ଜିଲ୍ଲା ଆଇନ୍ ସେଵାପ୍ରାଧିକରଣ ଦ୍ଵାରା ଆଇନ୍ ସଚେତନତା ଶିବିର !

ଢ଼େଙ୍କାନାଳ : ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଜଜ୍‌ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଢେଙ୍କାନାଳ ଶରତ କୁମାର ଦେହୁରୀଙ୍କ ନିର୍ଦ୍ଦେଶକ୍ରମେ କୋଭିଡ଼ ପାଇଁ ସରକାରଙ୍କ ପ୍ରଦତ ସମସ୍ତ ପ୍ରକାର ନିୟମକୁ ପାଳନ କରି ପିଏଲଭି ମାନଙ୍କୁ ନେଇ ଏକ ଆଇନ ସଚେତନତା ଶିବିର ଏ.ଡି.ଆର. ଗୃହ, ଢେଙ୍କାନାଳ ଠାରେ ଅନୁଷ୍ଠିତ ହୋଇଯାଇଅଛି ।
ଏହି ଶିବିରରେ ସଚିବ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଶ୍ରୀ ସୁକାନ୍ତ କିଶୋର ଜେନା ଆଇନର ବିଭିନ୍ନ ଦିଗ ଯଥା ସିଆର. ପିସି. ଲାଇକ ଏଫଆଇଆର,ବେଲ,ସମନସ ଏବଂ ୱାରେଣ୍ଟ , ଅପିଲ୍ସ ଆଦି ଉପରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.

6 + 12 =