ଦିନ ଦ୍ବିପହରରେ ଗାଁ ଭିତରେ ପଶି ହାତୀ କରୁଛି ତାଣ୍ଡବଲୀଳା, କୁମ୍ଭକର୍ଣ୍ଣ ନିଦ୍ରାରେ ବନବିଭାଗ !

ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳରେ ଦିନକୁ ଦିନ ଜଙ୍ଗଲୀ ହାତୀ ଚଳପ୍ରଚଳ ଯୋଗୁଁ ହିନ୍ଦୋଳ ଅଧିବାସୀମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ବନବିଭାଗର ଗାଲୁଆମୀ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲେଣି। ବର୍ତ୍ତମାନ ହିନ୍ଦୋଳ ବନାଞ୍ଚଳରେ ଶହ ଶହ ହାତୀ ଚଳପ୍ରଚଳ କରି ଗାଁ ମୁହାଁ ହୋଇ ଗାଁ ରେ
Read More...

ହିନ୍ଦୋଳ ଜନତା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ହୃଦଘାତରେ ପରଲୋକ !

ଢ଼େଙ୍କାନାଳ: ହିନ୍ଦୋଳ ଜନତା ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ମିଶ୍ର ଙ୍କ ର ଗତକାଲି ଶନିବାର ରାତିରେ ଖାଇ ସାରିବା ପରେ ପ୍ରାୟ ସାଢେ଼ ୧୧ ଟା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ବଡ଼ ଦୁଃଖର ବିଷୟ
Read More...

ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବଳରାମ ମନ୍ଦିର ପରିସରରେ ବଳରାମଜୀଉ ଭଜନ ସଂଧ୍ୟା ପକ୍ଷରୁ ଭଜନ ପରିବେଷଣ !

ଢେଙ୍କାନାଳ: ଢେଙ୍କାନାଳ ଶ୍ରୀଶ୍ରୀ ସିଦ୍ଧ ବଳରାମ ମନ୍ଦିର ପ୍ରାଙ୍ଗଣରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବଳରାମଜୀଉଭଜନ ସଂଧ୍ୟା ପକ୍ଷରୁ ଭଜନ ପରିବେଷଣ ହୋଇଯାଇଛି । ସ୍ଥାନୀୟ କଣ୍ଠଶିଳ୍ପୀମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁମଧୁରଭଜନ ଓ ଜଣାଣ ଗାନ କରିଥିଲେ । ଭକ୍ତମାନେ ଏହାକୁ ମନଭରି ଶୁଣି
Read More...

ଭୁବନ ପ୍ରେସକ୍ଲବ ଓ ବିଷ୍ଣୁପ୍ରିୟା ଜୁଏଲର୍ସ ମିଳିତ ସହଯୋଗରେ ରଜ ମଉଜ ଅନୁଷ୍ଠିତ : ଗାଁ ଗହଳିରେ ପ୍ରତିଭା ମାନଙ୍କୁ…

ଢ଼େଙ୍କାନାଳ : ଓଡ଼ିଶାର ଗଣ ପର୍ବ ରଜ ଅବସରରେ ଉତ୍ସବ ମୁଖର ହୋଇଉଠିଛି ଗାଁ ଠୁ ସହର। ବେଶ ଧୁମଧାମରେ ପାଳନ ହେଉଛି ସବୁଠି ରଜ ଉତ୍ସବ। ଏହି ଉତ୍ସବ ଝିଅ ମାନଙ୍କ ମନରେ ଢେର ସାରା ଖୁସୀ ବାଣ୍ଟିଥିବା ବେଳେ ଖିଲି ପାନ ଓ ରଜ ଦୋଳି ସହ ବନସ୍ତେ ଡାକିଲା ଗଜ ର ସଙ୍ଗୀତ ସମସ୍ତଙ୍କୁ ବେସ ଆନନ୍ଦ
Read More...

ଭୁବନ ମୃତ ବାରହା ଜବତ : ଜଣେ ଗିରଫ !

ଢେ଼ଙ୍କାନାଳ:ଭୁବନ ସହର ଉପକଣ୍ଠସ୍ଥ ଭରତି ପାହାଡ ନିକଟରୁ ବନ ବିଭାଗ ମୃତ ବାରହା ଜବତ କରିବା ସହ ଜଣକୁ ଗିରଫ କରାଯାଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ,ବାଉଁଶକଣ ଗ୍ରାମର ପ୍ରେମାନନ୍ଦ ପଧାନ ଙ୍କ ସହ ଦୁଇ ଜଣ ସହଯୋଗୀ ଭରତି ପାହାଡ ନିକଟରେ ଏକ ବାରହାକୁ ମାରି ମାଂସ ବିକ୍ରି କରିବାକୁ
Read More...

ଭୁବନ ଅଙ୍ଗନାୱାଡି କର୍ମୀ ଙ୍କ ବିରୋଧରେ ବିଡିଓ ଙ୍କୁ ଫେରାଦ !

