ପିଶାଚ ପାଲଟିଲା ସ୍ୱାମୀ : ସ୍ତ୍ରୀର କଟାମୁଣ୍ଡ ଧରି ରାସ୍ତାରେ ଚାଲି ଚାଲି ଗଲା ସ୍ୱାମୀ !

ଢେଙ୍କାନାଳ : ଗଁନ୍ଦିଆ ଥାନା ଚନ୍ଦ୍ରଶେଖର ପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ନୃସଂଶ ହତ୍ୟାକାଣ୍ଡ । ପ୍ରଥମେ କଟୁରୀରେ ସ୍ତ୍ରୀର ମୁଣ୍ଡ କାଟି ଶରୀରରୁ ଅଲଗା କରିବା ପରେ ଗୋଟିଏ ହାତରେ କଟୁରୀ ଓ ଅନ୍ୟ ହାତରେ କଟା ମୁଣ୍ଡ ଧରି ଚାଲି ଚାଲି ଆସିଲା ସ୍ୱାମୀ । ଅଭିଯୁକ୍ତ ସ୍ୱାମୀ ନାକଫୋଡି
Read More...

ଭୁବନ ; ଜିରାଳ ମହାବିଦ୍ୟାଳୟ ରେ ସ୍ୱତନ୍ତ୍ର ଶିବିର ଉଦଯାପିତ !

ଢେଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ମହାବିଦ୍ୟାଳୟ ରେ ଦିର୍ଘ ସାତ ଦିନ ଧରି ଚାଲିଥିବା ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିର ଉଦଯାପିତ ହୋଇଯାଇଛି I ମହାବିଦ୍ୟାଳୟ ର +୩ ଛାତ୍ର ବିଭାଗ ର ଜାତୀୟ ସେବା ଯୋଜନା ଦାୟିତ୍ଵ ରେ ଥିବା ଅଧ୍ୟାପକ ଶ୍ରୀ ପ୍ରଦୀପ ଦାସ ପ୍ରତେକ୍ଷ
Read More...

ସହରରେ ବାଇକ୍ ଚୋରୀ ର‌୍ୟାକେଟର କିଙ୍ଗପିନ ଗିରଫ : ୭ଟି ଚୋରୀ ବାଇକ ସହ ୬ ଜଣ ବାଇକ୍ ଲୁଟେରାଙ୍କୁ ଗିରଫ କଲା ପୋଲିସ !

ଢେଙ୍କାନାଳ : ସହରରେ ବାଇକ ଚୋରିର ସଂଖ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିଲା । ବାଇକ ଚୋରି ଘଟଣା ପୋଲିସକୁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ପୋଲିସ ଏହାକୁ ନେଇ ତତ୍ପରତା ପ୍ରକାଶ କରିବା ସହ ଘଟଣାର ତଦନ୍ତ ଜାରି ରଖିଥିଲା । କିଛି ଦିନ ପୂର୍ବେ ପୋଲିସ ସହରର କାଞ୍ଚନ ବଜାର ଠାରୁ
Read More...

ସିସି ଟିଭି ଫୁଟେଜ ଆଧାରରେ ଗିରଫ ପ୍ରତିଶୃତି ପରେ ଆନ୍ଦୋଳନ ରୁ ଓହରିଲେ ନର୍ସିଂ ଛାତ୍ର !

ଢେଙ୍କାନାଳ : ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଦୁଇ ଦିନ ତଳେ ରୋଗୀଙ୍କ ସମ୍ପର୍କିୟ ନର୍ସିଂ ଛାତ୍ରଙ୍କୁ ମାଡ ମାରିବା ଘଟଣାକୁ ନେଇ ଉତେଜନା ଦେଖା ଦେଇଥିଲା । ଏହାକୁ ନେଇ ମେଡିକାଲ କର୍ମଚାରୀ ସମୂହ ଆନ୍ଦୋଳନକୁ ଓହ୍ଲାଇଥିଲେ । ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରତିଶୃତି
Read More...

୫୫ ନଂ.ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଅଧାପନ୍ତରା ଅଣନିଃଶ୍ୱାସୀ ସ୍ଥାନୀୟ ଲୋକେ କଲେ ରାସ୍ତା ଅବରୋଧ : ଦୀର୍ଘ ୩…

ଢେଙ୍କାନାଳ : ୫୫ ନଂ.ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଅଧାପନ୍ତରା । ଅଣନିଃଶ୍ୱାସୀ ସ୍ଥାନୀୟ ଲୋକେ ଆଜି କଲେଜ ବାଏପାସ ଛକ ଠାରେ ରାସ୍ତା ଅବରୋଧ ଯୋଗୁ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇପଡିଥିଲା । ମଙ୍ଗୁଳୀ ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଲମ୍ବିଥିବା ୫୫ ନଂ.ଜାତୀୟ ରାଜପଥ ଓଡିଶା
Read More...

