ଆଇଆଇଏମସିରେ ଇମକାର ୧୦ମ ‘କନେକ୍ସନ-୨୦୨୨’ ଅନୁଷ୍ଠାନ ପ୍ରତି କୃତଜ୍ଞତା ବୋଧ ଜରୁରୀ !

ଢ଼େଙ୍କାନାଳ : ପ୍ରତ୍ୟେକ ଶିକ୍ଷା ଅନୁଷ୍ଠାନରୁ ଛାତ୍ରଛାତ୍ରୀ ଜ୍ଞାନ, ବିଜ୍ଞାନ, କୌଶଳ ଆଦି ଅନେକ କଥା ଶିଖିଥାନ୍ତି । ଯାହା ସେମାନଙ୍କୁ ଜୀବନରେ ଆଗକୁ ବଢିବାରେ ସହାୟକ ହୁଏ । ତାର ପ୍ରତିଦାନରେ ସେମାନେ ଅନୁଷ୍ଠାନକୁ କିଛି ଫେରାଇବା ଉଚିତ । ଅନ୍ତତଃ ଅନୁଷ୍ଠାନ ପ୍ରତି କୃତଜ୍ଞତା ବୋଧ ଓ
Read More...

ଗଁନ୍ଦିଆ ; ମଠ ତେନ୍ତୁଳିଆ ଠାରେ ଆୟୁଷ୍ମାନ ଭାରତ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ !

ଢେଙ୍କାନାଳ : ଗନ୍ଦିଆ ବ୍ଲକ ଅନ୍ତର୍ଗତ ମଠ ତେନ୍ତୁଳିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଖରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ଭାରତ ସରକାରଙ୍କର ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଅଧୀନ ରେ ସାଂସଦଙ୍କ ଆନୁକୂଲ୍ୟରେ ବ୍ଲକ ସ୍ଥରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି I ଶ୍ରୀରାମଚନ୍ଦ୍ରପୁର
Read More...

ଗଁଦିଆ ; ଶବ ବ୍ୟବଚ୍ଛେଦ ଗୃହ କାର୍ଯ୍ୟକ୍ଷମ ପାଇଁ ଦାବି !

ଢ଼େଙ୍କାନାଳ: ଗଁଦିଆ ବ୍ଲକରେ ଥିବା ଏକ ମାତ୍ର ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ବର୍ଷ ହେଲା ନିର୍ମିତ ହୋଇଥିବା ଶବ ବ୍ୟବଚ୍ଛେଦ କେନ୍ଦ୍ର ଟି ଆଜି ସୁଦ୍ଧା କାର୍ଯ୍ୟକ୍ଷମ ହୋଇ ନପାରିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଉକ୍ତ ବ୍ଲକର ୨୯ଗୋଟି ଗ୍ରାମ ପଞ୍ଚାୟତ ଅଛି
Read More...

ଆଳତୁମା ଗ୍ରାମରେ ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ଏକ ନୂତନ ମନ୍ଦିର ଶୁଭ ଦିଆଯିବା ନେଇ ଏକ ପ୍ରସ୍ତୁତି ବୈଠକ !

ଢ଼େଙ୍କାନାଳ: କାମାକ୍ଷାନଗର ଏନ୍.ଏ.ସି ୧୩ ନମ୍ବର ଓ୍ଵାର୍ଡ ଆଳତୁମା ଗ୍ରାମ ଶ୍ରୀ ଶ୍ରୀ ଦଧିବାମନ ଜୀଉ ମନ୍ଦିର ପ୍ରାଙ୍ଗଣରେ ଗ୍ରାମସଭା ସଭାପତି ଶ୍ରୀ ବ୍ରହ୍ମାନନ୍ଦ ମହାନ୍ତି ଙ୍କ ସଭାପତିତ୍ବରେ ଆସନ୍ତା ମେ ୧୧ ତାରିଖରେ ଆଳତୁମା ଗାଁ ର ଐତିହାସିକ ୫୦୦ ବର୍ଷ ପୁରୁଣା ମନ୍ଦିର କୁ ଏକ ନୂତନ
Read More...

