କୁଲ ଠିରେ ବିମଳ କିଶୋର ମିଶ୍ର ସ୍ମାରକୀ ଶ୍ରେଷ୍ଠ ଛାତ୍ରୀ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ! Tehelka Dhenkanal Mar 27, 2022 0 ଢେଙ୍କାନାଳ : ଅପରାହ୍ଣ ସମୟରେ ବିଦ୍ୟାଳୟର ସଭାଗୃହରେ ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ପ୍ରାକ୍ତନ ଛାତ୍ର ଓଡ଼ିଶାର ସ୍ଵନାମଧନ୍ୟ ପ୍ରଶାସକ, ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ସ୍ବର୍ଗତଃ ବିମଳ କିଶୋର ମିଶ୍ରଙ୍କ!-->… Read More...
ମନୋରଞ୍ଜନ ଅଲଟରନେଟିଭ ରିଦିମ ଥିଏଟର ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ : ସାମିଲ ହେଲେ ବିଭିନ୍ନ ଅନୁଷ୍ଠାନର କଳାକାର ଜନସାଧାରଣ ନାଟ୍ୟ… Tehelka Dhenkanal Mar 27, 2022 0 ଢେଙ୍କାନାଳ : ଅଗ୍ରଣୀ ତଥା ଜାତୀୟ ସ୍ତରରେ ଜିଲ୍ଲା ଓ ରାଜ୍ୟ ପାଇଁ ବହୁବାର ସୁନାମ ଆଣିଥିବା ନାଟ୍ୟାନୁଷ୍ଠାନ ଅଲ୍ଟର୍ ନେଟିଭ୍ ରିଦମ୍ ଥିଏଟର୍ ପକ୍ଷରୁ ରବିବାର ବିଶ୍ୱ ନାଟ୍ୟଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳ ସମୟରେ ସହରସ୍ଥିତ ବାଜିଚୌକ ଠାରେ ଆର୍ଟର ଆହ୍ୱାନ କ୍ରମେ!-->!-->!-->… Read More...
ଢେଙ୍କାନାଳ ଢେଙ୍କାନାଳ ଜିଲ୍ଲାରେ ଶୂନ୍ଯ କରୋନା ଆକ୍ରାନ୍ତ ଚିହ୍ନଟ ! Tehelka Dhenkanal Mar 27, 2022 0 ଢେଙ୍କାନାଳ ଜିଲ୍ଲାରେ ଶୂନ୍ଯ କରୋନା ଆକ୍ରାନ୍ତ ଚିହ୍ନଟ ! Read More...
ଢେଙ୍କାନାଳ ଗୁଣ୍ଡିଚାପଡା ଠାରେ ଅହମ୍ମଦିୟା ମୁସଲିମ ପ୍ରତିଷ୍ଠା ଦିବସ ପାଳନ ! Tehelka Dhenkanal Mar 26, 2022 0 ଢେଙ୍କାନାଳ : ସହର ଉପକଣ୍ଠ ଗୁଣ୍ଡିଚାପଡା ସ୍ଥିତ ଜାମା ମସଜିଦ ଠାରେ ଅହମ୍ମଦିୟା ମୁସଲିମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ଅବସରରେ ଜାମା ମସଜିଦ ଠାରେ ଏକ ଧର୍ମସଭା ଅନୁଷ୍ଠିତ ହୋଇଯାଇଛି । ଗୁଣ୍ଡିଚାପଡା ଅହମ୍ମଦିୟା ମୁସଲିମ ଜମାଅତର ସଭାପତି ସୁଲେମାନ ଅଲ୍ଲୀ ଖାଁ ଏହି!-->!-->!-->… Read More...
ଢେଙ୍କାନାଳ ଶରଣ ଶ୍ରୀକ୍ଷେତ୍ର ପାଇଁ ଦାରୁ ସଂଗ୍ରହ : ଛେଦନ ପରେ ଶଗଡରେ କ୍ଷେତ୍ର ଅଭିମୂଖେ ପ୍ରଭୁ ବଳଭଦ୍ର ଓ ମାତା ସୁଭଦ୍ରାଙ୍କ… Tehelka Dhenkanal Mar 26, 2022 0 ଢେଙ୍କାନାଳ : ଓଡାପଡା ବ୍ଲକ ଏକଘରିଆ ଗ୍ରାମ ଶରଣ ଶ୍ରୀକ୍ଷେତର ଶ୍ରୀବିଗ୍ରହ ନିର୍ମାଣ ନିମିତ୍ତ ପବିତ୍ର ଦାରୁ ସଂଗ୍ରହ ପାଇଁ ବନଯାଗ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଦାରୁ ଚିହ୍ନଟ କାର୍ଯ୍ୟ ଶେଷ ହୋଇଛି । କପିଳାସ ନିକଟସ୍ଥ ବଣିଆରୁ ମହାପ୍ରଭୁ ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ପବିତ୍ର ଦାରୁ!-->!-->!-->… Read More...
ଢେଙ୍କାନାଳ ଢେଙ୍କାନାଳ ଜିଲ୍ଲାରେ ଶୂନ୍ଯ କରୋନା ଆକ୍ରାନ୍ତ ଚିହ୍ନଟ ! Tehelka Dhenkanal Mar 26, 2022 0 ଢେଙ୍କାନାଳ ଜିଲ୍ଲାରେ ଶୂନ୍ଯ କରୋନା ଆକ୍ରାନ୍ତ ଚିହ୍ନଟ ! Read More...
ଢେଙ୍କାନାଳ ଜଙ୍ଗଲରେ ନିଆଁ ଲଗାଇ ବନ୍ୟପ୍ରାଣୀ ଶିକାର ଉଦ୍ୟମ : ଦୁଇ ଅଭିଯୁକ୍ତ ଗିରଫ ! Tehelka Dhenkanal Mar 25, 2022 0 ଢେଙ୍କାନାଳ : ଗଁଦିଆ ଥାନା ଷଡ଼ଙ୍ଗୀ ରେଞ୍ଜ୍ ଅନ୍ତର୍ଗତ ଷଡ଼ଙ୍ଗୀ-ଏ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ବନ୍ୟପ୍ରାଣୀ ଶିକାର ଲାଗି ଉଦ୍ୟମ କରୁଥିବା ଅଭିଯୋଗରେ ବନ ବିଭାଗ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରାଜକିଶୋରପୁରରୁ ନୀଳମଣି ନାଥ (୨୬) ଏବଂ ଅନନ୍ତ ନାଥ (୫୫) । ସେମାନଙ୍କ!-->!-->!-->… Read More...