ଗୁରୁପୂର୍ଣ୍ଣିମା ଦିବସ ଅବସରରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସମ୍ବର୍ଦ୍ଧନା ଉତ୍ସବ !

ଢେଙ୍କାନାଳ : ଗୁରୁପୂର୍ଣ୍ଣିମା ଦିବସ ଅବସରରେ ଶ୍ରୀ ଗୁରୁପୂଜନ ଉତ୍ସବ ସହିତ ବିଦ୍ୟାଳୟର ୩୬ତମ ସ୍ୱନକ୍ଷତ୍ର ଦିବସ ମହାସମାରୋହରେ ସୁନ୍ଦରୀଖାଲସ୍ଥିତ ବିଦ୍ୟାଳୟରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜିଲ୍ଲା ପ୍ରଚାରକ ଶ୍ରୀମାନ୍ ବାସୁଦେବ ସାହୁ,
Read More...

ଜିଲ୍ଲାର କୋଭିଡ ପରିଚାଳନା ଓ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା !

ଢେଙ୍କାନାଳ :ଜିଲ୍ଲା କାର୍ଯ୍ୟାଳୟସ୍ଥ ଓସୱାନ ଭିଡିଓ କନଫରେନ୍ସିଂ ହଲ ଠାରେ ଜିଲ୍ଲାର କୋଭିଡ ପରିଚାଳନା ଓ ଉନ୍ନୟନମୁଳକ କାର୍ଯ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ଘଟୁଥିବାରୁ ଜନଗହଳି ଠାରୁ ଦୂରେଇ ରହିବା, ସଭା, ସମିତି ଆୟୋଜନ ସମୟରେ ମାସ୍କ
Read More...

ମହାବୀର ଗ୍ୟାସ ଏଜେନ୍ସି ପକ୍ଷରୁ ସଚେତନତା ସଭା ଅନୁଷ୍ଠିତ !

ଢେଙ୍କାନାଳ : ଭୁବନ ନିମନ୍ତେ ଭାରତ ଗ୍ୟାସର ଅଧିକୃତ ବିକ୍ରେତା ମହାବୀର ଗ୍ୟାସ ଏଜେନ୍ସି ପକ୍ଷରୁ ଗଡ଼ଗଁପରୁରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଗ୍ୟାସର ବ୍ୟବହାର ସମୟରେ କିଭଳି ସୁରକ୍ଷା ଅବଲମ୍ବନ କରାଯିବ, ଗ୍ୟାସ ବ୍ୟବହାରକାରୀଙ୍କ କମ୍ପାନୀ ପକ୍ଷରୁ କଣ କଣ ସବିଧାୁ ଯୋଗାଇ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମୃତ୍ୟୁ !

ଢ଼େଙ୍କାନାଳ: କାମାକ୍ଷାନଗର-ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତା ଅଁଳାବେରେଣୀ ନିକଟରେ ସଡ଼କ ଦୁର୍ଘଟଣା ରେ ଜଣେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ତଥା ମହୁଲୀ ଗ୍ରାମର ଲକ୍ଷ୍ମୀ ନାରାୟଣ ଦାସ ଅଫିସ୍ କାମରେ ଯାଇଥିବା ସମୟରେ
Read More...

ହାତୀ ଆକ୍ରମଣରେ ୨ହାତୀସ୍କ୍ୱାର୍ଡ ଆହତ : ବ୍ୟବହୃତ ବୋଲେରୋ ଭାଙ୍ଗିରୁଜି ନଷ୍ଟ !

ଢେଙ୍କାନାଳ : ଜିଲ୍ଲା ବନଖଣ୍ଡ ଅଧିନସ୍ଥ ଷଡଙ୍ଗୀ ରେଞ୍ଜ ମୁଗୁପଦା ନିକଟରେ ଗତକାଲି ବିଳମ୍ବିତ ରା୍‌ତ୍ରୀରେ ଏକ ବୋଲେରୋ ଗାଡିକୁ ଦନ୍ତାହାତୀ ଆକ୍ରମଣ କରିଥିବା ବେଳେ ଗାଡିରେ ଥିବା ୨ ଜଣ ହାତୀସ୍କ୍ୱାର୍ଡ ଆହତ ହୋଇଥିବା ବେଳେ ବୋଲୋରୋ ଓଡି ୦୪ ଡି ୧୮୯୬ ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା
Read More...