ଗଁଦିଆ; ଇଲେଇଜଙ୍ଗ ପ୍ରାଥମିକ ବିଦ୍ୟାଳୟ ରେ ‌ଶିକ୍ଷକ ନିଯୁକ୍ତି ନିମନ୍ତେ ଦାବି !

ଢେଙ୍କାନାଳ : ଅନ୍ତର୍ଗତ ଇଲେଇଜଙ୍ଗ ପ୍ରାଥମିକ ବିଦ୍ୟାଳୟ ରେ ଜଣେ ଶିକ୍ଷୟିତ୍ରୀ ଙ୍କ ଦ୍ଵାରା ପାଠପଢ଼ା ଚାଲିଅଛି। ବିଦ୍ୟାଳୟ ରେ ଜଣେ ଶିକ୍ଷୟିତ୍ରୀ ପାଠ ପଢ଼ାଇବା ଏକଷଠିପିଲାଙ୍କୁ ସମ୍ଭବ ନୁହେଁ। ବିଦ୍ୟାଳୟ ରେ ଚାରିଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିଲେ। ଜଣେ ଅବସର ନେଲେ। ଜଣେ ପଦୋନ୍ନତି
Read More...

ଗଁନ୍ଦିଆ ; ଖଙ୍କିରା ପଞ୍ଚାୟତରେ ଜାତୀୟପଞ୍ଚାୟତିରାଜ ଦିବସ ପାଳିତ !

ଢ଼େଙ୍କାନାଳ: ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ଖଙ୍କିରା ପଞ୍ଚାୟତରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ଏଥିପାଇଁ ପଞ୍ଚାୟତର ସମସ୍ତ କର୍ମକର୍ତ୍ତାମାନେ ଓ ଗ୍ରାମବାସୀଙ୍କ ସହାୟତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ସରପଞ୍ଚ ରଞ୍ଜୁ ଲତା ଦାସ ସଭା ପରିଚାଳନା କରାଇଥିଲେ।
Read More...

ଭୁବନ;ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ଠାରେ ପୂରାତନ ଛାତ୍ର ସମିଳ୍ଳନୀ ଅନୁଷ୍ଠିତ !

ଢ଼େଙ୍କାନାଳ : ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ଠାରେ ପୂରାତନ ଛାତ୍ର ସମିଳ୍ଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ମୁଖ୍ଯ ଅତିଥି ରୁପେ ଭୁବନ ନୂତନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ,ସମ୍ମାନିତ ଅତିଥି ରୁପେ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ, ପୂର୍ବତନ ବ୍ଲକ
Read More...

ଢେଙ୍କାନାଳ ଇସ୍କନ ପକ୍ଷରୁ ଫୁଡ ଫର ଲାଇଫ   କାର୍ଯ୍ୟକ୍ରମ ଅନୁଷ୍ଠିତ !

ଢେଙ୍କାନାଳ : ସହର ସ୍ଥିତ ଇସ୍କନ ଢେଙ୍କାନାଳ (ଅନ୍ତରାଷ୍ଟ୍ରୀୟ ରାଷ୍ଟ୍ରୀୟ କୃଷ୍ଣ ଭାବନାମୃତ ସଂଘ) ତରଫରୁ ଢେଙ୍କାନାଳ ର ଗୋବିନ୍ଦପୁର ଠାରେ ଫୁଡ ଫର ଲାଇଫ   କାର୍ଯ୍ୟକ୍ରମ ଅନୁଷ୍ଠିତ କରଯାଇଛି । ଗ୍ରାମର ସମସ୍ତ ଲୋକ ଙ୍କ ସମାବେଶ ରେ ହରି କଥା , ନୃତ୍ୟ କୀର୍ତ୍ତନ ଏବଂ ପରିଶେଷରେ
Read More...