ଢେଙ୍କାନାଳ : ବଳରାମପୁର ବିଶ ହରିଜନ ବୁଣାକାର ସମାଜରେ ବାର୍ଷିକ ଅଧିବେସନ କର୍ମକର୍ତା ଚୟନ ଇନ୍ଦିପୁର ଯଜ୍ଞ ମଣ୍ଡପ ଆମ୍ର କାନନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ବରିଷ୍ଠ ସଦସ୍ୟ ପ୍ରମୋଦ କୁମାର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବଳରାମପୁର ବିଶ ଅନ୍ତର୍ଗତ ୨୭ ଗ୍ରାମର ହରିଜନ ବୁଣାକାର ସମାଜର ଶତାଧିକ ପ୍ରତିନିଧି ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ । ପରେ କର୍ମକର୍ତ ଚୟ ହୋଇଥିଲା । ସଭାପତି ଭାବେ କାଳନ୍ଦୀ ଚରଣ ନାଏକ, ସମ୍ପାଦକ ଭାବେ ପିତବାସ ନାଏକ ଓ ଉପଦେଷ୍ଟା ପ୍ରମୋଦ କୁମାର ନାଏକ, ଉପସଭାପତି ନୃସିଂହ ଚରଣ ନାଏକ ଓ କୋଷାଧ୍ୟକ୍ଷ ଭାବେ ବାମନ ଚରଣ ନାଏକଙ୍କୁ ସର୍ବସମ୍ମତି କ୍ରମେ ମନୋନିତ କରାଯାଇଥିଲା ।
ସେହିପରି ସଦସ୍ୟଭାବେ ବିବିରଞ୍ଚିା ଏକ, ଉତ୍ସବ ନାଏକ, ସଦାନନ୍ଦ ନାଏକ, ପ୍ରଦୀପ ନାଏକ, କୃତିବାସ ନାଏକ, ଗନ୍ଧର୍ବ ନାଏକ, ସୁରେଶ ନାଏକ, ସାରଙ୍ଗ ନାଏକ, କାଳିଆ ନାଏକ, ରମେଶ ନାଏକ, କାଶିନାଥ ନାଏକ, ବିଦ୍ୟାଧର ପାତ୍ର, ଧନେଶ୍ୱର ନାଏକ, ଦ୍ୱିଜବର ନାଏକ, ଚନ୍ଦ୍ରମଣୀ ନାଏକ, ଦାଶରଥୀ ନାଏକ, କେଶବ ନାଏକ, ନିରାକାର ନାଏକ ପ୍ରମୁଖ ମନୋନିତ ହୋଇଥିଲେ ।
ଆଗାମୀ ଦିନରେ ନିଜ ଜାତି ଭାଇ ମାନଙ୍କର ସୁଖଦୁଃଖରେ, ବିପଦ ଆପଦରେ ଠିଆ ହୋଇ ସେମାନଙ୍କର ଉତରୋତର ଉନ୍ନତି ପାଇଁ ସେମାନେ ସବୁବେଳେ ଚେଷ୍ଟା କରିବେ ବୋଲି ମନୋନିତ କର୍ମକର୍ତମାନେ ପ୍ରା ଶ କରିଛନ୍ତି ।