ଭୁବନ ; ହେଉନି ମରାମତି, ମାସେ ହେବ ଜଳୁନି ଷ୍ଟ୍ରୀଟ୍ ଲାଇଟ୍ !

ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ଆର୍ ଆଇ ଅଫିସ ଠାରୁ ଶିଶୁମନ୍ଦିର ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତାର ଷ୍ଟ୍ରିଟ ଲାଇଟ ମାସେ ହେବ ଅନ୍ଧାର ହୋଇ ପଡ଼ିଛି I ପଞ୍ଚାୟତ ଅଫିସ୍ ଠାରୁ ଆରମ୍ଭ କରି ପୂର୍ତ୍ତ ବିଭାଗ ରାସ୍ତାର ଗୋବିନ୍ଦପୁର ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ
Read More...

ଭୁବନ; ବିଦ୍ୟୁତ୍ ଆଘାତରେ ନବ ବଧୁର ମୃତ !

ଢ଼େଙ୍କାନାଳ : ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ୍ବାର୍ଡ-୧ର ଧନେଶ୍ବର ନାୟକଙ୍କ ସ୍ତ୍ରୀ ସସ୍ମିତା ନାୟକ( ୩୦) ଙ୍କ ଅକାଳ ବିୟୋଗ ଘଟିଛି । ସେ ପରିବାରର ଲୁଗାପଟା ଓ୍ବାସିଂମେସିନରେ ସଫା କରୁଥିବା ସମୟରେ ଅସାଧାରଣ ବସତ ବିଦ୍ୟୁତ ସଂସ୍ପର୍ଶରେ ଆସି ତଳେ ପଡିଯାଇଥିଲେ । ପରିବାର ଲୋକେ
Read More...

ଭୁବନ ବ୍ଲକରେ ଜିଲ୍ଲାପାଳ ଙ୍କ ଉପସ୍ଥିତିରେ ଜନ ଅଭିଯୋଗ ଶୁଣାଣି !

ଢେଙ୍କାନାଳ : ଭୁବନ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ପ୍ରଶାସନ ପକ୍ଷରୁ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସରୋଜ କୁମାର ସେଠୀ ଉପସ୍ଥିତ ରହି ବ୍ଲକର ବିଭିନ୍ନ ସ୍ଥାନମାନଙ୍କରୁ ଆସିଥିବା ଲୋକମାନଙ୍କର ଅଭିଯୋଗମାନ ଶୁଣାଣି କରିଥିଲେ । ଶିବିରରେ
Read More...

କାଉଡି ଯାତ୍ରାର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ !

ଢେଙ୍କାନାଳ : ଚଳିତ ବର୍ଷ ପ୍ରଭୂ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ କପିଳାସ ପୀଠ ଠାରେ ଜଳଲାଗି ନିମନ୍ତେ ଅଧିକ ଶ୍ରଦ୍ଧାଳୁ ଆଗମନ ହେତୁ କାଉଡି ଯାତ୍ରାର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳ ସରୋଜ କୁମାର ସେଠୀ ନିର୍ଦ୍ଦେଶ ଦେଇଛନ୍ତି । ପୀଠକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ଠାରୁ କୌଣସି
Read More...

ଜିଲ୍ଲାସ୍ତରୀୟ ଜଳ ଶକ୍ତି କେନ୍ଦ୍ର ଉଦଘାଟିତ !

ଢେଙ୍କାନାଳ : ଜିଲ୍ଲାରେ ଥିବା ବିଭିନ୍ନ ଜଳାଶୟ ଗୁଡିକର ଉନ୍ନତିକରଣ, ପୁନରୁଦ୍ଧାର ଓ ନୂତନ ଜଳାଶୟ ଚିହ୍ନଟ ନିମନ୍ତେ ଆଜି କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ ପରିସର ମଧ୍ୟରେ ଜନସାଧାରଣଙ୍କ ପାଇଁ ଏକ ଜଳଶକ୍ତି କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ସରୋଜ କୁମାର ସେଠୀ ଏହି କେନ୍ଦ୍ରକୁ
Read More...

ପ୍ରତିଭାବାନ୍ ଯୁବ ସାମ୍ବାଦିକ ଦୁଷ୍ମନ୍ତଙ୍କ ଅକାଳ ବିୟୋଗରେ ସାଂସଦଙ୍କ ଶୋକ !

ଢେଙ୍କାନାଳ : କାମାକ୍ଷାନଗରରେ କାର୍ଯ୍ୟରତ ପ୍ରତିଭାବାନ ଯୁବ ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତିଙ୍କର ଏକ ସଡକ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଛି । ସେ ଭୁବନ ଅଞ୍ଚଳକୁ ତଥ୍ୟ ସଂଗ୍ରହ କରିବାକୁ ଯାଇଥିବା ବେଳେ ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ହଠାତ୍ ଦୁଷ୍ମନ୍ତଙ୍କର ମୃତ୍ୟୁ ହୋଇଯାଇଥିବା ଖବର
Read More...

ଅଜଣା ଗାଡି ଧକ୍କା ରେ ସାମ୍ବାଦିକ ମୃତ : ସାମ୍ବାଦିକ ପକ୍ଷରୁ ଶୋକ ପ୍ରକାଶ !

ଢ଼େଙ୍କାନାଳ : ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କୁ ଯିବା ରାସ୍ତା ରେ ଭୁବନ ଥାନା ସମ୍ମୁଖ ରେ କାମାକ୍ଷ ନଗର କଳିଙ୍ଗ ଟିଭି ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି ଙ୍କର ଅଜଣା ଗାଡି ଧକା ରେ ଦେହାନ୍ତ ହୋଇ ଯାଇଛି। କାମାକ୍ଷାନଗର କଳିଙ୍ଗ ଟିଭି ପ୍ରତିନିଧି ଭାବରେ କାର୍ଯ୍ୟରତ ଦୁଷ୍ମନ୍ତ ମହାନ୍ତି
Read More...

ଗୋଟିଏ ଗଛ, ଗୋଟିଏ ଜୀବନ : ଭୁବନ ବିଜୁ ମହିଳା ଜନତାଦଳ ତରଫରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ !

ଢ଼େଙ୍କାନାଳ: ବିଜୁ ଜନତା ଦଳ ର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ମହିଳା ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟ ବ୍ୟାପୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଏବଂ ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର
Read More...

ଜାତୀୟ ବାଣିଜ୍ୟ ମେଳା – ୨୦୨୨ ଉଦଘାଟିତ !

ଢେଙ୍କାନାଳ : ସହର ମଧ୍ୟସ୍ଥଳୀ ସ୍ଥାନୀୟ କଂଗ୍ରେସ ପଡିଆ ଠାରେ ଜାତୀୟ ବାଣିଜ୍ୟ ମେଳା - ୨୦୨୨ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଅଛି । ଏହା ୨୦ ଦିନ ଧରି ଏହି ମେଳା ଲାଗି ରହିବ । ମେଳାରେ ରାଜ୍ୟ ବାହାରୁ ଯଥା ରାଜସ୍ଥାନ, ପଞ୍ଜାବ,
Read More...

ଆମ୍ ଆଦମୀ ପାର୍ଟିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ !

ଢେଙ୍କାନାଳ : ଆମ୍ ଆଦମୀ ପାର୍ଟିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ପୂର୍ତ୍ତ ବଙ୍ଗଳା ଠାରେ ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ମାସରେ ସିଙ୍ଗାପୁର ଠାରେ ଶତାଧିକ ଦେଶର ନେତା ମାନଙ୍କର ହେବାକୁ ଥିବା କନଭେନ୍ସନରେ
Read More...