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ ମାର୍ଥାପୁର ପଞ୍ଚାୟତର ୫ନଂ ଅଙ୍ଗନାବାଡି ର ସାହି ବାସିନ୍ଦା ଅଙ୍ଗନବାଡି କର୍ମୀ ରତ୍ନାପ୍ରଭା ଦ୍ବିବେଦୀ ଙ୍କର କାଯ୍ୟକଳାପ ତଥା ବ୍ୟବହାର ରେ ଅସନ୍ତୋଷ ହୋଇ ଶେଷରେ ତାଙ୍କ ବିରୁଦ୍ଧରେ ଭୁବନ ଗୋଷ୍ଠୀ ଉନ୍ନୟନ ଅଧିକାରୀ କଲ୍ୟାଣ ସୌରଭ ଦାସ ଙ୍କର ନିକଟରେ ଦରଖାସ୍ତ
Read More...

ଓଡିଶୀ ନୃତ୍ୟ ଓ ସମ ଓଡିଶୀ ନୃତ୍ୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ !

ଢ଼େଙ୍କାନାଳ : ସ୍ଥାନୀୟ ଅଗ୍ରଣୀ ନୃତ୍ୟ ସଂଗୀତ ଅନୁଷ୍ଠାନ ନୀତା ନୃତ୍ୟାଙ୍ଗନା ଅଭିନନ୍ଦନ ଗାର୍ଡନଠାରେ ଏକ ଛଅ ଦିନିଆ ନୃତ୍ୟ ପ୍ରଶିକ୍ଷଣ ଶିବିରର ଆୟୋଜନ କରିଥିଲା । ଶିବିର ପରିଚାଳନା ଅନୁଷ୍ଠାନରସଂପାଦକ ଆଶିଷ କୁମାର ପାଲ୍ କରିଥିବା ବେଳେ ପ୍ରଶିକ୍ଷଣ ଦେବା ପାଇଁ ଗୁରୁ ସୁଚିସ୍ମିତା ମାନା ଓ
Read More...

ଢ଼େଙ୍କାନାଳ କୁନି ଝିଅ ସମୀକ୍ଷା ନନ୍ଦ ଜାତୀୟ ଟାଇକୋଣ୍ଡା ଚମ୍ପିୟାନରେ ପଦକ ହାସଲ !

ଢ଼େଙ୍କାନାଳ କୁନି ଝିଅ ସମୀକ୍ଷା ନନ୍ଦ ଜାତୀୟ ଟାଇକୋଣ୍ଡା ଚମ୍ପିୟାନ ଖେଳ ରେ ସ୍ଵର୍ଣ୍ଣ ପଦକ ଓ ଗୋଟିଏ ବ୍ରୋଞ୍ ପଦକ ହାସଲ କରି ଓଡ଼ିଶା ତଥା ଢ଼େଙ୍କାନାଳ ର ନାଁ ରଖିଲେ ।ସମୀକ୍ଷା ନନ୍ଦ(ରିମା) ସୁଦୂର ଆଗ୍ରା ଠାରେ ଅନୁଷ୍ଠିତ ଜାତୀୟ ଟାଇକୋଣ୍ଡା ଚମ୍ପିୟାନ ଖେଳ ରେ ଭାଗ ନେବାକୁ ଯାଇ ଗୋଟିଏ
Read More...

ଭାଗିରଥି ସାଗର ଏବଂ ହୀରା ସାଗରର ପୁନଃରୁଦ୍ଧାର ସମୀକ୍ଷା !

ଢେଙ୍କାନାଳ : ଭାଗିରଥି ସାଗର ଏବଂ ହୀରା ସାଗରର ପୁନଃରୁଦ୍ଧାର ସମୀକ୍ଷା କଲେ ପୌରାଧ୍ୟାକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ପୌର ନିର୍ବାହୀ ଅଧିକାରୀ, ପୌର ଯନ୍ତ୍ରୀ, ସ୍ଥାନୀୟ ୪ନଂ ୱାର୍ଡ କାଉନସିଲର, ଓକିଲ ସଙ୍ଘ ସଭାପତି ଶ୍ରୀ ସଞ୍ଜୟ ମିଶ୍ର, ସାମ୍ବାଦିକ ସଙ୍ଘ ସଭାପତି ଶ୍ରୀ ପ୍ରସନ୍ନ
Read More...

ନନ୍ଦିନୀଦେବୀ ଙ୍କ ୯୩ତମ ଜୟନ୍ତୀ ପାଳନ କଲା ଢେଙ୍କାନାଳ ଥିଙ୍କର୍ସ ଫୋରମ !

ନନ୍ଦିନୀ ଦେବୀଙ୍କ ନାମେ ନାମିତ ହେଉ ଢେଙ୍କାନାଳ ମହିଳା ମହାବିଦ୍ୟାଳୟ -ଢେଙ୍କାନାଳ ଥିଙ୍କର୍ସ ଫୋରମ ଢେଙ୍କାନାଳ : ଢେଙ୍କାନାଳ ସ୍ଥିତ ଷ୍ଟାଡିଅମ ନିକଟରେ ନନ୍ଦିନୀଦେବୀ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ମହିୟସୀଙ୍କର ୯୩ତମ ଜୟନ୍ତୀ ପାଳନ କଲା ଢେଙ୍କାନାଳ ଥିଙ୍କର୍ସ
Read More...